ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ଭିଭିପ୍ରସ୍ତର

ଅନୁଗୁଳ: ବଅଁରପାଳ ବ୍ଳକ୍‌ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋ’ ସ୍କୁଲ ଅଭିଯାନରେ ୫୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରେ ବିଦ୍ୟାଳୟରେ ସ୍ମାର୍ଟ୍ କ୍ଲାସ୍‌ରୁମ୍, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଖେଳପଡ଼ିଆର ଉନ୍ନତିକରଣ ହେବ । ଗୁରୁବାର ପୂର୍ବାହ୍ନରେ…

Continue Readingନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ଭିଭିପ୍ରସ୍ତର

ବଅଁରପାଳ ପୁଲିସର ରକ୍ତଦାନ ଶିବିର,୧୧୩ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ତରଫରୁ ଗୁରୁବାର ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଆଡିଶନାଲ ଏସପି ପିକେ ବିଶ୍ବାଳ, ସମ୍ମାନିତ ଅତିଥିଭାବେ ନାଲକୋ ଡିଜିଏମ୍ ଶୁଶିଲ ମହାପାତ୍ର, ଅନୁଗୁଳ ଏସ୍ଡିପିଓ ବିଏସ…

Continue Readingବଅଁରପାଳ ପୁଲିସର ରକ୍ତଦାନ ଶିବିର,୧୧୩ ୟୁନିଟ ରକ୍ତ ସଂଗ୍ରହ

ବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲସଂଘ ତରଫରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଗୁରୁବାର ସଂଘ କାର୍ଯ୍ୟାଳୟରେ ଏ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

Continue Readingବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ଚେତାବନୀ

ଉତ୍କଳ ବିପନ୍ନ ସହାୟତା ସମିତି ଟିମର ନକୁଳ ଚନ୍ଦ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ

ଅନୁଗୁଳ: ଉତ୍କଳ ବିପନ୍ନ ସହାୟତା ସମିତିର ପ୍ରାନ୍ତ ସେବା ପ୍ରମୁଖ କୈଳାସଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଏକ ଟିମ୍ ବଅଁରପାଳ ବ୍ଲକ୍ ବଳରାମପ୍ରସାଦ ନକୁଳଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ମୁକବଧିର ସ୍କୁଲ୍ ପରିଦର୍ଶନ କରିଛନ୍ତି। ଏଥିରେ ଅନ୍ୟତମ କାର୍ଯ୍ୟକର୍ତ୍ତା ସୁଧୁଜୀ, ସୁନ୍ଦର ଲଛମନ, ଜଗଦୀଶ…

Continue Readingଉତ୍କଳ ବିପନ୍ନ ସହାୟତା ସମିତି ଟିମର ନକୁଳ ଚନ୍ଦ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ

ଅଳଙ୍କାର ଦୋକାନରୁ ଚୋରି ଦେଢ଼ କିଲୋ ରୁପା, ୯ ଗ୍ରାମ୍ ସୁନା ଲୁଟିନେଲେ

ଅନୁଗୁଳ: ତାଳଚେର ଥାନା ଇଲାକା ତାଳବେଡ଼ା ଛକରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତ ଏକ ଅଳଙ୍କାର ଦୋକାନ ଓ ପୂଜା ସାମଗ୍ରୀ ଦୋକାନରେ କଳାକନା ବୁଲାଇଛନ୍ତି। ଅଳଙ୍କାର ଦୋକାନରୁ ଦେଢ଼ କିଲୋ ରୁପା ସାଙ୍ଗକୁ ୯ ଗ୍ରାମର ସୁନା ଲୁଟି…

Continue Readingଅଳଙ୍କାର ଦୋକାନରୁ ଚୋରି ଦେଢ଼ କିଲୋ ରୁପା, ୯ ଗ୍ରାମ୍ ସୁନା ଲୁଟିନେଲେ

ମଦ କାଉଣ୍ଟର୍‌ରୁ ଚୋରି,ବୋହିନେଲେ ପେଟି ପେଟି ମଦ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଇଲାକାରେ ବଡ଼କେରେଜାଙ୍ଗଠାରେ ଥିବା ଏକ ମଦ କାଉଣ୍ଟରରୁ ଚୋର ପେଟି ପେଟି ମଦ ବୋହି ନେଇଛନ୍ତି। ଚୋରି ହୋଇଥିବା ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।କାଉଣ୍ଟର ଆଲମିରାରୁ ଦୁର୍ବୃତ୍ତ ଭଳିକି ଭଳି ଦାମୀ ବ୍ରାଣ୍ଡ୍‌ର…

Continue Readingମଦ କାଉଣ୍ଟର୍‌ରୁ ଚୋରି,ବୋହିନେଲେ ପେଟି ପେଟି ମଦ

ଅବକାରୀ ଚଢ଼ଉ, ୨୧୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ତାଳଚେର ଓ କଣିହାଁ ଥାନାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ କାର୍ ସହ ୨୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚୋରା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।…

Continue Readingଅବକାରୀ ଚଢ଼ଉ, ୨୧୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

ବାଇକ ଚୋରି ଅଭିଯୋଗରେ ୨ ଜଣ ଗିରଫ, ୪ ବାଇକ ଜବତ

ଅନୁଗୁଳ : ଅନୁଗୁଳ ପୁଲିସ ବାଇକ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବାସହ ୪ଟି ବାଇକ୍ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ଡ୍ରେସ୍ ଦୋକାନର ସେଲ୍ସମ୍ୟାନ୍ ସୁଧୀର ବିଶ୍ବାଳଙ୍କ ବାଇକ୍ ମଙ୍ଗଳବାର ଦୋକାନ ସାମ୍ନାରୁ…

Continue Readingବାଇକ ଚୋରି ଅଭିଯୋଗରେ ୨ ଜଣ ଗିରଫ, ୪ ବାଇକ ଜବତ

୨୦ ଲିଟର ଦେଶୀମଦସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମରଣ୍ଡା ଗାଁରେ ମଙ୍ଗଳବାର ପୁଲିସ ଚଢ଼ାଉକରି ୨୦ ଲିଟର ଦେଶୀମଦସହ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ମରଣ୍ଡା ଗାଁର ମହେନ୍ଦ୍ର…

Continue Reading୨୦ ଲିଟର ଦେଶୀମଦସହ ଜଣେ ଗିରଫ

ଅଳ୍ପକେ ବର୍ତ୍ତିଲେ ଦୁଇ

ଅନୁଗୁଳ: ଅନୁଗୁଳ ବ୍ଲକ ସଦର ଥାନା ରନ୍ତଲେଇ ପେଟ୍ରୋଲ ଟାଙ୍କି ନିକଟରେ ସୋମବାର ଦିନ ପ୍ରାୟ ସାଢ଼େ ୧୨ଟା ବେଳକୁ ଏକ ଟ୍ରେଲର ଏକ ବାଇକ୍ ଓ ସାଇକେଲ୍ କୁ ଧକ୍କା ଦେଇଥିଲା ଫଳରେ ବାଇକ୍ ସହ ସାଇକେଲ ଚୂରମାର୍ ହୋଇଯାଇଥିଲା…

Continue Readingଅଳ୍ପକେ ବର୍ତ୍ତିଲେ ଦୁଇ