ଷ୍ଟେସନର ଉଭୟ ପାର୍ଶ୍ଵ ସଡ଼କ ନିର୍ମାଣ ଦାବି

ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସମସ୍ତ ପାସେଞ୍ଜର ହଲ୍ଟ ଏବଂ ଷ୍ଟେସନକୁ ଉଭୟ ପାର୍ଶ୍ବରୁ ସଡ଼କ ନିର୍ମାଣ ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଦାବିକରିଛନ୍ତି । କେତେକ ଷ୍ଟେସନ ଓ ପାସେଞ୍ଜର ହଲ୍ଟକୁ ଗୋଟିଏ ପାର୍ଶ୍ବରୁ ସଡ଼କ ନିର୍ମାଣ…

Continue Readingଷ୍ଟେସନର ଉଭୟ ପାର୍ଶ୍ଵ ସଡ଼କ ନିର୍ମାଣ ଦାବି

ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳରେ ହରତାଳ

ଅନୁଗୁଳ: ରାଜ୍ୟ କଂଗ୍ରେସ ପକ୍ଷରୁ ଛ' ଘଣ୍ଟିଆ ଓଡିଶା ବନ୍ଦ ଡାକରା ପରେ ହାଇକୋର୍ଟ ଛାଟ ବସିବା ଯୋଗୁଁ କଂଗ୍ରେସ ହରତାଳକୁ ଓଲ୍ହାଇଥିଲା। କଂଗ୍ରେସ ନେତା ସୁଦୀପ ମିଶ୍ର,ଜିତେନ୍ଦ୍ର ସାହୁ,ଅମୁଲ୍ୟ ବେହେରା,ଧର୍ମେନ୍ଦ୍ର ମିଶ୍ର,ସଂଜୀବ ମାଣ୍ଡୋଠିଆ, ଗୋପାଳ ନାଥଙ୍କ ନେତୃତ୍ୱରେ ଶତାଧିକ କର୍ମୀ…

Continue Readingଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳରେ ହରତାଳ

ନୂତନ ଫାଣ୍ଡି ଗୃହ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ତଥା ଠାକୁରଗଡ଼ ଥାନା ଅନ୍ତର୍ଗତ ଟାପଢୋଲ ଫାଣ୍ଡିର ନୂତନ ଗୃହ ଗୁରୁବାର ଉଦ୍‌ଘାଟିତ ହୋଇଛି। ଗୁରୁବାର ପୂର୍ବାହ୍ନରେ ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ନୂତନ…

Continue Readingନୂତନ ଫାଣ୍ଡି ଗୃହ ଉଦ୍‌ଘାଟିତ

କେନାଲ୍‌ରୁ ତୃଷାର୍ତ୍ତ ସମ୍ବର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଏକ ସମ୍ବର ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ପାଣି ପିଇବାକୁ ଆସିଥିବା ବେଳେ ସମ୍ବରଟି କେନାଲକୁ ଖସି ପଡିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗକୁ…

Continue Readingକେନାଲ୍‌ରୁ ତୃଷାର୍ତ୍ତ ସମ୍ବର ଉଦ୍ଧାର

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ସହର ବଣିଆବାହାଳ ଅଞ୍ଚଳର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଅନୁଗୁଳ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ହୁଲୁରିସିଂହାର ଘନଶ୍ୟାମ ମାଣ୍ଡୋଠିଆ…

Continue Readingବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନିଯୁକ୍ତି ପ୍ରକ୍ରିୟା ଅନୁଧ୍ୟାନ କରିବା ପାଇଁ ନୂତନ ସେଲ୍ ଗଠିତ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵାରୋପ କରୁଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବା ପାଇଁ ସରକାର ଏକ ନିଯୁକ୍ତି କକ୍ଷ(ରିକ୍ୟୁଟମେଣ୍ଟ ସେଲ୍ଫ) ଗଠନ କରିଛନ୍ତି। ଏହିକ୍ରମରେ ରାଜ୍ୟ ସରକାର ସାଧାରଣ ପ୍ରଶାସନ…

Continue Readingନିଯୁକ୍ତି ପ୍ରକ୍ରିୟା ଅନୁଧ୍ୟାନ କରିବା ପାଇଁ ନୂତନ ସେଲ୍ ଗଠିତ

ହୋଟେଲ,ରାସନ ଦୋକାନରେ ଜନସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

ଅନୁଗୁଳ: ଗୁରୁବାର ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ଜେନାଙ୍କ ନେତୃତ୍ୱରେ ଏକ ଦଳ ଅନୁଗୁଳ ସହରର ବିଭିନ୍ନ ହୋଟେଲ,ଉଠା ଜଳଖିଆ ଦୋକାନ,ବେକରି ସପ୍ ଚା' ଦୋକାନ ଏବଂ ରାସନ ଦୋକାନ ଉପରେ ଚଢ଼ାଉ…

Continue Readingହୋଟେଲ,ରାସନ ଦୋକାନରେ ଜନସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

ସରକାରୀ ଗାଡିରୁ ଚକା ନେଇଗଲେ

ଅନୁଗୁଳ: ଅନୁଗୁଳ ସରକାରୀ ମେଡିକାଲ ରୁ ଚୋରି କମିବାର ନାଁ ଧରୁନି। ଗତ ବୁଧବାର ରାତିରେ ପୁରୁଣା ଡାକ୍ତର କଲୋନିରୁ ପଙ୍ଖା,ବଲବ, ଟ୍ୟାପ ଆଦି ଚୋରି ହୋଇଥିବା ବେଳେ ସରକାରୀ ଗାଡିରୁ ଚକା ଖୋଲିନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ…

Continue Readingସରକାରୀ ଗାଡିରୁ ଚକା ନେଇଗଲେ

ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନେଇ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ତରଫରୁ ବୁଧବାର ଆଲୋଚନା କରାଯାଇଛି। ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା…

Continue Readingସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନେଇ ଆଲୋଚନା

୨ ଦିନିଆ ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନଗୁଡିକର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନମାନଙ୍କ ସହ ଆଲୋଚନା କରି ଏକ ଲୋକାଭିମୁଖୀ ଖସଡ଼ା ପ୍ରସ୍ତୁତ କରିବା ଦିଗରେ ନାଲକୋ ପ୍ରଶିକ୍ଷଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ…

Continue Reading୨ ଦିନିଆ ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା