ସ୍ଥାୟୀ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଧାରଣା

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍‌ ଆଣ୍ତ ପାୱାର ଲିମିଟେଡ୍‌ ଦ୍ବାରା ବିସ୍ଥାପିତ ଜଣେ ଜମିହରା ପ୍ରଜା ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥାୟୀ ନିଯୁକ୍ତି ଦାବି କରି ସେ ଜିଲ୍ଲା କାର୍ଯ୍ୟାଳୟରେ ସପରିବାର ଧାରଣାରେ ବସିଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ବେ କିଛି ସୁଫଳ ମିଳୁନି।…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଧାରଣା

ଧରାପଡିଲେ ଗୋ-ଚାଲାଣକାରୀ

ତାଳଚେର: ତାଳଚେର ଥାନା ବହଲର ଛକ ନିକଟରେ ଏକ ଗୋ ଚାଲାଣକାରୀ ଦଳକୁ କାବୁ କରିଛି ପୁଲିସ୍‌। ତାଳଚେର ଥାନା ପୁଲିସ୍‌ ସୋମବାର ଭୋର‌୍‌ ସାଢେ଼ ୫ଟା ବେଳେ ପାଟ୍ରୋଲି˚ କରୁଥିବା ବେଳେ ଦୁଇଟି ଏସିଇ ଗାଡ଼ିରେ ଗୋଚାଲାଣ ହେଉଥିବା ଜାଣିବାକୁ…

Continue Readingଧରାପଡିଲେ ଗୋ-ଚାଲାଣକାରୀ

ପୋଖରୀରୁ ମାଛ ଚୋରି

ତାଳଚେର: କଣିହାଁ ଥାନାର ଘଣ୍ଟିଆନାଳି ବରସାହିଠାରେ ଥିବା ଏକ ପୋଖରୀରୁ ମାଛ ଚୋରି ନେଇ ଗତ ରବିବାର ଥାନାରେ ଅଭିଯୋଗ ହୋଇଛି। ଡେରେଙ୍ଗ ପଞ୍ଚାୟତ ଅଧୀନସ୍ଥ ଘଣ୍ଟିଆନାଳି ବରସାହିଠାରେ ଥିବା ଏହି ପୋଖରୀରେ ୧୦ ବର୍ଷ ହେଲା ଡେରେଙ୍ଗ ଗ୍ରାମର ଡିଲେଶ୍ବର…

Continue Readingପୋଖରୀରୁ ମାଛ ଚୋରି

ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନକୁ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…

Continue Readingନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଟ୍ରେନ୍ ଯୋଗେ କୋଇଲା ପରିବହନ ନିଷ୍ପତ୍ତିକୁ ବିରୋଧ

ଅନୁଗୁଳ : ତାଳଚେରରୁ ଟ୍ରକ୍ ପରିବର୍ତ୍ତେ ଟ୍ରେନ୍ ଯୋଗେ କୋଇଲା ପରିବହନ କୁ ବିରୋଧ କରିଛି ଟ୍ରକ୍ ମାଲିକ ସଂଘ। ସୋମବାର ଜିଲ୍ଲାପାଳଙ୍କୁ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ…

Continue Readingଟ୍ରେନ୍ ଯୋଗେ କୋଇଲା ପରିବହନ ନିଷ୍ପତ୍ତିକୁ ବିରୋଧ

ସାତକୋଶିଆ ସାମ୍ବାଦିକ ସ˚ଘର ବୈଠକ

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ସାତକୋଶିଆ ସାମ୍ବାଦିକ ସ˚ଘର ବାର୍ଷିକ ସାଧାରଣ ବୈଠକ ରବିବାର ଲକ୍ଷ୍ମଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ସ˚ଘ ସଭାପତି ଦିନେଶ ଦେହୁରୀ ବୈଠକରେ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସୌରଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ସ˚ଘର…

Continue Readingସାତକୋଶିଆ ସାମ୍ବାଦିକ ସ˚ଘର ବୈଠକ

ଓଡିଶାର ୧୦ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଅନୁଗୁଳ: ଅନୁଗୁଳ ସମେତ ଓଡିଶାର ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ରବିବାର ଦିନ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ ନୟାଗଡ଼, ଜଗତସିଂହପୁର,…

Continue Readingଓଡିଶାର ୧୦ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ପିକଅପ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଆରୋହୀ ଏହି ଥାନା ଖଲାରି ଗ୍ରାମର ଜଗଦୀଶ ପ୍ରଧାନ (୨୭) ଓ ପଡୋଶୀ କୁମୁରିସିଙ୍ଗା ଗ୍ରାମର…

Continue Readingପିକଅପ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଅନୁଗୁଳ କ୍ରିକେଟ୍ ଆସୋସିଏସନ ନିର୍ବାଚନ ପ୍ରତାପ ସଭାପତି ଓ ସାଗର ସମ୍ପାଦକ ବିଜୟୀ

ଅନୁଗୁଳ: ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦକୁ ଛାଡିଦେଲେ ଅନ୍ୟ ସମସ୍ତ ପଦ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ସମ୍ପାଦକ…

Continue Readingଅନୁଗୁଳ କ୍ରିକେଟ୍ ଆସୋସିଏସନ ନିର୍ବାଚନ ପ୍ରତାପ ସଭାପତି ଓ ସାଗର ସମ୍ପାଦକ ବିଜୟୀ

ଏଥର ମାଟ୍ରିକରେ ୮୦ ମାର୍କ ପରୀକ୍ଷା, ୧୦୦ ମାର୍କର ହେବ ମୂଲ୍ୟାୟନ

ଅନୁଗୁଳ: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବିଳମ୍ବ ହୋଇଛି ପାଠପଢା। ବହୁ କଳ୍ପନାଜଳ୍ପନା ଭିତରେ ମେ ୩ରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ । ଛାତ୍ରଛାତ୍ରୀ ୫୦…

Continue Readingଏଥର ମାଟ୍ରିକରେ ୮୦ ମାର୍କ ପରୀକ୍ଷା, ୧୦୦ ମାର୍କର ହେବ ମୂଲ୍ୟାୟନ