ବିଏମଏସ୍ କାର୍ଯ୍ୟାଳୟ ଉଦ୍ଘାଟିତ
ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲାଖଣି କଣିହାଁ ଶାଖା ବିଏମଏସର ନୂତନ କାର୍ଯ୍ୟାଳୟ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ତାଳଚେର କୋଇଲା ଖଣି ମଜଦୂର ସଂଘ ସଭାପତି ଅରୁଣ କୁମାର ପ୍ରଧାନ ମୁଖ୍ୟଅତିଥ୍, ସମ୍ମାନିତ ଅତିଥି…



