ଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ଅନୁଗୁଳ: ଆସନ୍ତା ଫେବୃଆରୀ ମଧ୍ୟର‌େ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବ‌ୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ମଙ୍ଗଳବାର ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସିଧାସଳଖ ଆଲ‌ୋଚନା ବେଳେ…

Continue Readingଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ଗଣିତ ଦିବସ ପାଳିତ

ତାଳଚେର: ତାଳଚେର ଅନନ୍ତ ବିହାର ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ପରିସରରେ ରାଷ୍ଟ୍ରୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗଣିତ ଶିକ୍ଷକ ପ୍ରମୋଦ…

Continue Readingଗଣିତ ଦିବସ ପାଳିତ

ଅଖା ପାଇଁ ଚାଷୀ ହନ୍ତସନ୍ତ

ଅନୁଗୁଳ: ଚଳିତ ମାସ ୧୬ ତାରିଖଠାରୁ ଜିଲ୍ଲାରେ ଖରିଫ୍ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ କିଣା ପାଇଁ ୯୪ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଧାନ ବିକିବାକୁ ୩୫ ହଜାର ୮୭୭ ଜଣ ଚାଷୀ ସେମାନଙ୍କର…

Continue Readingଅଖା ପାଇଁ ଚାଷୀ ହନ୍ତସନ୍ତ

ନୂଆବର୍ଷରୁ ହୋଣ୍ତା କାର‌୍‌ ମହଙ୍ଗା

ଅନୁଗୁଳ: ୨୦୨୧ ଜାନୁଆରୀରୁ ଭାରତରେ ହୋଣ୍ତା କାର‌୍‌ ମହଙ୍ଗା ହେବାକୁ ଯାଉଛି। ଏ ବାବଦରେ ହୋଣ୍ତା କାର‌୍‌ସ ଇଣ୍ତିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଭାରତରେ କମ୍ପାନିର କମ୍ପାକ୍ଟ ସେଡାନ୍‌ ଆମେଜ୍‌ଠାରୁ ଆରମ୍ଭ କରି ପ୍ରିମିୟମ୍‌ ଏସ୍‌ୟୁଭି…

Continue Readingନୂଆବର୍ଷରୁ ହୋଣ୍ତା କାର‌୍‌ ମହଙ୍ଗା

ଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଅନୁଗୁଳ:ଏଣିକି ଜନସାଧାରଣ ମାତ୍ର ୧୦୦ ଟଙ୍କାରେ କରିପାରିବେ କରୋନା ଟେଷ୍ଟ। ଏଭଳି ଏକ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜିଏସଟି ସହିତ ଘରୋଇ ଲ୍ୟାବରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ…

Continue Readingଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଅନୁଗୁଳ ସହରରେ ଛିନ୍‌ତାଇ

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଛିନ୍‌ତାଇ ଗ୍ୟାଙ୍ଗ୍‌। ମୋବାଇଲ୍‌ ଲୁଟ ସହରରେ ନିତିଦିନିଆ ଘଟଣା ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଶଙ୍କର ସିନେମା ରୋଡରେ ଦୁବୃର୍ତ୍ତ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇ ଚମ୍ପଟ…

Continue Readingଅନୁଗୁଳ ସହରରେ ଛିନ୍‌ତାଇ

ଅସହାୟ ଶିଶୁ ଶ୍ରମିକ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସ˚ଖ୍ୟା ପୁଣି ବଢ଼ିବାରେ ଲାଗିଛି। ମୟୂରଭଞ୍ଜ, କେରାପୁଟ, ବଲାଙ୍ଗୀର ପରେ ଅନୁଗୁଳରେ ଏହି ଶିଶୁ ଶ୍ରମିକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷରେ ଅନୁଗୁଳ ଶିଳ୍ପାଞ୍ଚଳର ମାନ୍ୟତା ପାଇବା ପରେ ଏହି ସମସ୍ୟା…

Continue Readingଅସହାୟ ଶିଶୁ ଶ୍ରମିକ

ରୁପେ କାର୍ଡରେ ଅଫ୍‌ଲାଇନ୍‌ ପେମେଣ୍ଟ

ଅନୁଗୁଳ: ରୁପେ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡଦ୍ବାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାସ୍‌ନାଲ୍‌ ପେମେଣ୍ଟ୍‌ସ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ (ଏନ୍‌ପିସିଆଇ) କହିଛି, ରୁପେ କଣ୍ଟାକ୍ଟଲେସ୍‌ କାର୍ଡରେ ଅଫଲାଇନ୍‌ ପେମେଣ୍ଟ ଲାଗି…

Continue Readingରୁପେ କାର୍ଡରେ ଅଫ୍‌ଲାଇନ୍‌ ପେମେଣ୍ଟ

ଚାଷୀ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦିଲ୍ଲୀ ସୀମାରେ ଦୀର୍ଘ ୨୫ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନରେ ସହିଦ ହୋଇଥିବା ୧୫ ଜଣ ଚାଷୀଙ୍କ ସ୍ମୃତିରେ ଅନୁଗୁଳ ବସ୍‌ଷ୍ଟାଣ୍ତ ପରେ ଅଲ୍‌ ଇଣ୍ତିଆ କିଷାନ୍‌ କ୍ଷେତ୍‌ ମଜଦୁର…

Continue Readingଚାଷୀ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟସ୍ତରୀୟ କଳା ଉତ୍ସବରେ ଅନୁଗୁଳର ସଫଳତା

ଅନୁଗୁଳ: ବାଲେଶ୍ବରଠାରେ ଆୟୋଜିତ ରାଜ୍ୟସ୍ତରୀୟ କଳା ଉତ୍ସବରେ ଅନୁଗୁଳକୁ ସଫଳତା ମିଳିଛି। ଅନୁଗୁଳ ଜିଲ୍ଲାର ୨ ଜଣ ଛାତ୍ର ସୋହମ ସାହୁ, ଓ.ପି. ଜିନ୍ଦଲ ସ୍କୁଲ୍‌, ଶାସ୍ତ୍ରୀୟ ଯନ୍ତ୍ର ସ˚ଗୀତ ଏବ˚ ଓଁକାର ତ୍ରିପାଠୀ, ରୋଟାରୀ ପବ୍ଲିକ ସ୍କୁଲ୍‌ ପାରମ୍ପରିକ ଯନ୍ତ୍ର…

Continue Readingରାଜ୍ୟସ୍ତରୀୟ କଳା ଉତ୍ସବରେ ଅନୁଗୁଳର ସଫଳତା