କରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଲେ

ଅନୁଗୁଳ: ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଅନୁଗୁଳ ବିଜେପିର ମହିଳା ମୋର୍ଚ୍ଚା ତରଫରୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ କର୍ମଚାରୀଙ୍କୁ ରକ୍ଷାବନ୍ଧନ କରି କୃତଜ୍ଞତା ଜ୍ଞାପନ କରାଯାଇଛି। ଜିଲ୍ଲାର ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତର ଦୀପକ ଗଡ଼ନାୟକଙ୍କ ଘରକୁ ଯାଇ ମହିଳା ମୋର୍ଚ୍ଚା…

Continue Readingକରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଲେ

ଆଶ୍ରମ ସ୍କୁଲରୁ ଚୋରି

ଅନୁଗୁଳ: ଚୋରଙ୍କ ଟାର୍ଗେଟ୍‌ରେ ସ୍କୁଲ । ଗୋଟିଏ ପରେ ଗୋଟିଏ ସ୍କୁଲରେ କଳାକନା ବୁଲାଉଛନ୍ତି। ଶୁକ୍ରବାର ରାତିରେ ବଅଁରପାଳ ବ୍ଳକର ତେଣ୍ଟୋଲୋଇ ଆଶ୍ରମ ସ୍କୁଲରୁ ଚୋରି ହୋଇଛି। ଦୁର୍ବୃତ୍ତ ବିଦ୍ୟାଳୟରେ ଥିବା ୪ଟି ସୋଲାର୍ ଲାଇଟ୍‌ର ବ୍ୟାଟେରୀ ଲୁଟି ନେଇଛନ୍ତି। ଏନେଇ…

Continue Readingଆଶ୍ରମ ସ୍କୁଲରୁ ଚୋରି

ରେଙ୍ଗାଳିରେ ମା’ ସନ୍ତୋଷୀଙ୍କ ଜନ୍ମଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ରେଙ୍ଗାଳି ପ୍ରକଳ୍ପ ଓସିସି କଲୋନି ନିକଟସ୍ଥ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରତିଷ୍ଠିତ ମା’ ସନ୍ତୋଷୀଙ୍କ ଜନ୍ମ ଉତ୍ସବ ରବିବାର କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିରରେ ମାଙ୍କ ଯଥା ରୀତିନୀତି…

Continue Readingରେଙ୍ଗାଳିରେ ମା’ ସନ୍ତୋଷୀଙ୍କ ଜନ୍ମଉତ୍ସବ

ହୁକ ପକାଇ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦେଶ୍ୟରେ ବେଆଇନ ଭାବେ ହୁକ ପକାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ, ଗୁମ୍ଫାହିଲ ସଂହରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର କରିବା ଲାଗି ବେଆଇନ…

Continue Readingହୁକ ପକାଇ ଶିକାରୀ ଗିରଫ

ସର୍ପାଘାତ ମୃତକଙ୍କୁ ଡାକ୍ତରଖାନାରେ ଗୁଣିଆର ଝାଡ଼ ଫୁଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ସଂରକ୍ଷଣ ଗୃହରେ ରବିବାର ଜଣେ ସର୍ପାଘାତ ମହିଳାଙ୍କ ଶବକୁ ଗୁଣିଆର ଝଡ଼ା ଫୁଙ୍କା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗାଁର…

Continue Readingସର୍ପାଘାତ ମୃତକଙ୍କୁ ଡାକ୍ତରଖାନାରେ ଗୁଣିଆର ଝାଡ଼ ଫୁଙ୍କା

ଛେଣ୍ଡିପଦା ବସ୍‌ ମାଲିକ ସଂଘର ନୂତନ କର୍ମକର୍ତ୍ତା

ଅନୁଗୁଳ: ଛେଣ୍ଡିପଦା ବ୍ଳକ ଜଗନ୍ନାଥ ବସ ମାଲିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ଚୟନ କରାଯାଇଛି। ବାରମଞ୍ଚା ଗ୍ରାମର ବାଲିପଶିଠାରେ ଥିବା ଠାକୁରାଣୀ ପୀଠରେ ଏହି ବୈଠକ ବସିଥିଲା। ସଂଘର ଆଇନ ପରାମର୍ଶଦାତା ଲମ୍ବୋଦର ପ୍ରଧାନ ଓ…

Continue Readingଛେଣ୍ଡିପଦା ବସ୍‌ ମାଲିକ ସଂଘର ନୂତନ କର୍ମକର୍ତ୍ତା

୩ ଲୁଟେରା ଗିରଫ,ଲୁଟ୍ ବୁଲେଟ୍ ଓ ମୋବାଇଲ୍ ଉଦ୍ଧାର

ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଉଳିଆକୁଦା ନିକଟରୁ ତାଳଚେର ପୁଲିସ୍‌ ୩ ଜଣ ଦୁର୍ଦ୍ଧାନ୍ତ ଲୁଟେରାକୁ ଗିରଫ କରିଛି। ସୂଚନା ଯୋଗ୍ୟ,ଶୁକ୍ରବାର ସନ୍ଧ୍ୟା ୫ଟାରେ ସୁଧାଂଶୁ ଶେଖର ମାଝି ତାଳବେଡାରୁ ବାଇପାସ୍ ଆସୁଥିବା ସମୟରେ ତିନିଜଣ ଯୁବକ ତାଳଚେର କଲେଜ ନିକଟରେ…

Continue Reading୩ ଲୁଟେରା ଗିରଫ,ଲୁଟ୍ ବୁଲେଟ୍ ଓ ମୋବାଇଲ୍ ଉଦ୍ଧାର

ଅବକାରୀ ଚଢାଉ ୨ ଗିରଫ

ଅନୁଗୁଳ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉକରି ୫୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ମିଣ୍ଡୋଳ ଗ୍ରାମର ତରୁଣୀ ସେଠୀଙ୍କ ଘରୁ ୩୫…

Continue Readingଅବକାରୀ ଚଢାଉ ୨ ଗିରଫ

ଜେଏସପିଏଲ୍ ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ୍) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେp ସର୍ବାଧିକ ଜିଏସଟି ପ୍ରଦାନକାରୀ ଶିଳ୍ପ ସଂସ୍ଥା ଭାବରେ ପରିଗଣିତ ହୋଇଛି। ୨୦୧୮ ଠାରୁ ଆରମ୍ଭ କରି ୨୦୨୧…

Continue Readingଜେଏସପିଏଲ୍ ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା

ପୋଲ ତଳକୁ ଖସିଲା ବାଇକ୍, ୪ ଆହତ

ଅନୁଗୁଳ: କିଶୋରନଗର ଥାନା ଅନ୍ତର୍ଗତ କଦଳୀମୁଣ୍ଡା-ରଣିଆକଟା ରାସ୍ତାର ମା’ ବାୟାଣୀ ପୀଠ ବାଙ୍କ ପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିବାରୁ ବାଇକ ଚାଳକଙ୍କ ସମେତ ସ୍ତ୍ରୀ,…

Continue Readingପୋଲ ତଳକୁ ଖସିଲା ବାଇକ୍, ୪ ଆହତ