ଭାଲୁ ଆକ୍ରମଣରେ ଗାଈ ଜଗୁଆଳି ଗୁରୁତର
ଅନୁଗୁଳ: ଛେଣ୍ଡିପଦା ଥାନା କାଠପାଳ ଗ୍ରାମରେ ଗୁରୁବାର ଭାଲୁ ହାବୁଡ଼ରେ ପଡ଼ି ଭିକୁ ଦେହୁରୀ ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇଛନ୍ତି । ଛେଣ୍ଡିପଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।…
