ଚିତଳ ହରିଣ ଛୁଆ ଉଦ୍ଧାର

ଅନୁଗୁଳ: ଗତ ୧୪ ତାରିଖ ସକାଳ ୮ ଟା ସମୟରେ ଅନୁଗୁଳ ଫରେଷ୍ଟ ଡିଭିଜନର  ସି ପୁର ବିଟ ଅନ୍ତର୍ଗତ କର୍ଣ୍ଣପାଳ ଗାଁରୁ ଏକ ଚିତଳ ହରିଣ ଛୁଆକୁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଉଦ୍ଧାର କରିଛନ୍ତି। ଗାଁ ଲୋକଙ୍କ ଠାରୁ…

Continue Readingଚିତଳ ହରିଣ ଛୁଆ ଉଦ୍ଧାର

ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଫକୀର ମୋହନଙ୍କ ୧୮୪ ତମ ଜୟନ୍ତୀ

ଅନଗୁଳ: ଜିଲ୍ଲା ପାଠାଗାର ପରିସରରେ ବୁଧବାର ପୂର୍ବାହ୍ନରେ ବ୍ୟାସକବି ଫକୀର ମୋହନଙ୍କ ୧୮୪ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି ସମାରୋହକୁ ସଂସଦର ସଭାପତି କୁମୁଦ ଚନ୍ଦ୍ର ଦାଶ ବ୍ୟାସକବିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି…

Continue Readingଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଫକୀର ମୋହନଙ୍କ ୧୮୪ ତମ ଜୟନ୍ତୀ

ମୋନାଲିସା ମୋଟରସ୍ ପକ୍ଷରୁ ଟାଟା ସିଏରାର ବଜାର ପ୍ରବେଶ

ଅନୁଗୁଳ: ଆଜି ସନ୍ଧ୍ୟାରେ ନାଲକୋନଗର ମୋନାଲିସା ମୋଟରସ୍‌ରେ ଟାଟା ସିଏରା କାରର ବଜାର ପ୍ରବେଶ ସମାରୋହ ଆୟୋଜିତ ହୋଇଯାଇଛି। ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଏହି ନୂଆ ସିଏରା କାରର ଲଞ୍ଚିଂ ସମାରୋହକୁ…

Continue Readingମୋନାଲିସା ମୋଟରସ୍ ପକ୍ଷରୁ ଟାଟା ସିଏରାର ବଜାର ପ୍ରବେଶ

ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ପୋଲିସ ଗୋଡ଼ାଉଥିବା କାର ଧକ୍କା: ୨ ଜଣ ଗୁରୁତର, ଥାନା ଘେରାଉ ସହ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ନିକଟରେ ବୁଧବାର ସକାଳେ ସଡ଼କ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ଗ୍ରାମର ପପୁନ ସାହୁ ଓ ଅନ୍ତର୍ଯ୍ୟାମୀ ନାୟକ।ଆହତ ଦ୍ବୟଙ୍କୁ ପ୍ରଥମେ…

Continue Readingଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ପୋଲିସ ଗୋଡ଼ାଉଥିବା କାର ଧକ୍କା: ୨ ଜଣ ଗୁରୁତର, ଥାନା ଘେରାଉ ସହ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ

ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଆୟୋଜିତ, ଯୋଗ ଦେଲେ ସାଂସଦ ଓ ବିଧାୟକ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମଙ୍ଗଳବାର ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ଯୋଗ ଦେଇଥିଲେ। ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିଲେ।…

Continue Readingଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଆୟୋଜିତ, ଯୋଗ ଦେଲେ ସାଂସଦ ଓ ବିଧାୟକ

ଜିଏସଟି ଟିକସ ଫାଙ୍କିବା ଅଭିଯୋଗ: ଅନୁଗୁଳର ଶୀତଳ ରିଅଲ ଇଷ୍ଟେଟ ମାଲିକ ସୁନୀଲ ଅଗ୍ରୱାଲଙ୍କ ଘରେ ଚଢ଼ଉ

ଅନୁଗୁଳ: ଜିଏସଟି ଟିକସ ଫାଙ୍କିବା ଅଭିଯୋଗରେ ଅନୁଗୁଳ ସହର ସ୍ଥିତ ଶୀତଳ ରିଅଲ ଇଷ୍ଟେଟ ମାଲିକ ସୁନୀଲ ଅଗ୍ରୱାଲଙ୍କ ଘରେ ଚଢ଼ଉ। ତାଙ୍କ ଘରେ ଥିବା କାର୍ଯ୍ୟାଳୟରେ ଭୁବନେଶ୍ୱର ଡିରେକ୍ଟରେଟ୍ ଅଫ୍ ଜେନେରାଲ୍ ଜିଏସଟି ଇଣ୍ଟେଲିଜେନ୍ସ (ଡିଜିଜିଆଇ)ର ୧୨ଜଣିଆ ଟିମ ଚଢ଼ଉ…

Continue Readingଜିଏସଟି ଟିକସ ଫାଙ୍କିବା ଅଭିଯୋଗ: ଅନୁଗୁଳର ଶୀତଳ ରିଅଲ ଇଷ୍ଟେଟ ମାଲିକ ସୁନୀଲ ଅଗ୍ରୱାଲଙ୍କ ଘରେ ଚଢ଼ଉ

ଡକାୟତି ଯୋଜନା ପଣ୍ଡ: ଅସ୍ତ୍ରଶସ୍ତ୍ର ସହ ୫ ଯୁବକଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ

ଅନୁଗୁଳ: ଡକାୟତି ଯୋଜନା ପଣ୍ଡ କଲା ଅନୁଗୁଳ ପୋଲିସ। ଏକ ଅପରାଧୀ ଗ୍ୟାଙ୍ଗ ଗିରଫ। ରବିବାର ବିଳମ୍ବିତ ରାତିରେ କାର୍ବନ ଫ୍ୟାକ୍ଟ୍ରି ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ…

Continue Readingଡକାୟତି ଯୋଜନା ପଣ୍ଡ: ଅସ୍ତ୍ରଶସ୍ତ୍ର ସହ ୫ ଯୁବକଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ

ଡ୍ୟୁଟି ବେଳେ ପୁଲିସକୁ ଆକ୍ରମଣ, ଜଣେ ଗିରଫ ଓ ୪ ଜଣ ଫେରାର

ଅନୁଗୁଳ: ଡ୍ୟୁଟିରେ ଜଣେ ପୁଲିସ କର୍ମଚାରୀଙ୍କୁ କାଠ ଫାଳିଆରେ ଆକ୍ରମଣ। ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ଜଣ ଫେରାର ଥିବା ଜଣାଯାଇଛି। ଏ ନେଇ କଣିହାଁ ପୁଲିସ ଏକ ମାମଲା ରୁଜୁ କରି କଣିହାଁ ଥାନା ଗୁଣ୍ଡୁରି ଗ୍ରାମର…

Continue Readingଡ୍ୟୁଟି ବେଳେ ପୁଲିସକୁ ଆକ୍ରମଣ, ଜଣେ ଗିରଫ ଓ ୪ ଜଣ ଫେରାର

ମର୍ଣ୍ଣିଂ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଲିଗ୍ ମ୍ୟାଚ: ଚଣ୍ଡିଖୋଲ ବିଜୟୀ

ଅନୁଗୁଳ: ନବମ ମର୍ଣ୍ଣିଂ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଲିଗ୍ ମ୍ୟାଚ ଅନୁଗୁଳ କଦମ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ଟି ଚଣ୍ଡିଖୋଲ ଓ ଢେଙ୍କାନାଳ ମଧ୍ୟରେ ହୋଇଥିଲା। ପ୍ରଥମେ ଢେଙ୍କାନାଳ ଟଚ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫…

Continue Readingମର୍ଣ୍ଣିଂ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଲିଗ୍ ମ୍ୟାଚ: ଚଣ୍ଡିଖୋଲ ବିଜୟୀ

ଠାକୁରଗଡ଼ ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଠାକୁରଗଡ଼ ପ୍ରାଥମିକ କୃଷି ସମବାୟ ସମିତିରେ ୨୦୨୫-୨୬ ଆର୍ଥିକ ବର୍ଷର ଖରିଫ ଋୁତୁ ପାଇଁ ସରକାରଙ୍କ ନିର୍ଦ୍ଧାରିତ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ ହୋଇଯାଇଛି। ସମିତି ସଭାପତି ସନ୍ତୋଷ କୁମାର ସାହୁଙ୍କ…

Continue Readingଠାକୁରଗଡ଼ ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ