ଶୋଇଥିବାବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ଅନୁଗୁଳ: ବଅଁରପାଳ ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ଵର ଘଡ଼େଇଙ୍କ ଘରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଘର କବାଟ ବନ୍ଦ କରିଦିଆ ଯାଇଥିବାରୁ ଝରକା ଭାଙ୍ଗି ବହୁ କଷ୍ଟରେ…
ଅନୁଗୁଳ: ବଅଁରପାଳ ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ଵର ଘଡ଼େଇଙ୍କ ଘରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଘର କବାଟ ବନ୍ଦ କରିଦିଆ ଯାଇଥିବାରୁ ଝରକା ଭାଙ୍ଗି ବହୁ କଷ୍ଟରେ…
ଅନୁଗୁଳ: ଅନୁଗୁଳର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନିରଞ୍ଜନ ସାହୁ ରବିବାର ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ସେ ଏଡିଇଓ ତଥା ଭାରପ୍ରାପ୍ତ ଡିଇଓ ଅଜୟ କୁମାର ପାତ୍ରଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜିଠାରୁ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ…
ଅନୁଗୁଳ: ଶନିବାର ତାଳଚେର ବାଇପାସ ଠାରେ ପୁଲିସ ଚେକିଂ କରୁଥିଲା ବେଳେ ଦୁଇ ଜଣ ଦୁବୃର୍ତ୍ତ ଏକ ବାଇକ୍ରେ ଦ୍ରୁତ ଗତିରେ ଖସି ପଳାଉଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଥିଲେ ହେଁ ଦୁହେଁ ଖାତିର ନକରି ଖସି ଯିବାକୁ ଉଦ୍ୟମ କରିଥିଲେ…
ଅନୁଗୁଳ: କରୋନା ପାଇଁ ଚଳିତ ବର୍ଷ ଆଇସିଏସ୍ଇ ଦଶମ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ବୋର୍ଡ଼ ବିକଳ୍ପ ମୂଲ୍ୟାୟନ କରି ଶନିବାର ଫଳ ପ୍ରକାଶ କରିଛି। ଅନୁଗୁଳ ଜିଲ୍ଲାର ପାସ୍ ହାର ଶତ ପ୍ରତିଶତ ରହିଛି। ମୋଟ୍ ୧୬୧ ଜଣ ଛାତ୍ରଛାତ୍ରୀଙ୍କ…
ଅନୁଗୁଳ: ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଂସଦ ମହେଶ ସାହୁ ସାକ୍ଷାତ କରି ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥାକୁ କିଭଳି ସୁଦୃଢ଼ କରାଯାଇପାରିବ…
ଅନୁଗୁଳ: ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ। ଅନୁଗୁଳ ଜିଲ୍ଲାର ୧୦୭ ଜଣ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅଫଲାଇନ୍ ପରୀକ୍ଷା ଦେବାକୁ…
ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଇଲାକାର ଗିରିଧିବାସିଆ ଗାଁ ପାଖ ନାଳ ନିକଟରୁ ଶନିବାର ପୂର୍ବାହ୍ନରେ ଜଣେ କଲେଜ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ସେହି ଗ୍ରାମର ବାସିନ୍ଦା ହୋଇଥଲା ବେଳେ ଯୁକ୍ତ ତିନି ଶେଷ…
ଅନୁଗୁଳ: ଶନିବାର ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି। ସୂଚନା ମୁତାବକ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗ୍ରାମ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିଲେ। ତେବେ ବିଳମ୍ବିତ ରାତିରେ ବିଛାଇଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ…
ଅନୁଗୁଳ: ଜୁଲାଇ ୨୫ ତାରିଖ ଦିନ ହେବାକୁ ଥିବା ଭାରତୀୟ ସୈନ୍ୟବାହିନୀର ସାଧାରଣ ଭର୍ତ୍ତି ପରୀକ୍ଷାକୁ ସ୍ଥଗିତ କରାଯାଇଛି। କରୋନା ପରିସ୍ଥିତି ଓ ଏବେକାର ପାଣିପାଗକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷାର ନୂତନ…
ଅନୁଗୁଳ: କଣିହାଁ ଖୋଲାମୁହଁ କୋଇଲା ଖାଦାନ ଜରଡାସ୍ଥିତ ମୁଖ୍ୟ ଫାଟକଠାରେ ଗୁରୁବାର ସକାଳ ୫ଟାରୁ ଚାଳକ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଥିଲା ।ମହାନଦୀ କୋଲ୍ ଫିଲ୍ଦ କଣ୍ଟ୍ରାକ୍ଚୁଆଲ୍ ୱାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ନରହରି ସାହୁଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ପ୍ରାୟ…