ବାଲେଶ୍ବର ଓକିଲ ମାଡ଼ ଘଟଣାକୁ ଅନୁଗୁଳ ଓକିଲ ସଂଘର ନିନ୍ଦା
ଅନୁଗୁଳ : ବାଲେଶ୍ବର ଜିଲ୍ଲାର ସୋର ଥାନା ଭିତରେ ଓକିଲଙ୍କୁ ମାଡ଼ ଘଟଣାରେ ଅନୁଗୁଳ ଓକିଲ ସଂଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି। ଏ ନେଇ ଗୁରୁବାର ଅପରାହ୍ନରେ ସଂଘର ସଭାପତି ଦିଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ…
ଅନୁଗୁଳ : ବାଲେଶ୍ବର ଜିଲ୍ଲାର ସୋର ଥାନା ଭିତରେ ଓକିଲଙ୍କୁ ମାଡ଼ ଘଟଣାରେ ଅନୁଗୁଳ ଓକିଲ ସଂଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି। ଏ ନେଇ ଗୁରୁବାର ଅପରାହ୍ନରେ ସଂଘର ସଭାପତି ଦିଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜିଲ୍ଲା କଣିଜ ପାଣ୍ଠି(ଡିଏମ୍ଏଫ୍) ଓ ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତିକୁ ନେଇ ବୁଧବାର ଜିଲ୍ଲା ବିଜେପି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜେଏସପିଏଲ୍ ଫାଉଣ୍ଡେସନ ଓ ଅନୁଗୁଳ ଜିଲ୍ଲା ସମନ୍ଵିତ ଶିଶୁ ବିକାଶ ଯୋଜନାର ମିଳିତ ସହଯୋଗରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପାଳନ କରାଯାଉଛି। ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯାଞ୍ଚ କମିଟିର ସଦସ୍ୟା, ମାତୃ…
ଅନୁଗୁଳ: ଚଳିତ ବର୍ଷ ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳରେ ବାଜିମାତ୍ କରିଛନ୍ତି ଅନୁଗୁଳ ମହିଳା ମହାବିଦ୍ୟାଳୟର ଛାତ୍ରୀ । କଲେଜ କେବଳ ଶତ ପ୍ରତିଶତ ରେଜଲ୍ଟ କରିନି, ବରଂ ମୋଟ୍ ୫୮ ଛାତ୍ରୀଙ୍କ ମଧ୍ୟରୁ ୫୬ ଜଣ ପ୍ରଥମ…
ଅନୁଗୋଳ: ସୋମବାର ଅନୁଗୋଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମୁଖରେ ରାସ୍ତାରେ ଗଛ ଭାଙ୍ଗି ମାଡିବସିବାରୁ ତିନି ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ଅସୁସ୍ଥ ପୁଅକୁ ମେଡିକାଲ ନେଇ ଯାଉଥିଲେ। ଗୁରୁତର ମାନେ ହେଲେ କରଡାବାହାଳୀ ଗାଁର…
ଅନୁଗୁଳ: ସିମ୍ କଟିଯିବାର ଭୟ ଦେଖାଇ ଲୁଟିଲେ ସାଇବର ଠକ। ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ଏକ ଲକ୍ଷ ଟଙ୍କା। କୋଲିୟରୀ ଥାନା ଇଲାକାରେ ଜଣେ ମହିଳା ଏହି ସାଇବର ଠକେଇର ଶିକାର ହୋଇଛନ୍ତି । ଥାନାରେ ଏନେଇ ଅଭିଯୋଗ । ହେବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ନିକଟରେ ଏକ ଅଜଣା ଗାଡି ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତରଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବଅଁପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗାଁର ପ୍ରମୋଦ ମହାପାତ୍ର(୪୭) ଓ…
ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ରବିବାର ସକାଳେ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଯାଇଛି। ବସଷ୍ଟାଣ୍ଡରେ ନୂଆ ଖୋଲିଥିବା ନନା ଜଳଖିଆ ଦୋକାନ ପାଖରେ ଏକ କ୍ୟାବିନରେ ୱେଲଡ଼ିଂ ହେଉଥିଲା। ଏହି ୱେଲଡ଼ିଂ ନିଆଁ ଜଳଖିଆ ଦୋକାନର ଚାଳଉପରେ ପଡ଼ିଥିଲା। ଫଳରେ…
ଅନୁଗୁଳ : ବିଭିନ୍ନ ଦାବୀ ନେଇ ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ଏହାର ସଦସ୍ୟ ମାନେ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି। କ୍ୟାଡର ରୁଲ୍ରେ ପରିବର୍ତ୍ତନ, ମେଡିକାଲ କଲେଜ ଓ ବ୍ଲଡ଼ ବ୍ୟାଙ୍କରେ ଟେକ୍ନୋଲୋଜିଷ୍ଟ ଏବଂ ଟେକନିକାଲ ଅଫିସର…
ଅନୁଗୁଳ: ଅନୁଗୁଳ ଟାଉନ୍ ହାଇସ୍କୁଲର ପ୍ରଧାନଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ସରକାରୀ ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗଗନ ବିହାରୀ ପ୍ରଧାନଙ୍କ ସଭାପତିତ୍ଵରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ…