ଅନଗୁଳରେ ଗଡ଼ିଲା ବିଶ୍ୱ ଜନସଂଖ୍ୟା ସଚେତନ ରଥ

ଅନୁଗୁଳ: ଅନୁଗୁଳ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ପାଇଁ ସ୍ଥିରତା ପକ୍ଷ ଆରମ୍ଭ ହୋଇଛି। ଏଥିପାଇଁ ଅନୁଗୁଳ ଜିଲା ମୂଖ୍ୟ ଚିକିତ୍ସାଳୟରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.…

Continue Readingଅନଗୁଳରେ ଗଡ଼ିଲା ବିଶ୍ୱ ଜନସଂଖ୍ୟା ସଚେତନ ରଥ

ଅନୁଗୁଳରେ ଦ୍ଵିତୀୟ ଜାତୀୟ ଲୋକ ଅଦାଲତ

ଅନୁଗୁଳ: ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଶନିବାର ଅନୁଗୁଳ କୋର୍ଟ ପରିସରରେ ଦ୍ବିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୧୩ଟି ବିଚାରାଧୀନ ମାମଲାର ଫଏସଲା କରାଯାଇଛି। ତନ୍ମଧ୍ୟରେ ୩୬ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଫଏସଲା…

Continue Readingଅନୁଗୁଳରେ ଦ୍ଵିତୀୟ ଜାତୀୟ ଲୋକ ଅଦାଲତ

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ସମୀକ୍ଷା କଲେ ଉପବଚସ୍ପତି

ଅନୁଗୁଳ: ଅନୁଗୁଳ ଓ ବଅଁରପାଳ ବ୍ଳକ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ନେଇ ଶନିବାର ସକାଳେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।…

Continue Readingଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ସମୀକ୍ଷା କଲେ ଉପବଚସ୍ପତି

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: କୁମ୍ଭୀର ଆକ୍ରମଣରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ ବୁଡିଆବାହାଲ ଗ୍ରାମର ଦେବେନ୍ଦ୍ର ନାୟକ ଆହତ ହୋଇଛନ୍ତି। ବୁଡ଼ିଆବାହାଲ ଗାଁ ପାଖ ନାଳକୁ ଦେବେନ୍ଦ୍ର ଓ ତାଙ୍କ ଦାଦା ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିଥିଲା ।…

Continue Readingକୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଟାୱାର ସ୍ଥାପନ ନାମରେ ଅଢ଼େଇ ଲକ୍ଷ ଠକେଇ,ଜଣେ ଗିରଫ

ଅନୁଗୁଳ : ଜମିରେ ଟାଓ୍ବାର୍ ଲଗାଇବା ନାମରେ ଅଢ଼େଇ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ତାଳଚେର କୋଲିୟରୀ ପୁଲିସ ଅଭିଯୁକ୍ତକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ତାଳଚେର ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମର ଅଜିତ…

Continue Readingଟାୱାର ସ୍ଥାପନ ନାମରେ ଅଢ଼େଇ ଲକ୍ଷ ଠକେଇ,ଜଣେ ଗିରଫ

ତୈଳଦର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ

ଅନୁଗୁଳ: ଅନଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ତୈଳଚର ସାଙ୍ଗଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ବୁଢ଼ୀ ଠାକୁରାଣୀ ମନ୍ଦିରଠାରୁ କରୋନା କଟକଣାକୁ ଆଖି ଆଗରେ ରଖି ଏକ ଶୋଭାଯାତ୍ରା…

Continue Readingତୈଳଦର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ

ସ୍ଥାୟୀ ନିଯୁକ୍ତି ଦାବିରେ ଟିପିସିଓଡିଏଲ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ: ବିଦ୍ୟୁତ୍ ବିଭାଗର ଅନୁଗୁଳ ଡିଭିଜନରେ ଦୀର୍ଘ ଦିନରୁ କାର୍ଯ୍ୟରତ ମିଟର ରିଡର, ବିଲ୍ କଲେକ୍ଟରଙ୍କ ସମେତ ସମସ୍ତ ଶ୍ରମିକ, କର୍ମଚାରୀଙ୍କୁ ଟିପିସିଓଡିଏଲ୍‌ରେ ସ୍ଥାୟୀ ନିଯୁକ୍ତ ଦେବା, କୁଶଳୀ ଶ୍ରମିକ ଆଧାରରେ ସରକାରଙ୍କ ନିର୍ଦ୍ଧାରିତ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଟିପିସିଓଡିଏଲ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ବିଦ୍ୟୁତ ଆଘାତ ଯୋଗୁଁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ…

Continue Readingବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ଇନ୍ଦିରା ମାର୍କେଟରେ ନବଜାତ ଶିଶୁର ମୃତଦେହ

ଅନୁଗୁଳ: ଶୁକ୍ରବାର ଭୋର ସମୟରେ ଅନୁଗୁଳ ନିଉ ଡେଲି ମାର୍କେଟ ନିକଟ ଇନ୍ଦିରା ରେଡିମେଡ ବଜାର ନିକଟରେ ଏକ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଏହି ସଦ୍ୟଜାତ ଶିଶୁକୁ କେହି ଅଖାରେ ପୂରାଇ ଇଟା ଘୋଡାଇ ଦେଇଥିଲା। ସଫେଇ କର୍ମଚାରୀ…

Continue Readingଇନ୍ଦିରା ମାର୍କେଟରେ ନବଜାତ ଶିଶୁର ମୃତଦେହ

ପିଏମ୍ଏୱାଇ ଅନିୟମିତତା ନେଇ ବ୍ଲକ୍ ଘେରିଲା ବିଜେପି

ଅନୁଗୁଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗକରି ଅନୁଗୁଳ ଭାରତୀୟ ଜନତା ପାର୍ଟୀ ତରଫରୁ ସ୍ଥାନୀୟ ଅନୁଗୁଳ ଓ ବଅଁରପାଳ ବ୍ଲକ୍ କାର୍ଯ୍ୟ।ଳୟ ଘେରାଉ କରଯାଇଥିଲା। ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱର କରାଯାଇଥିବା ଏହି ଘେରାଓରେ…

Continue Readingପିଏମ୍ଏୱାଇ ଅନିୟମିତତା ନେଇ ବ୍ଲକ୍ ଘେରିଲା ବିଜେପି