ନିତିନ ନବୀନ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ, ଜିଲ୍ଲା ବିଜେପି ପକ୍ଷରୁ ଅଭିନନ୍ଦନର ସୁଅ

ଅନୁଗୁଳ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିତିନ ନବୀନ ନିର୍ବାଚିତ ହୋଇଛନ୍ତି। ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର…

Continue Readingନିତିନ ନବୀନ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ, ଜିଲ୍ଲା ବିଜେପି ପକ୍ଷରୁ ଅଭିନନ୍ଦନର ସୁଅ

ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ "ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ-୨୦୨୬" ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ…

Continue Readingଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ପ୍ରାଣୀ ସ୍ୱାସ୍ଥ୍ୟ ଓ ଟୀକାକରଣ ଶିବିର ଆୟୋଜିତ, ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-୨ ସେକ୍ସନର ଭାଲିଆସର ଗ୍ରାମଠାରେ ସୋମବାର ଏକ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଅନୁଗୁଳର ମୋବାଇଲ୍ ଭେଟେନାରୀ ୟୁନିଟ୍ (MVU) ଦ୍ୱାରା ଆୟୋଜିତ ଏହି ଶିବିରରେ ଗୃହପାଳିତ ପଶୁଙ୍କୁ ଟୀକାକରଣ କରାଯିବା ସହ ପଶୁପାଳକଙ୍କୁ ସଚେତନ…

Continue Readingପ୍ରାଣୀ ସ୍ୱାସ୍ଥ୍ୟ ଓ ଟୀକାକରଣ ଶିବିର ଆୟୋଜିତ, ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ନେଇ ସଚେତନତା

ବେଆଇନ କୋଇଲା ଚାଲାଣ ଅଭିଯୋଗ: ଗାଡ଼ି ଜବତ, ମାଲିକ ଓ ଡ୍ରାଇଭର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ତରଫରୁ ବେଆଇନ କୋଇଲା ଚାଲାଣ କରୁଥିବା ଗାଡ଼ି ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜରପଡ଼ା ଥାନା କୁଶକୁଳିଆ ଗ୍ରାମର ଗାଡ଼ି ଡ୍ରାଇଭ ସତ୍ୟବ୍ରତ…

Continue Readingବେଆଇନ କୋଇଲା ଚାଲାଣ ଅଭିଯୋଗ: ଗାଡ଼ି ଜବତ, ମାଲିକ ଓ ଡ୍ରାଇଭର ଗିରଫ

ପଥରମୁଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ, ଯୋଗ ଦେଲେ ୧୦ ହଜାର ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପଥରମୁଣ୍ଡା ଗ୍ରାମର ଜଗନ୍ନାଥ ବିହାର ଠାରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏ ଅବସରରେ ସୋମବାର ସକାଳେ ବିରାଟ କଳସ ଯାତ୍ରା ହୋଇଥିଲା। କଳସ…

Continue Readingପଥରମୁଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ, ଯୋଗ ଦେଲେ ୧୦ ହଜାର ଶ୍ରଦ୍ଧାଳୁ

ରାମଚନ୍ଦ୍ର ବଜାର ଠାରୁ ହାଟତୋଟା ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ଫାଷ୍ଟଗେଟ୍ ରାମଚନ୍ଦ୍ର ବଜାର ଠାରୁ ହାଟତୋଟା ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ। ଏହି ରାସ୍ତାରେ ଉଠାଦୋକାନୀମାନେ ଦୀର୍ଘ ବର୍ଷ ହେଲା ବେପାର କରି ଆସୁଛନ୍ତି। ଫଳରେ…

Continue Readingରାମଚନ୍ଦ୍ର ବଜାର ଠାରୁ ହାଟତୋଟା ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଅନୁଗୁଳ: ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ଆଠମଲ୍ଲିକ ଥାନା ଅଧିକାରୀ ଇନ୍ସପେକ୍ଟର ପ୍ରକାଶ ମାଝୀଙ୍କୁ ଅନୁଗୁଳ ଟାଉନ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଏଠାରେ ଥିବା ଇନ୍ସପେକ୍ଟର ଧୀରେଶ ଦାସଙ୍କୁ ଆଠମଲ୍ଲିକ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।…

Continue Readingଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଯୁବକକୁ ଖଣ୍ଡାରେ ହାଣି ହତ୍ୟା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡ଼ିଆ ଗାଁରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ଜିଲ୍ଲା ଓ ସେସନ ଜଜ୍ ଦାମୋଦର ରଥ ହତ୍ୟାକାରୀ ଚତୁର୍ଭୁଜ ମାଝୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଦିନ ହୋଇଥିବା ଏହି ଦଣ୍ଡାଦେଶରେ ହତ୍ୟାକାରୀକୁ ୨୦…

Continue Readingଯୁବକକୁ ଖଣ୍ଡାରେ ହାଣି ହତ୍ୟା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ: ୩୦ ଗ୍ରାମ ବ୍ରାଉନ ସୁଗାର ଓ ନଗଦ ୨୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳରେ ବଡ଼ ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ କରିଛି ଅନୁଗୁଳ ପୋଲିସ। ସ୍ପେଶାଲ ସ୍କ୍ୱାଡ ଓ ଅନୁଗୁଳ ଟାଉନ ପୋଲିସ ମିଳିତ ଚଢ଼ାଉ କରି ହାତୀଶାଳପଡ଼ାର ଏକ ୪ ମହଲା ଘରୁ ୨୬ ଲକ୍ଷ ଟଙ୍କାରୁ ଅଧିକ ନଗଦ ଓ ୩୦…

Continue Readingବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ: ୩୦ ଗ୍ରାମ ବ୍ରାଉନ ସୁଗାର ଓ ନଗଦ ୨୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଛାତ୍ରୀଙ୍କୁ କମେଣ୍ଟ କରିବା ସହ ମୁହଁକୁ ଛାଡ଼ିଲେ ସିଗାରେଟ ଧୂଆଁ: ଦୁଇ ରୋଡ୍ ରୋମିଓ ଗିରଫ, ବାଇକ ଜବତ

ଅନୁଗୁଳ: ଛାତ୍ରୀଙ୍କୁ କମେଣ୍ଟ ମାରି ବନ୍ଧା ହେଲେ ରୋଡ୍ ରୋମିଓ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲ ପଛପାଖ ରାସ୍ତା ଦେଇ ଘରକୁ ଫେରୁଥିବା ଜଣେ ଛାତ୍ରୀଙ୍କୁ କମେଣ୍ଟ କରି ଦୁଇ ରୋଡ୍ ରୋମିଓ ବନ୍ଧା ହୋଇଛନ୍ତି। ଗିରଫ ଯୁବକ ହେଲେ ଅନ୍ଧାରୀକଟା…

Continue Readingଛାତ୍ରୀଙ୍କୁ କମେଣ୍ଟ କରିବା ସହ ମୁହଁକୁ ଛାଡ଼ିଲେ ସିଗାରେଟ ଧୂଆଁ: ଦୁଇ ରୋଡ୍ ରୋମିଓ ଗିରଫ, ବାଇକ ଜବତ