ପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଶା ଉଜ୍ଜୀବିତ, ପରିଦର୍ଶନ କଲେ ଉଚ୍ଚସ୍ତରୀୟ କମିଟି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗସ୍ତ କରିଛି। କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା…

Continue Readingପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଶା ଉଜ୍ଜୀବିତ, ପରିଦର୍ଶନ କଲେ ଉଚ୍ଚସ୍ତରୀୟ କମିଟି

ରକ୍ତ ଭଣ୍ଡାର ପାଇଁ ଏକ ବସ୍ ଦାବିରେ ତାଳଚେର ବିଧାୟକଙ୍କୁ ସ୍ମାରକ

ଅନୁଗୁଳ: ଅନୁଗୁଳ ରକ୍ତଭଣ୍ଡାର ପାଇଁ ଏକ ବସ୍ ଯୋଗାଇଦେବାକୁ ଅନୁଗୁଳର ସ୍ବେଚ୍ଛାସେବୀ ମାନେ ତାଳଚେର ବିଧାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଅନୁଗୁଳ ରକ୍ତ ଭଣ୍ଡାର ଅଧୀନରେ ଥିବା ଦୁଇଟି ବସର ଚଳାଚଳ ସୀମା…

Continue Readingରକ୍ତ ଭଣ୍ଡାର ପାଇଁ ଏକ ବସ୍ ଦାବିରେ ତାଳଚେର ବିଧାୟକଙ୍କୁ ସ୍ମାରକ

ପ୍ଲାଷ୍ଟିକ୍‌ମୁକ୍ତ ‘ରଥଯାତ୍ରା’ ପାଇଁ ମାର୍ଗଦର୍ଶିକା, ମାଟି କିମ୍ବା କାଗଜ ପାତ୍ର ବ୍ୟବହାର କରିବାକୁ ପରାମର୍ଶ

ଅନୁଗୁଳ: ଆସନ୍ତା ଜୁନ ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଅନୁଗୁଳରେ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ପୌରପାଳିକା। ରଥଯାତ୍ରା ସମୟରେ ବହୁ ବାଣିଜ୍ୟିକ ପ୍ରତିଷ୍ଠାନ, ସ୍ଵେଚ୍ଛାସେବୀ ସଂଗଠନ ଭକ୍ତ ମାନଙ୍କ ପାଇଁ ପାଣି, ସର୍ବତ ଓ…

Continue Readingପ୍ଲାଷ୍ଟିକ୍‌ମୁକ୍ତ ‘ରଥଯାତ୍ରା’ ପାଇଁ ମାର୍ଗଦର୍ଶିକା, ମାଟି କିମ୍ବା କାଗଜ ପାତ୍ର ବ୍ୟବହାର କରିବାକୁ ପରାମର୍ଶ

ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ ବୁଢ଼ୀଙ୍କୁ ଦୀପଦାନ କଲେ ଯୁବ ନେତା ଅନିଲ ଭୂଇଁଆ ଓ କର୍ମୀ

ଅନୁଗୁଳ: ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ନିମନ୍ତେ ମୁମ୍ବାଇ ଯାଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ଅନୁଗୁଳୁ ମା' ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ଯୁବ ବିଜେଡି ନେତା ଅନିଲ…

Continue Readingନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ ବୁଢ଼ୀଙ୍କୁ ଦୀପଦାନ କଲେ ଯୁବ ନେତା ଅନିଲ ଭୂଇଁଆ ଓ କର୍ମୀ

ହାତୀ ଆକ୍ରମଣରେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟ ମୃତ

ଅନୁଗୁଳ: ହାତୀ ମଣିଷ ବିବାଦ ପାଇଁ  ଚିନ୍ତାରେ ବନ ବିଭାଗ। ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ କତଡା ନିକଟରେ ହାତୀ ଆକ୍ରମଣରେ ଆଜି ସକାଳେ ଜଣେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟଙ୍କ ମୃତ୍ୟୁ ଘଟିଛି ।ମୃତକ  ହେଲେ ଯୁଗଳ ନାଏକ ।…

Continue Readingହାତୀ ଆକ୍ରମଣରେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟ ମୃତ

ପରିବେଶଗତ ଉତ୍କର୍ଷତା ପାଇଁ ଏନଟିପିସି କଣିହାଁକୁ ଦୁଇଟି ସମ୍ମାନଜନକ ପୁରସ୍କାର

ଅନୁଗୁଳ: ପରିବେଶ ପରିଚାଳନା ଏବଂ ସ୍ଥାୟିତ୍ୱ ପ୍ରତି ଉଦାହରଣୀୟ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଏନଟିପିସି କଣିହାଁ ଦୁଇଟି ବିଶିଷ୍ଟ ପୁରସ୍କାର ଲାଭ କରିଛି। ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ (ଇଇସିସି) ୨୦୨୫ ଉପରେ ୧୦ତମ ଜାତୀୟ ସମ୍ମିଳନୀ (ଇଇସିସି)ରେ ଷ୍ଟେସନକୁ…

Continue Readingପରିବେଶଗତ ଉତ୍କର୍ଷତା ପାଇଁ ଏନଟିପିସି କଣିହାଁକୁ ଦୁଇଟି ସମ୍ମାନଜନକ ପୁରସ୍କାର

ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଅନୁଗୁଳ: ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୁଳ ସଭାଘରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ…

Continue Readingଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ସମ୍ବଲପୁର ଅଞ୍ଚଳର କ୍ରିଷ୍ଣା ନାମକ ଜଣେ ଯୁବକ ଅପହରଣ କରିନେଇଥିବା ନେଇ ତାଙ୍କ ମା' ହଣ୍ଡପା ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି…

Continue Readingଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ମା’

ସାମାନ୍ୟ ବଚସାରୁ ମାରପିଟ୍, ପୋଲିସ କର୍ମଚାରୀଙ୍କୁ ଯୁବକ ମାଡ଼ ମାରିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ଜଣାପଡ଼ିଛି। ଏ ନେଇ ଠାକୁରଗଡ଼ ଥାନାରେ କୌଣସି ଅଭିଯୋଗ ହୋଇନଥ‌ିବା ବେଳେ ପୋଲିସ ଘଟଣାକୁ ଚାପି ଦେବାକୁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା…

Continue Readingସାମାନ୍ୟ ବଚସାରୁ ମାରପିଟ୍, ପୋଲିସ କର୍ମଚାରୀଙ୍କୁ ଯୁବକ ମାଡ଼ ମାରିଥିବା ଅଭିଯୋଗ

ମେଡିକାଲ ଆଇପିଡି କୋଠାରୁ ସ୍ଲାବ ଖସିଲା: ଅଳ୍ପକେ ବର୍ତିଲେ ରୋଗୀଙ୍କ ସଂପର୍କୀୟ

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ମେଡିକାଲ ପାଞ୍ଚ ମହଲା ବିଶିଷ୍ଟ ଆଇପିଡି କୋଠାର ପଛ ପଟ ଛାତରୁ ବଡ଼ ବଡ଼ ଦୁଇଟି କଂକ୍ରିଟ ସ୍ଲାବ୍ ଖସି ଥିଲା। ସେତେବେଳେ ରୋଗୀଙ୍କ ସମ୍ପର୍କୀୟ ମାନେ କୋଠା ପଛପଟେ ବାଇକ୍ ଓ ସ୍କୁଟର ପାର୍କିଂ…

Continue Readingମେଡିକାଲ ଆଇପିଡି କୋଠାରୁ ସ୍ଲାବ ଖସିଲା: ଅଳ୍ପକେ ବର୍ତିଲେ ରୋଗୀଙ୍କ ସଂପର୍କୀୟ