୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁରୁ ପୁଲିସ ଚଢ଼ାଉକରି ୨୨ କେଜି ଗଞ୍ଜେଇ ଜବତ କରିବାସହ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରର ଖବର ପାଇ ଛେଣ୍ଡିପଦା ଥାନା ଏସ୍ଆଇ ସଂଘମିତ୍ରା…

Continue Reading୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ନାଲକୋରେ ରକ୍ତଦାନ ଶିବିର, ୧୧୮ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡା ମୁଖ୍ୟ…

Continue Readingନାଲକୋରେ ରକ୍ତଦାନ ଶିବିର, ୧୧୮ ୟୁନିଟ ରକ୍ତ ସଂଗ୍ରହ

ଅଳିଆ ପୋଡ଼ୁଚି ପ୍ରଦୂଷଣ ବଢୁଛି

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ଶୁଖିଲା ଅଳିଆକୁ ନ ପୋଡ଼ିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଥିବା ବେଳେ ଖୋଦ୍ ପୌର ସଫେଇ କର୍ମଚାରୀମାନେ ଆଇନକୁ ମାନୁ ନାହାନ୍ତି।ସେମାନେ ସହରର ବିଭିନ୍ନ ସ୍ଥାନରେ ଆବର୍ଜନାକୁ ଏକାଠି କରି ନିଆଁ ଲଗାଇ…

Continue Readingଅଳିଆ ପୋଡ଼ୁଚି ପ୍ରଦୂଷଣ ବଢୁଛି

ବେଲଶୁଣ୍ଠାରେ କମ୍ବଳ ଓ ମଶାରୀ ବଣ୍ଟନ

ଅନୁଗୁଳ: ରବିବାର ପୁର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠରେ ଥିବା ବେଲଶୁଣ୍ଠା କୁଷ୍ଠ କଲୋନୀରେ ଅନୁଗୁଳ ଲୟନ୍ସ ପ୍ରାଇଡ଼ର ପୂର୍ବତନ ସଭାପତି ତଥା ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ପକ୍ଷରୁ ଚାଳିଶ ଜଣ ଅନ୍ତେବାସୀଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ…

Continue Readingବେଲଶୁଣ୍ଠାରେ କମ୍ବଳ ଓ ମଶାରୀ ବଣ୍ଟନ

ଅନୁଗୁଳରେ ସ୍ବତନ୍ତ୍ର ଟୀକାକରଣ ଅଭିଯାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସ୍ବତନ୍ତ୍ର ଟିକାକରଣ ଅଭିଯାନ। ଏହି ଅଭିଯାନର ସଠିକ୍‌ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।…

Continue Readingଅନୁଗୁଳରେ ସ୍ବତନ୍ତ୍ର ଟୀକାକରଣ ଅଭିଯାନ

୧୫ରୁ ହିଙ୍ଗୁଳା ପୀଠରେ ମହାଚଣ୍ଡୀ ଯଜ୍ଞ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ପାଞ୍ଚ ଦିନ ବ୍ୟାପୀ ୩୬ତମ ମହାଚଣ୍ଡୀ ଯଜ୍ଞ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ। ୧୯ ତାରିଖରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବ ବୋଲି ନିଷ୍ପରି ହୋଇଛି।…

Continue Reading୧୫ରୁ ହିଙ୍ଗୁଳା ପୀଠରେ ମହାଚଣ୍ଡୀ ଯଜ୍ଞ

ରେଞ୍ଜରଙ୍କୁ ହତ୍ୟା ଧମକ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀଙ୍କୁ ଗାଳି ଓ ହତ୍ୟା ଧମକଦେବା ଅଭିଯୋଗରେ କଣିହାଁ ଥାନା ପୁଲିସ ଶନିବାର ବ୍ରାହ୍ମଣଦେଇ ଗାଁର ବିମ୍ବାଧର ଷଣ୍ଢ(୪୦)ଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ରେଞ୍ଜର ନୀଳମଣି ଦେହୁରୀ ଗତ…

Continue Readingରେଞ୍ଜରଙ୍କୁ ହତ୍ୟା ଧମକ, ଜଣେ ଗିରଫ

ଆହାର କେନ୍ଦ୍ର କ୍ୟାମ୍ପସରେ ଯାଯାବର ନାବାଳିକାକୁ ବଳାତ୍କାର ଓ ହତ୍ୟା ଉଦ୍ୟମ

ଅନୁଗୁଳ : ଦୁଇ ବର୍ଷ ତଳେ ଅନୁଗୁଳ ଆହାର କେନ୍ଦ୍ର କ୍ୟାମ୍ପସରେ ଜଣେ ୮ ବର୍ଷର ଯାଯାବର ନାବାଳିକାକୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ମାମଲାର ରାୟ ଶନିବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ତଥା ସ୍ୱତନ୍ତ୍ର ପୋକ୍ସୋ…

Continue Readingଆହାର କେନ୍ଦ୍ର କ୍ୟାମ୍ପସରେ ଯାଯାବର ନାବାଳିକାକୁ ବଳାତ୍କାର ଓ ହତ୍ୟା ଉଦ୍ୟମ

ସଡକ ଦୁର୍ଘଟଣାରେ ବରିଷ୍ଠ କିରାଣୀ ମୃତ

ଅନୁଗୁଳ:ସଡକ ଦୁର୍ଘଟଣାରେ ଛେଣ୍ଡିପଦା ସବ୍ ରେଜିଷ୍ଟ୍ରି ଅଫିସର ବରିଷ୍ଠ କିରାଣୀ ସଂଜୀବ ଭୁତିଆଙ୍କର ମୃତ୍ୟୁ ଘଟିଛି। ଶନିବାର ସକାଳେ ଶ୍ରୀ ଭୁତିଆ ନିଜ ସ୍କୁଟରରେ ଛେଣ୍ଡିପଦା ଯାଉଥିବାବେଳେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରାଇ ସ୍କୁଲ ଠାରୁ ଅନତି ଦୁରରେ ଥିବା…

Continue Readingସଡକ ଦୁର୍ଘଟଣାରେ ବରିଷ୍ଠ କିରାଣୀ ମୃତ

ଅନୁଗୁଳ ଭଲିବଲ ଦଳ ଘୋଷଣା

ଅନୁଗୁଳ: କନ୍ଧମାଳ ଜିଲ୍ଲାରେ ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୬୯ତମ ରାଜ୍ୟ ଭଲିବଲ ଚାମ୍ପିଅନ୍‌ସିପ୍ । ୪ଟି ଭେନ୍ୟୁରେ ଖେଳାଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଅନୁଗୁଳ ଦଳ ଘୋଷଣା ହୋଇଛି।…

Continue Readingଅନୁଗୁଳ ଭଲିବଲ ଦଳ ଘୋଷଣା