ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ଶପଥ ପାଠ

ଅନୁଗୁଳ: ବିପର୍ଯ୍ୟୟ ସମୟରେ ନିଜକୁ ପ୍ରସ୍ତୁତ ରଖୁବା ସହ ଲୋକମାନଙ୍କର ଧନ ଜୀବନ ସୁରକ୍ଷା ନିମନ୍ତେ ସଜାଗ ରହିବାକୁ ଶୁକ୍ରବାର ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ଦିବସ ପାଳନ ହେଇଛି। ଏଥି ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ତାଳଚେର)…

Continue Readingଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ଶପଥ ପାଠ

ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳ ଛାତ୍ର ବିଜେଡି ଓ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ ପରିବାର ମିଳିତ ସହଯୋଗରେ ଅନୁଗୁଳ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡିଶା ବିଧାନସଭାର…

Continue Readingରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗ୍ରହ

ହାତୀ ଛୁଆ ଉଦ୍ଧାର

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଗ୍ରାମ ନିକଟରୁ ଏକ ହାତି ଛୁଆ ଶୁକ୍ରବାର ଉଦ୍ଧାର ହୋଇଛି। ସକାଳେ ଏକ ହାତୀ ଛୁଆ ହାତୀପଲ ଠାରୁ ଅଲଗା ହୋଇ ବାଲିଜେରେଙ୍ଗ ଗାଁରେ ଏଣେତେଣେ ବୁଲୁଥିଲା ବେଳେ ସ୍ଥାନୀୟ ଲୋକମାନେ…

Continue Readingହାତୀ ଛୁଆ ଉଦ୍ଧାର

ପଦ୍ମଶ୍ରୀ ସୁବା ରାଓଙ୍କ ପରଲୋକରେ ଶୋକ ସଭା

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଶୁକ୍ରବାର ଅପରାହ୍ନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଡ଼ା ଏସ୍ ଏନ୍ ସୁବା ରାଓଙ୍କ ପରଲୋକରେ ଏକ ଶୋକ।ସଭା ଆୟୋଜିତ ହୋଇଯାଇଛି।ସ୍ବେଚ୍ଛା ସେବୀ ସୂର୍ଯ୍ୟନାରାୟଣ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

Continue Readingପଦ୍ମଶ୍ରୀ ସୁବା ରାଓଙ୍କ ପରଲୋକରେ ଶୋକ ସଭା

୫ ବର୍ଷର ଶିଶୁର ତଣ୍ଟି ଚିପି ହତ୍ୟା ଉଦ୍ୟମ, ଅଭିଯୁକ୍ତକୁ ବର୍ଷେ ୮ ମାସ ଜେଲ୍‌ ଦଣ୍ଡ

ଅନୁଗୁଳ: ଦେଢ଼ ବର୍ଷ ତଳେ ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ବେଲସୁଣ୍ଠା ଗ୍ରାମରେ ଜଣେ ଶିଶୁପୁତ୍ରକୁ ହତ୍ୟା ଉଦ୍ୟମ ମାମଲାର ରାୟ ଗୁରୁବାର ସିଜେଏମ୍ କୋର୍ଟରେ ପ୍ରକାଶ ପାଇଛି। ସିଜେଏମ୍ ଚୌଧୁରୀ ବାସୁଦେବ ପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ କୁନା…

Continue Reading୫ ବର୍ଷର ଶିଶୁର ତଣ୍ଟି ଚିପି ହତ୍ୟା ଉଦ୍ୟମ, ଅଭିଯୁକ୍ତକୁ ବର୍ଷେ ୮ ମାସ ଜେଲ୍‌ ଦଣ୍ଡ

ହାତୀ ଆକ୍ରମଣରେ ଚାଷୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଚାଷୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟ , ପରା ଗାଁ ର ସୋମନାଥ ସାହୁ(୩୧) ଘର ପାଖ ବିଲରେ ବାଇଗଣ ଓ କଲରା ଚାଷ…

Continue Readingହାତୀ ଆକ୍ରମଣରେ ଚାଷୀ ମୃତ

କୋଇଲା ସଂକଟ ନୁହେଁ, ଦେଶରେ ନିଅଣ୍ଟିଆ ସ୍ଥିତି; କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଅନୁଗୁଳ: ଦେଶରେ କୋଇଲାର ସଙ୍କଟ ନୁହେଁ, କେବଳ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରକାଶ କରିଛନ୍ତି। ଗୁରୁବାର ଦିନିକିଆ ଅନୁଗୁଳ ଜିଲ୍ଲା ତାଳଚେର ଗସ୍ତରେ ଆସି ଯୋଶୀ ରେଲୱେର ବିଭିନ୍ନ…

Continue Readingକୋଇଲା ସଂକଟ ନୁହେଁ, ଦେଶରେ ନିଅଣ୍ଟିଆ ସ୍ଥିତି; କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଅବକାରୀ ଚଢ଼ାଉ, ୨ ମହିଳା ଗିରଫ

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗଦ୍ବାର ଗୁରୁବାର ବଅଁରପାଳ ଥାନା ଅନ୍ତର୍ଗତ ପନ୍ଦରଭରଣିଆ ଗାଁରେ ଚଢ଼ାଉ କରାଯାଇଛି। ଏହି ଛଢ଼ାଉରେ ଗାଁର ସୁଶିଳା ପଧାନଙ୍କ ଘରୁ ୧୦ଲିଟର ଓ ବବିତା ପଧାନଙ୍କ ଘରୁ ୨୦ ଲିଟର ଦେଶୀମଦ ଜବତ କରାଯାଇଛି। ଉଭୟଙ୍କ…

Continue Readingଅବକାରୀ ଚଢ଼ାଉ, ୨ ମହିଳା ଗିରଫ

ଆସନ୍ତା କାଲିଠାରୁ ବଢିବ ଜାଡ

ଅନୁଗୁଳ: ରାଜ୍ୟକୁ ଏବେ ଉତ୍ତରା ପବନ ବହୁଥିବାବେଳେ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁ ଆସନ୍ତା ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍‌ କମିପାରେ । ଏହା ପ୍ରଭାବରେ ଜାଡ ପ୍ରକୋପ…

Continue Readingଆସନ୍ତା କାଲିଠାରୁ ବଢିବ ଜାଡ

ବକେୟା ଦରମା ପାଇଁ ଧାରଣା

ଅନୁଗୁଳ:ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସାନିଟେସନ ୱାର୍କରମାନେ ସେମାନଙ୍କ ବକେୟା ଦରମା ନିମନ୍ତେ ବୁଧବାର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କଳାବ୍ୟାଚ ପିନ୍ଧି ଧାରଣା ଦେଇଥିବା ଜଣାଯାଇଛି। କରୋନା ସମୟରେ ସେମାନେ ସ୍ବାସ୍ଥ୍ୟ କେନ୍ଦ୍ରର ବିଶୋଧନ କାର୍ଯ୍ୟ…

Continue Readingବକେୟା ଦରମା ପାଇଁ ଧାରଣା