କ୍ଲବ୍ ଗଣପତ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ: ଏଥର ଧୁମଧାମରେ ପୂଜା ପାଇବେ ବପ୍ପା
ଅନୁଗୁଳ: ଚଳିତବର୍ଷ ଗଣେଶ ପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ କ୍ଲବ୍ ଗଣପତ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିନେଇ ଆଜି ଏକ ପ୍ରସ୍ତୁତି ବୈଠକ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଛି। ଏ ବର୍ଷ ଭଲ ମୂର୍ତ୍ତି ସହ ଆକର୍ଷଣୀୟ ସାଜସଜ୍ଜାକୁ ଅଧିକ…



