ପାଣି ପମ୍ପ୍ ଜବତ, ୬ ଗିରଫ

ଅନୁଗୁଳ: ହଣ୍ଡପା ଥାନା ତଥା ବଇଣ୍ଡା ଫାଣ୍ଡି ଇଲାକାରେ ପାଣି ପମ୍ପ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍ ପୁଲିସ ହାବୁଡ଼ରେ ପଡ଼ିଛି । ଚୋରି ଅଭିଯୋଗରେ ଦୁଇ ଜଣ ଏବଂ ଚୋରା ପମ୍ପ୍ କିଣିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି…

Continue Readingପାଣି ପମ୍ପ୍ ଜବତ, ୬ ଗିରଫ

ପାଉଡ଼ି ଭୂୟାଁ ପାଇବେ ୫ ହଜାର ଟଙ୍କା

ଅନୁଗୁଳ: ଓଡ଼ିଶାର ସମସ୍ତ ଜିଲ୍ଲାରେ ଥିବା ପାଉଡ଼ି ଭୂୟାଁମାନଙ୍କ ପାଇଁ ରାଜ୍ୟସରକାର ୫ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। କରୋନା ଯୋଗୁଁ ଗରିବ ଲୋକେ ଜୀବିକା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୁଧବାର ଏହି ଘୋଷଣା ସେମାନଙ୍କ ମଧ୍ୟରେ ଆନନ୍ଦ…

Continue Readingପାଉଡ଼ି ଭୂୟାଁ ପାଇବେ ୫ ହଜାର ଟଙ୍କା

ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ କଦମ ପଡିଆ ପରିଦର୍ଶନ

ଅନୁଗୁଳ: ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତା ଗୁରୁବାର ସ୍ଥାନୀୟ କଦମ ପଡିଆ ପରିଦର୍ଶନ କରିଛନ୍ତି l ଏହି ଅବସରରେ ନୂତନ ଭିତ୍ତିପ୍ରସ୍ତର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା…

Continue Readingଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ କଦମ ପଡିଆ ପରିଦର୍ଶନ

ଝଡ ତୋଫାନ ରେ ଗଛ ଡାଳ ଭାଙ୍ଗିଲା

ଅନୁଗୁଳ: ବୁଧବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଝଡ ତୋଫାନ ଯୋଗୁଁ ଅନୁଗୁଳ ସହର ର ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଏଥି ସହ ରାସ୍ତା କଡ଼ ବିଦ୍ୟୁତ ତାର ଛିଣ୍ଡି ଯିବାରୁ…

Continue Readingଝଡ ତୋଫାନ ରେ ଗଛ ଡାଳ ଭାଙ୍ଗିଲା

ଜିଲ୍ଲାର ସବୁ ବ୍ଲକ୍ ଘେରିବ ବିଜେପି

ଅନୁଗୁଳ: ପ୍ରଧାନମନ୍ତ୍ରୀ ଆବାସରେ ଅନିୟମିତତା ନେଇ ଜିଲ୍ଲାର ସବୁ ବ୍ଲକ୍‌ ଘେରିବ ବିଜେପି। ମଙ୍ଗଳବାର ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ରଣହୁଙ୍ଗାର ଦେଇଛନ୍ତି ବିଜେପି କର୍ମକର୍ତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଯୋଗୁଁ…

Continue Readingଜିଲ୍ଲାର ସବୁ ବ୍ଲକ୍ ଘେରିବ ବିଜେପି

ରେଙ୍ଗାଳିରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ

ଅନୁଗୁଳ: କଣିହାଁ ରେଙ୍ଗାଳି ପ୍ରକଳ୍ପ ଓଡ଼ିଶା ଜଳ ବିଦ୍ୟୁତ ନିଗମ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାୱାର ହାଉସ ଓ ବିଦ୍ୟୁତ ଷ୍ଟ୍ରକ୍‌ଚରଠାରେ ପାଳିତ ହୋଇଯାଇଛି। ବିଦ୍ୟୁତ ଲାଇନ୍‌ରେ କାର୍ଯ୍ୟ କରିବା ସମୟରେ ଶ୍ରମିକ କର୍ମଚାରୀମାନେ ସୁରକ୍ଷା ବେଲ୍ଟ, ହେଲମେଟ…

Continue Readingରେଙ୍ଗାଳିରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ

ଅନୁଗୁଳ: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସୋମବାର ଅନୁଗୁଳ ଉଚ୍ଚ ବିଦ୍ୟାଳୟଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଡିଆର୍ ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

Continue Readingଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ

ଜିଲ୍ଲାପାଳଙ୍କୁ ଦାବିପତ୍ର, ବିୟୁଟି ପାର୍ଲର ଖୋଲିବାକୁ ଅନୁମତି ଦିଅ

ଅନୁଗୁଳ:ଅନୁଗୁଳ ସହରରେ ୧୮ରୁ ଅଧିକ ବିୟୁଟି ପାର୍ଲର ରହିଛି। ୫୦ରୁ ଊର୍ଦ୍ଧ୍ବ ମହିଳା କର୍ମଚାରୀ କାମ କରି ନିଜ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି । ମାତ୍ର କରୋନା କଟକଣା ପାଇଁ ୧୮ ମାସ ହେଲା ଠପ୍ ହୋଇଯାଇଛି ବିୟୁଟି ଇଣ୍ଡଷ୍ଟ୍ରିଜ୍। ବିୟୁଟି…

Continue Readingଜିଲ୍ଲାପାଳଙ୍କୁ ଦାବିପତ୍ର, ବିୟୁଟି ପାର୍ଲର ଖୋଲିବାକୁ ଅନୁମତି ଦିଅ

୬ରୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍

ଅନୁଗୁଳ: କରୋନା କଟକଣା କୋହଳ ପରେ କେବଳ ଘରୋଇ ବସ୍ ନୁହଁ, ସରକାରୀ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ଅନୁଗୁଳ ସରକାରୀ ବସଷ୍ଟାଣ୍ଡ୍‌ରେ ଏକାଧିକ ବସ୍ ପୂର୍ବଭଳି ଛିଡ଼ା ହୋଇ ରହିଛନ୍ତି। ପୂର୍ବରୁ ଅନୁଗୁଳରୁ ୬ଟି ରୁଟ୍‌ରେ ଓଏସ୍‌ଆରଟିସିର ବସ୍…

Continue Reading୬ରୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍

ଭୂତପୂର୍ବ ପୌର ଉପାଧ୍ୟକ୍ଷାଙ୍କ ସ୍ମୃତିରେ ଟିଭି ପ୍ରଦାନ

ଅନୁଗୁଳ: ଭୂତପୂର୍ବ ଅନୁଗୁଳ ପୌର ଉପାଧ୍ୟକ୍ଷା ରାମପତି ମାଣ୍ଡଠିଆଙ୍କ ସ୍ମୃତିରେ ତାଙ୍କ ପୁତ୍ର ତଥା ଅନୁଗୁଳ ପୌରପରିଷଦର ପୂର୍ବତନ କାଉନସିଲର ରଞ୍ଜିତ ମାଣ୍ଡଠିଆ ଅନୁଗୁଳ ଜେଲକୁ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ଏକ ରଙ୍ଗୀନ ଟିଭି ପ୍ରଦାନ କରିଛନ୍ତି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ…

Continue Readingଭୂତପୂର୍ବ ପୌର ଉପାଧ୍ୟକ୍ଷାଙ୍କ ସ୍ମୃତିରେ ଟିଭି ପ୍ରଦାନ