ଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ :ଆଜି ଶୁଭ ଦୀପାବଳି । ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି ।…

Continue Readingଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ ପାଇଁ ନୂଆ

ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍‌ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପାଇଁ…

Continue Readingଅନୁଗୁଳ ପାଇଁ ନୂଆ

ବନ୍ଦ ହେବ ପାଳଲହଡ଼ା ଜେଲ୍!

ଅନୁଗୁଳ: ଅନ୍ତେବାସୀ ବା କଏଦୀଙ୍କ ଅଭାବ ହେତୁ ଓଡ଼ିଶାର ୧୮ଟି ଜେଲ୍‌ ବନ୍ଦ ହେବ। ବ୍ରିଟିଶ୍‌ ଅମଳର ଏହି ସବୁ ଜେଲ୍‌ରେ ଏବେ ଯଥେଷ୍ଟ ସ˚ଖ୍ୟକ ଅନ୍ତେବାସୀ ବା କଏଦୀ ନଥିବାରୁ ସେଗୁଡ଼ିକୁ ବନ୍ଦ କରାଯିବା ନେଇ ସୂଚନା ଦେଇଛନ୍ତି ଡିଜି…

Continue Readingବନ୍ଦ ହେବ ପାଳଲହଡ଼ା ଜେଲ୍!

ଧନତେରାସ ଭିଡ

ଅନୁଗୁଳ: ଧନତେରାସ୍ ପାଇଁ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ଦେଖାଯାଇଛି। ଦୀପାବଳିର ଦିନକ ପୂର୍ବରୁ ପଡିଥାଏ ଧନତେରାସ। ପୌରାଣିକ କଥାବସ୍ତୁ ଆଧାରରେ, ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଧନତେରାସରେ…

Continue Readingଧନତେରାସ ଭିଡ

ଅନୁଗୁଳକୁ ନୂଆ: ଇଲେକ୍‌ଟ୍ରିକାଲ୍‌ ଝୁମର

ଅନୁଗୁଳ: ଦୀପାବଳି ବଜାରରେ ଭଳିକିଭଳି ଲକ୍ଷ୍ମୀ ଗଣେଶ ମୂର୍ତ୍ତି, ରଙ୍ଗିନ୍‌ କ୍ୟାଣ୍ତେଲ୍‌, ଶୁଭଲାଭ ଓ ହାପି ଦିଵାଲି ପୋଷ୍ଟର, ୱାଲ୍ ହ୍ୟାଙ୍ଗିଙ୍ଗ ଇତ୍ୟାଦି ଉପଲବ୍ଧ ହେଉଛି। ତେବେ ଚଳିତ ବର୍ଷ ଅନୁଗୁଳ ବଜାରକୁ ଆସିଛି ନୂଆ ଇଲେକ୍‌ଟ୍ରିକାଲ୍‌ ଝୁମର। ରଙ୍ଗବେରଙ୍ଗ ଏଲ୍‌ଇଡି…

Continue Readingଅନୁଗୁଳକୁ ନୂଆ: ଇଲେକ୍‌ଟ୍ରିକାଲ୍‌ ଝୁମର

ଅନୁଗୁଳ: ରକ୍ତହୀନତାର ଶିକାର ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ରକ୍ତହୀନତାର ଶିକାର। ୨୦୧୫-୧୬ର ରିପୋର୍ଟ ଅନୁଯାୟୀ ୬ ମାସରୁ ୫୯ ମାସ ମଧ୍ୟରେ ଥିବା ଶିଶୁ ଯେଉଁମାନଙ୍କ ହିମୋଗ୍ଲୋବିନ୍‌ ମାତ୍ରା ୧୧ ଗ୍ରାମ୍‌ରୁ କମ୍‌ ସେମାନଙ୍କ ସ˚ଖ୍ୟା ୩୬ ପ୍ରତିଶତ। ୧୫ରୁ…

Continue Readingଅନୁଗୁଳ: ରକ୍ତହୀନତାର ଶିକାର ମହିଳା

ନିରାପଦ ଦୀପାବଳି ପାଇଁ ସହରରେ ପ୍ରସ୍ତୁତି

ଅନୁଗୁଳ: ପ୍ରଧାନମନ୍ତ୍ରୀ ମୋଦି ସବୁଜ ଏବ˚ ନିରାପଦ ଦୀପାବଳି ପାଳନ ନେଇ ଆହ୍ବାନ ଦେବା ପରେ ଦେଶବାସୀ ଏହାକୁ ମାନିବାକୁ ଆଗ୍ରହ ଦେଖାଇଛନ୍ତି। ଅନୁଗୁଳ ସହରରେ ବାଣ ଗୋଦାମଗୁଡ଼ିକୁ ସିଲ୍‌ କରାଯାଇଥିବାବେଳେ ଖୁଚୁରା ବାଣ ପାଇଁ ଚଳିତ ବର୍ଷ ଲାଇସେନ୍ସ ବାତିଲ୍‌…

Continue Readingନିରାପଦ ଦୀପାବଳି ପାଇଁ ସହରରେ ପ୍ରସ୍ତୁତି

ବଜାରରେ ହାଉଯାଉ ନିଷିଦ୍ଧ କରୋନା ଲକେଟ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଔଷଧ ଦୋକାନ ଏବ˚ ଭେରାଇଟି ଷ୍ଟୋର ଗୁଡ଼ିକରେ ବହୁଳ ଭାବରେ ବିକ୍ରି ହେଉଛି ଜାପାନ ତିଆରି କରୋନା ଲକେଟ। ଏହାକୁ ବେକରେ ଧାରଣ କଲେ କୁଆଡେ କରୋନା ହେବ ନାହିଁ ବୋଲି ଦାବି କରାଯାଉଛି। ଏହି…

Continue Readingବଜାରରେ ହାଉଯାଉ ନିଷିଦ୍ଧ କରୋନା ଲକେଟ

୩ ମାସରେ ୭୦ ବୁଲା ଗୋରୁ ମୃତାହତ

ଅନୁଗୁଳ: ବୁଲା ଗୋରୁଗାଈଙ୍କ ପାଇଁ କାଞ୍ଜିଆହୁଦା ନାହିଁ। କି ସହର କି ବଜାର, ଗଳିକନ୍ଦି ସବୁଠି ବୁଲୁଛନ୍ତି ଗାଈଗୋରୁ। ଅନୁଗୁଳର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ଗୋବର ଏଣେତେଣେ ପଡୁଛି। ବସ୍‌, ଟ୍ରକ୍‌ ଧକ୍କାରେ ଗତ ୩ ମାସ ମଧ୍ୟରେ…

Continue Reading୩ ମାସରେ ୭୦ ବୁଲା ଗୋରୁ ମୃତାହତ

ଏଣିକି ଜେଲ୍‌ ଷ୍ଟାଫ୍‌ଙ୍କୁ ମିଳିବ ଲେନ୍‌ସ ଯୁକ୍ତ ବର୍ଦ୍ଦି

ଅନୁଗୁଳ: ଜେଲ୍‌ରେ ଥାଇ ବି କଏଦୀ କରୁଛନ୍ତି ଅପରାଧ। ଦାଦାବଟି ମାଗିବାଠୁଁ ସୁପାରି କିଲି˚, ଲୁଟ୍‌ ସବୁ କିଛି ଜେଲ୍‌ ଭିତରୁ ନିୟନ୍ତ୍ରଣ ହେଉଛି। ଏଣେ ବେଳେବେଳେ ଜେଲ୍‌ ଷ୍ଟାଫ୍‌ କଏଦୀମାନଙ୍କୁ ବାଡ଼ିଆପିଟା କରୁଥିବା ନେଇ ମଧ୍ଯ ଅଭିଯୋଗ ହେଉଛି। ହାଜତ…

Continue Readingଏଣିକି ଜେଲ୍‌ ଷ୍ଟାଫ୍‌ଙ୍କୁ ମିଳିବ ଲେନ୍‌ସ ଯୁକ୍ତ ବର୍ଦ୍ଦି