ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଅନୁଗୁଳରେ ଉତ୍ସବର ମାହୋଲ, ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟିଲେ କର୍ମୀ

ଅନୁଗୁଳ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଆଜି ପ୍ରକାଶ ପାଇଛି ବିଧାନସଭା ନିର୍ବାଚନ ଫଳାଫଳ। ଏ ଅବସରରେ ବିଜେପି ତିନିଟି ଯାକ ରାଜ୍ୟରେ ବାଜି ମାରି ନେଇଛି। ବିଜେପିର ଏହି ବଡ଼ ବିଜୟ ପରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ତରଫରୁ…

Continue Readingତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଅନୁଗୁଳରେ ଉତ୍ସବର ମାହୋଲ, ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟିଲେ କର୍ମୀ

ଅନନ୍ତ ବିହାର ଡିଏଭିରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଆୟୋଜିତ

ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ଦ୍ଵାରା ଅନନ୍ତ ସ୍ଥିତ ଗ୍ରୀନଭାଲି ଅଡିଟୋରିଅମରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଏମ୍.ସି.ଏଲ୍.ଜଗନ୍ନାଥ କ୍ଷେତ୍ରର ମୁଖ୍ୟ ଫାଇନାନ୍ସ ମ୍ୟାନେଜର…

Continue Readingଅନନ୍ତ ବିହାର ଡିଏଭିରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଆୟୋଜିତ

ବିଜେପି ଯୁବମୋର୍ଚ୍ଚାର ଦିନିକିଆ ପ୍ରଶିକ୍ଷଣ ଶିବିର: ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ କଲେ ଆଲୋଚନା, ବିଜେଡିକୁ ଟାର୍ଗେଟ

ଖମାର: ପାଳଲହଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖମାରସ୍ଥିତ କଲ୍ଯାଣ ମଣ୍ଡପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଶିବିରରେ ମୁଖ୍ୟ ଅତିଥି ରୂପେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗଦେଇ ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ।…

Continue Readingବିଜେପି ଯୁବମୋର୍ଚ୍ଚାର ଦିନିକିଆ ପ୍ରଶିକ୍ଷଣ ଶିବିର: ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ କଲେ ଆଲୋଚନା, ବିଜେଡିକୁ ଟାର୍ଗେଟ

ଅନୁଗୁଳ ଜିଲ୍ଲାସ୍ତରୀୟ ନୂଆ ଓଡ଼ିଶା ମହୋତ୍ସବର ପ୍ରସ୍ତୁତି ବୈଠକ, ୧୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ମହାସଭା ଆୟୋଜନ କରିବାକୁ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ନୂଆ ଓଡିଶା (୯.୦) ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଅନୁଷ୍ଠିତ ହୋଇଛି। ମହୋତ୍ସବ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ…

Continue Readingଅନୁଗୁଳ ଜିଲ୍ଲାସ୍ତରୀୟ ନୂଆ ଓଡ଼ିଶା ମହୋତ୍ସବର ପ୍ରସ୍ତୁତି ବୈଠକ, ୧୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ମହାସଭା ଆୟୋଜନ କରିବାକୁ ନିଷ୍ପତ୍ତି

ନାଲକୋ ସରସ୍ଵତୀ ଶିଶୁ ମନ୍ଦିରରେ ଚରମ ଅବହେଳା, ଗେଟ୍ ଡେଇଁ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ

ନାଲକୋ : ନାଲକୋ ନଗରସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିରରେ ଗେଟ୍ ବନ୍ଦ ଥିବା କାରଣରୁ ଛାତ୍ରଛାତ୍ରୀ ଗେଟ୍ ଡେଇଁ ଯିବା ଆସିବା କରୁଛନ୍ତି। ସୂଚନା ମୁତାବକ, ନାଲକୋ ନଗର ସରସ୍ଵତୀ ବିଦ୍ୟା ମନ୍ଦିର ପରିସରରେ ବାର୍ଷିକ କ୍ରୀଡା ଚାଲୁଥିବାରୁ ଗେଟ୍ ନମ୍ବର…

Continue Readingନାଲକୋ ସରସ୍ଵତୀ ଶିଶୁ ମନ୍ଦିରରେ ଚରମ ଅବହେଳା, ଗେଟ୍ ଡେଇଁ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ

ଡିସେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ନିଜ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଡିସେମ୍ବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।…

Continue Readingଡିସେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ନିଜ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ

ଆଜି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଅନୁଗୁଳର ବାୟୁ ସେବନ ପାଇଁ ଅନୁପଯୋଗୀ

ଅନୁଗୁଳ: ଅନୁଗୁଳର ବାୟୁମଣ୍ଡଳ ଗତ ଦୁଇ ଦଶନ୍ଧି ଧରି ଆଉ ପୂର୍ବ ଭଳି ସେବନ ଉପଯୋଗୀ ହୋଇ ରହିନାହିଁ। ଧୀରେ ଧୀରେ ଅନୁଗୁଳର ବାୟୁ ମଣ୍ଡଳ ସ୍ବାସ୍ଥ୍ୟ ପାଇଁ ଅହିତକାରୀ ପାଲଟିଛି। ଅନୁଗୁଳ ଜିଲ୍ଲାରେ ଏବେ ବହୁ ଭାରି ଉଦ୍ୟୋଗ ରହିଛି।ଆଲୁମିନିୟମ…

Continue Readingଆଜି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଅନୁଗୁଳର ବାୟୁ ସେବନ ପାଇଁ ଅନୁପଯୋଗୀ

ଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଅନ୍ତୁଳିଆ ଗାଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲରେ ପିଟି ହୋଇଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ,…

Continue Readingଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଅବକାରୀ ଚଢ଼ଉ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ, ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଶୁକ୍ରବାର କୁଣ୍ଡାଝରି ଜଙ୍ଗଲରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ…

Continue Readingଅବକାରୀ ଚଢ଼ଉ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ

ଅନୁଗୁଳରେ ବିଶ୍ବ ଏଡସ୍ ଦିବସ ପାଳିତ, ରାଲି କରି ସହର ପରିକ୍ରମା କରିବା ସହ ସଚେତନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଛି। ଏହି ଅବସରରେ ପୂର୍ବାହ୍ନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା। ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ…

Continue Readingଅନୁଗୁଳରେ ବିଶ୍ବ ଏଡସ୍ ଦିବସ ପାଳିତ, ରାଲି କରି ସହର ପରିକ୍ରମା କରିବା ସହ ସଚେତନ କଲେ ଛାତ୍ରଛାତ୍ରୀ