କୂଅରେ ପଡି ୩ବର୍ଷର ଶିଶୁ ମୃତ

ଅନୁଗୁଳ: ଅନୁଗୁଳୁ ଜିଲ୍ଲା ଜରପଡା ଥାନା ତୁକୁଡ଼ା ପଞ୍ଚାୟତ ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁ ଘରଅଗଣା କୂଅରେ ପଡି ମୃତ୍ୟୁବରଣ କରିଛି।ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ବିଲରେ କାର୍ଯ୍ୟ ପାଇଁ ବାହାରକୁ…

Continue Readingକୂଅରେ ପଡି ୩ବର୍ଷର ଶିଶୁ ମୃତ

ଜବରଦଖଲ ଉଚ୍ଛେଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ବାଘୁଆବୋଲ ଅଞ୍ଚଳରୁ ଗୁରୁବାର ଉପଜିଲ୍ଲାପାଳ ବିଶ୍ବରଂଜନ ରଥଙ୍କ ନିର୍ଦେଶ କ୍ରମେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ମୁତାବକ, ବାଘୁଆବୋଲ ଅଞ୍ଚଳର ଜଣେ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସେଥିରେ ଗୃହ ନିର୍ମାଣ…

Continue Readingଜବରଦଖଲ ଉଚ୍ଛେଦ

ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ପୁଲିସ୍ ଏସ୍‌ଆଇ

ଅନୁଗୁଳ: ରାତିରେ ଘରେ ପଶି ମହିଳାଙ୍କୁ ବଳାକାର ଉଦ୍ୟମ ଅଭିଯୋଗରେ ପୁଲିସ ଜଣେ ଠିକାଭିଭିରେ ନିଯୁକ୍ତି ପାଇଥିବା ସବ୍‌ଇନ୍ସିପେକ୍ଟରଙ୍କୁ ଗିରଫ କରିଛି। ଗିରଫ ପୁଲିସ କର୍ମଚାରୀ ହେଲେ ନୀଳମଣି ମହାନ୍ତି। ତାଙ୍କ ଘର ତାଳଚେର ଥାନା କଙ୍କିଳି ଗ୍ରାମରେ ବୋଲି ଜଣାପଡ଼ିଛି।ପୁଲିସ…

Continue Readingବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ପୁଲିସ୍ ଏସ୍‌ଆଇ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କର ନାମ ହେମନ୍ତ କୁମାର ପାତ୍ର । ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ହେମନ୍ତ…

Continue Readingଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭିସ’କୁ ବିରୋଧ,ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିରେ ବୁଧବାର ଠାରୁ କୋଇଲା ପରିବହନରେ ଲାଗୁ ହେବାକୁ ଥିବା‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’କୁ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ବିରୋଧ କରିଛନ୍ତି। ଫଳରେ ଟ୍ରାଏଲରେ ହେବାକୁ ଥିବା କୋଇଲା ପରିବହନ ବନ୍ଦ ରହିଛି।…

Continue Reading‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭିସ’କୁ ବିରୋଧ,ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ ଗ୍ରାମବାସୀ

ଏସି ମେକାନିକଙ୍କ ବାଇକ୍‌ ଚୋରି

ଅନୁଗୁଳ: ମଙ୍ଗଳବାର ହାଣ୍ଡିଧୁଆ ଓଭରବ୍ରିଜ୍ ନିକଟରୁ ଦୀପକ ପ୍ରଧାନଙ୍କ ଏକ ବାଇକ୍‌(ଓଡ଼ି୧୯ଡି ୬୦୫୮) ଚୋରି ହୋଇଯାଇଛି। ଏନେଇ ସେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା…

Continue Readingଏସି ମେକାନିକଙ୍କ ବାଇକ୍‌ ଚୋରି

ବ୍ରାଉନ୍‌ସୁଗର ଜବତ, ମହିଳା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ନାଲ୍‌କୋ ଥାନା ଇଲାକା ଗିରଙ୍ଗରେ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ କରାଯାଇଛି। ଏହି ବେଆଇନ୍ କାରବାର କରୁଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି।…

Continue Readingବ୍ରାଉନ୍‌ସୁଗର ଜବତ, ମହିଳା ଗିରଫ

ଅନୁଗୁଳ ନାଗରିକ ମଞ୍ଚର ନୂତନ ସଭାପତି

ଅନୁଗୁଳ: ଅନୁଗୁଳ ନାଗରିକ ମଞ୍ଚର ସଭାପତି ଭାବେ ଡକ୍ଟର ପ୍ରଭାତ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି। ଗତ ଡିସେମ୍ବର ମାସରେ ସଭାପତି ନବ କିଶୋର ସାମନ୍ତଙ୍କ ଦେହାନ୍ତ ପରେ ଉକ୍ତ ସ୍ଥାନଟି ଖାଲି ଥିଲା। ଏବେ ମଞ୍ଚ ବରିଷ୍ଠ ଉପସଭାପତି ବିମଳ…

Continue Readingଅନୁଗୁଳ ନାଗରିକ ମଞ୍ଚର ନୂତନ ସଭାପତି

ଚୋରି କରି ଜଣେ ଗିରଫ

ଅନୁଗୁଳ: ଘରେ ପଶି ଚୋରି କରିବା ଅଭିଯୋଗରେ ପାଳଲହଡ଼ା ପୁଲିସ  ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ପାଲଲହଡ଼ା ଅ ଳର ମମତା ମହାନ୍ତଙ୍କ ପରିବାର ଲୋକ ରାତିରେ ଖାଇସାରି…

Continue Readingଚୋରି କରି ଜଣେ ଗିରଫ

ଦୁର୍ଘଟଣାରେ ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ବୁଧବାର ସକାଳେ ନାଲକୋ ମାଂସ ମାର୍କେଟ ସମ୍ମୁଖରେ ଏକ ବସ ଧକ୍କାରେ ନାଲକୋର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ମାରେରଗାଁର ପ୍ରମୋଦ କୁମାର ଜେନା ଯେ କି ନାଲକୋ…

Continue Readingଦୁର୍ଘଟଣାରେ ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ