ବାପାକୁ ଧମକ ଦେଇ ପୁଅ ଗିରଫ

ଅନୁଗୁଳୁ: ସମଲ ଥାନା ସମଲ ବ୍ୟାରେଜ ଅଞ୍ଚଳରେ ରହୁଥିବା ସର୍ବେଶ୍ବର ଦାଶ ନାମକ ଜଣେ ପୂଜକଙ୍କୁ ତାଙ୍କ ପୁଅ ଶକ୍ତିଧର ଦାଶ (୩୬) ଶନିବାର ନିଶାସକ୍ତ ଅବସ୍ଥାରେ ଅସଭ୍ୟ ଭାଷାରେ ଗାଳି ଦେବା ସହ ମାଡ଼ ମାରିବାକୁ ଧମକ ଦେଇଥିବା ଅଭିଯୋଗ…

Continue Readingବାପାକୁ ଧମକ ଦେଇ ପୁଅ ଗିରଫ

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସର କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କିଛି ଦିନ ତଳେ ଜିଲ୍ଲା ମହିଳା ସଭାନେତ୍ରୀ ସବିତାରାଣୀ ଧୀର ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ତାଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ଆଣି ସେ…

Continue Readingଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ସାହିତ୍ୟଠୁ ସଂସ୍କୃତି, ସଙ୍ଗୀତ; ଆଗଧାଡ଼ିରେ ମହିଳା

ଅନୁଗୁଳୁ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ପ୍ରକୃତରେ ମହିଳାଙ୍କ ବିକାଶ ରାଷ୍ଟ୍ରୀୟ ବିକାଶର ଅନ୍ୟତମ ଅଂଶ ବିଶେଷ। ଏ ପରିପ୍ରେକ୍ଷୀରେ ଅନୁଗୁଳୁର ବହୁ ନାରୀ ପ୍ରତିଭା ଏ ମାଟି…

Continue Readingସାହିତ୍ୟଠୁ ସଂସ୍କୃତି, ସଙ୍ଗୀତ; ଆଗଧାଡ଼ିରେ ମହିଳା

ହେମସୁରପଡ଼ା କପ୍ ଫୁଟବଲ୍ ଉଦଘାଟିତ

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ରବିବାରଠାରୁ ଆରମ୍ଭ ହୋଇଛି ଦଶମ ସର୍ବ ଭାରତୀୟ ହେମସୁରପଡ଼ା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି…

Continue Readingହେମସୁରପଡ଼ା କପ୍ ଫୁଟବଲ୍ ଉଦଘାଟିତ

ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ୨୦୨୧-୨୩ ବର୍ଷ ପାଇଁ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମୋଟ୍ ୯ଟି ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅମ୍ବିକା ପ୍ରସାଦ ଭଟ୍ଟ ସଭାପତି ଓ ଅକ୍ଷୟ କୁମାର ସାମନ୍ତ ସାଧାରଣ ସମ୍ପାଦକ…

Continue Readingଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ

ହୋଟେଲ୍‌ରେ ଭଙ୍ଗାରୁଜା, ଖଣ୍ଡା ବୁଲିବା ଘଟଣା

ଅନୁଗୁଳ: ଅନୁଗୁଳ ସହର ମଦନମୋହନପଡ଼ା ପୋଖରୀ ହୁଡାରେ ଥିବା ଏକ ହୋଟେଲରେ ଭଙ୍ଗାରୁଜା ଓ ଖଣ୍ଡା ବୁଲିବା ଘଟଣାରେ ଅନୁଗୁଳ ଥାନା ପୁଲିସ୍ ରବିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଲିଙ୍ଗରାଯୋଡ଼ି ଗ୍ରାମର କ୍ଷୀତେଶ…

Continue Readingହୋଟେଲ୍‌ରେ ଭଙ୍ଗାରୁଜା, ଖଣ୍ଡା ବୁଲିବା ଘଟଣା

ନାଲ୍‌କୋ ତରଫରୁ ପାରିପାର୍ଶିକ ହାଇସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ

ଅନୁଗୁଳୁ: ନାଲ୍‌କୋ ସ୍ମେଲଟର ଓ ପାୱାର କମ୍ପ୍ଲେକ୍ସ ଅନୁଗୁଳ ତରଫରୁ ପାରିପାର୍ଶ୍ବିକ ଅଞ୍ଚଳର ଉଚ୍ଚ ବିଦ୍ୟାଳୟର ୨୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯-୨୦ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ଏହି ୨୬ ଜଣ ଛାତ୍ରଛାତ୍ରୀ…

Continue Readingନାଲ୍‌କୋ ତରଫରୁ ପାରିପାର୍ଶିକ ହାଇସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ

୨ ବାଇକ୍ ଚୋରାଇ ନେଲେ ଦୁର୍ବୃତ୍ତ

ଅନୁଗୁଳ: କୋଲିୟରୀ ଥାନା ଇଲାକାରେ ବାଇକ୍ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଶନିବାର ମଝିକା ଓ କଳମଛୁଇଁରୁ ପୃଥକ ଭାବେ ୨ଟି ବାଇକ୍ ଚୋରି ହୋଇଯାଇଛି । ସୂଚନା ମୁତାବକ, କୋଲିୟରୀ ଥାନା ସୋଲଡା ଗ୍ରାମର ବିକାଶ ବେହେରା କଳମଛୁଇଁ…

Continue Reading୨ ବାଇକ୍ ଚୋରାଇ ନେଲେ ଦୁର୍ବୃତ୍ତ

ନିଆଁ ଗିଳୁଛି ଜଙ୍ଗଲ

ଅନୁଗୁଳ: ଜଙ୍ଗଲ ଜଳୁଛି। କେବଳ ଆଠମଲ୍ଲିକ ବନଖଣ୍ଡରେ ଗୋଟିଏ ଦିନରେ ୪୦ଟି ସ୍ଥାନରେ ନିଆଁ ଲାଗିଛି । ଅବଶ୍ୟ, ଜଙ୍ଗଲ ବିଭାଗ ଏହି ନିଆଁକୁ ଆୟତ କରିବାରେ ସଫଳ ହୋଇଛି। ତଥାପି ନିଆଁ ଆଁ'ରେ ବହୁ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ…

Continue Readingନିଆଁ ଗିଳୁଛି ଜଙ୍ଗଲ

ମାର୍ଚ୍ଚ ୨୭ରେ ଓକିଲ ସଂଘ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ସଂଘ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏଥିନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନୁଗୁଳ ଓକିଲ ସଂଘର ଏକ…

Continue Readingମାର୍ଚ୍ଚ ୨୭ରେ ଓକିଲ ସଂଘ ନିର୍ବାଚନ