ବାଇକ୍‌ ଡିକିରୁ ୧୫ ହଜାର ଲୁଟ୍

ଅନୁଗୁଳ: ବଅଁରପାଳ ବ୍ଳକ୍ ମହାଧରପୁର ହାଟଛକ ନିକଟସ୍ଥ ଏକ ଚା’ ଦୋକାନ ମଙ୍ଗଳବାର ମଧ୍ୟାହ୍ନ ବେଳେ ୧୫ ହଜାର ଟଙ୍କା ଲୁଟ୍ ହୋଇଛି । ଏକ ଫେରିବାଲା ଦମ୍ପତି ଡିକିରୁ ଟଙ୍କାତକ ଧରି ଛୁ’ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,…

Continue Readingବାଇକ୍‌ ଡିକିରୁ ୧୫ ହଜାର ଲୁଟ୍

ସ୍ବାବଲମ୍ବୀ କରାଇବାକୁ ପ୍ରଶାସନର ପ୍ରୟାସ

ଅନୁଗୁଳ: ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାରେ ମା ମହାମୟୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସସ୍ମିତା ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଟୋରିକ୍ସା ଯୋଗାଇ ଦିଆଯାଇଛି…

Continue Readingସ୍ବାବଲମ୍ବୀ କରାଇବାକୁ ପ୍ରଶାସନର ପ୍ରୟାସ

ଫାଷ୍ଟଫୁଡ୍ ଦୋକାନୀ ବିକୁଛନ୍ତି ବିଷ

ଅନୁଗୁଳ: ଅନୁଗୁଳ ସହରରେ ଏବେ ଫାଷ୍ଟଫୁଡ୍ ଦୋକାନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି।ପୌରପାଳିକା ମଧ୍ୟରେ ଶତାଧିକ ଫାଷ୍ଟଫୁଡ଼ ଦୋକାନ ଅଛି।ସେଥିରୁ ଅନେକଙ୍କର ଫୁଡ଼ ଲାଇସେନ୍ସ କି ଟ୍ରେଡ଼ ଲାଇସେନ୍ସ ନାହିଁ। ବିରିୟାନି, ରୋଲ, ମଂଚୁରିୟାନ,ଚିଲି ଆଇଟମ ନାଁ ରେ ଶସ୍ତା…

Continue Readingଫାଷ୍ଟଫୁଡ୍ ଦୋକାନୀ ବିକୁଛନ୍ତି ବିଷ

ନୁଥୁରିପଶିରେ ମାଗେ ପରବ

ଅନୁଗୁଳ: ପାଲଲହଡା ବ୍ଳକ୍‌ର ଆଦିବାସୀ ବହୁଳ ନୁଥୁରିପଶି ଗ୍ରାମରେ ମାଗେ ପର୍ବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ମାଘ ମାସରେ ଏହି ପର୍ବ ପାଳିତ ହୋଇଥାଏ । ଗ୍ରାମର ପୂଜକ ଗୁରୁଚରଣ ସୁଣ୍ଢି ଓ ପ୍ରଧାନ ହେମରମ ମିଶି ପରମ୍ପରା…

Continue Readingନୁଥୁରିପଶିରେ ମାଗେ ପରବ

ଗୋପୀନାଥପୁର ଆମ୍ବତୋଟାରୁ ଦରପୋଡ଼ା ମୃତଦେହ ଜବତ

ଅନୁଗୁଳ: ନାଲକୋନଗର ଥାନା ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ମୃତଦେହ ପୁଲିସ୍ ଜବତ କରିଛି। ତାଙ୍କ ଘର ଆଠମଲ୍ଳିକ ଥାନା ଇଲାକାରେ, ସେ କିନ୍ତୁ ନାଲକୋ ମୁଣ୍ଡା ହଟିଂରେ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ଗତ ୧୯…

Continue Readingଗୋପୀନାଥପୁର ଆମ୍ବତୋଟାରୁ ଦରପୋଡ଼ା ମୃତଦେହ ଜବତ

ବିରଳ ପ୍ରଜାତିର ଶାଗୁଣା ଠାବ

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ବନାଞ୍ଚଳରେ ସୋମବାର ‘ହିମାଳୟାନ୍ ଗ୍ରିଫାନ୍’ ପ୍ରଜାତିର ଏକ ଶାଗୁଣା ଦେଖାଯାଇଛି । ବିଲୁପ୍ତ ପ୍ରାୟ ପ୍ରଜାତିର ଏହି ଶାଗୁଣା ଧଣ୍ଡାତୋପା ବନାଞ୍ଚଳର ନବିଙ୍ଗ ଗ୍ରାମରେ ଦେଖାଯାଇଥିବା ବେଳେ ସ୍ଥାନୀୟ ଅମିତ୍ ପ୍ରଧାନ ନାମକ ଜଣେ ଯୁବକ…

Continue Readingବିରଳ ପ୍ରଜାତିର ଶାଗୁଣା ଠାବ

୭ ନମ୍ବର୍ ଜୋନରେ ହେଉନି ଉନ୍ନୟନମୂଳକ କାର୍ଯ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ୭ ନମ୍ବର ଜୋନ୍‌ରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ କର୍ଣ୍ଣ। ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ବିଭାଗ ସଚିବ ଓ…

Continue Reading୭ ନମ୍ବର୍ ଜୋନରେ ହେଉନି ଉନ୍ନୟନମୂଳକ କାର୍ଯ୍ୟ

ବିଷୁବ ମିଳନ ଅବସରରେ ସମ୍ମାନିତ ହେବେ ୯ ଜଣ କବି

ଅନୁଗୁଳ: ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଓ ସାମ୍ବତ୍ସରିକ ଉତ୍ସବ ସଂପର୍କରେ ଆଲୋଚନା ନେଇ ଏକ ବୈଠକ ଉତ୍କଳ ନବଜୀବନ ମଣ୍ଡଳ ପରିସରରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ରାଜା ସୋମନାଥ…

Continue Readingବିଷୁବ ମିଳନ ଅବସରରେ ସମ୍ମାନିତ ହେବେ ୯ ଜଣ କବି

ବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ବଡ଼ଗୋବିନ୍ଦପୁର ଗ୍ରାମରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମା’ ହିଙ୍ଗୁଳାୟୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।…

Continue Readingବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଛିଣ୍ଡିଲା ବିଦ୍ୟୁତ୍ ତାର

ଅନୁଗୁଳ: ବଅଁରପାଳ ବ୍ଲକ୍ ଗଡ଼ବୁଢ଼ାପଙ୍କ ଗାଁରେ ରବିବାର ଦିନ ୧୨ଟା ବେଳେ ଏକ ବିଦ୍ୟୁତ୍ ତାର ଆପେ ଜଳି ଛିଣ୍ଡି ଯାଇଥିଲା। ଫଳରେ ଗ୍ରାମବାସୀଙ୍କ ବିଦ୍ୟୁତ୍ ଉପକରଣ ପୋଡ଼ିଯାଇଥିଲା। ତାର ଛିଣ୍ଡିବା ପରେ ସେଠାରୁ ଶହେ ମିଟର ଦୂରରେ ଥିବା ସ୍କୁଲ୍‌ରେ…

Continue Readingଛିଣ୍ଡିଲା ବିଦ୍ୟୁତ୍ ତାର