ମହାପ୍ରଭୁଙ୍କ ସେବାରେ ଅନୁଗୁଳର ବଡ଼କେରଜାଙ୍ଗବାସୀ, ଶ୍ରୀମନ୍ଦିରକୁ ଯୋଗାନ୍ତି ତୁଳସୀ ଓ ସୁଗନ୍ଧିତ ପୁଷ୍ପ

ଅନୁଗୁଳ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାର ସୁଯୋଗ କିଏ ବା ହାତ ଛାଡ କରିବାକୁ ଚାହେଁ। ସବୁ ଓଡ଼ିଆଙ୍କ ମଉଡ଼ମଣି କାଳିଆ ଠାକୁରଙ୍କୁ ଦର୍ଶନ କରିବାକୁ, ତାଙ୍କୁ ମନ କଥା କହିବାକୁ ଆଉ ତାଙ୍କରି ସେବାରେ ନିଜକୁ ତଲ୍ଲୀନ କରିବାକୁ ସବୁରି ଓଡ଼ିଆଙ୍କ…

Continue Readingମହାପ୍ରଭୁଙ୍କ ସେବାରେ ଅନୁଗୁଳର ବଡ଼କେରଜାଙ୍ଗବାସୀ, ଶ୍ରୀମନ୍ଦିରକୁ ଯୋଗାନ୍ତି ତୁଳସୀ ଓ ସୁଗନ୍ଧିତ ପୁଷ୍ପ

କାର୍ଗିଲ ବିଜୟ ଦିବସ ପାଳିଲା ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ

ଅନୁଗୁଳ: ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ୧୯୯୯ ଜୁଲାଇ ୨୬ ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟ ହୋଇଥିଲା। ଭାରତର ବୀର ଯବାନଙ୍କ ଆଗରେ…

Continue Readingକାର୍ଗିଲ ବିଜୟ ଦିବସ ପାଳିଲା ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ

ଅନୁଗୁଳ ଜିଲ୍ଲା ପୋଲିସ ଶାଖା ସଂଘର ନିର୍ବାଚନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ଶାଖା ସଂଘର ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବାବୁଲି ନାୟକ,ସମ୍ପାଦକ ଭାବେ ଅଭୟ ସାମଲ ଓ କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣଚନ୍ଦ୍ର କିଶାନ ବିଜୟୀ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନିରୁଦ୍ଧ ଦାସ…

Continue Readingଅନୁଗୁଳ ଜିଲ୍ଲା ପୋଲିସ ଶାଖା ସଂଘର ନିର୍ବାଚନ

ଜିଲ୍ଲା ଯୋଜନା କମିଟିର ନୂଆ ସଦସ୍ୟ, ଉଷ ଓ ଜଗନ୍ନାଥ

ଅନୁଗୁଳ: ଅନୁଗୁଳ ଓ ତାଳଚେରର ଦୁଇଜଣ କାଉନ୍‌ସିଲର ମଙ୍ଗଳବାର ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନୁଗୁଳସ୍ଥିତ ଯୋଜନା କମିଟି କାର୍ଯ୍ୟାଳୟ ପରିସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୁଳ ଓ ତାଳଚେର ମ୍ୟୁନିସିପାଲିଟି ଏବଂ ଆଠମଲ୍ଲିକ…

Continue Readingଜିଲ୍ଲା ଯୋଜନା କମିଟିର ନୂଆ ସଦସ୍ୟ, ଉଷ ଓ ଜଗନ୍ନାଥ

ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ଅଭିଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆବାସୀ

ଅନୁଗୁଳ: ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ ଗ୍ରାମ ବାସୀ ଏବଂ ୧୭ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନା ମୁତାବକ,…

Continue Readingପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ଅଭିଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆବାସୀ

ଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଅନୁଗୁଳ: ତାଳଚେର ଦେଉଳବେଡା କଲୋନୀରୁ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦…

Continue Readingଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଖରାପ ରାସ୍ତା ଯୋଗୁଁ ରୋଗୀ ହନ୍ତସନ୍ତ: ଆସିପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହୋଇ ଗଲେ ହସ୍ପିଟାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହିରେ ଖରାପ ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡ଼ିଛି। ସୂଚନା ଅନୁସାରେ, ଗାଁର ଶ୍ରୀବତ୍ସ ସାହୁ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧ ମଧୁମେହ ରୋଗରେ…

Continue Readingଖରାପ ରାସ୍ତା ଯୋଗୁଁ ରୋଗୀ ହନ୍ତସନ୍ତ: ଆସିପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହୋଇ ଗଲେ ହସ୍ପିଟାଲ

ଦୁଇ ହରିଣ ଶିକାରୀ ଗିରଫ, ଶିଙ୍ଗ ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର ଅନ୍ତୁଳିଆ ସେକ୍ସନର ରୋଡ଼ସିଂହା ଗ୍ରାମରୁ ଦୁଇ ହରିଣ ଶିକାରୀକୁ ଗିରଫ କରିଛି ଜରପଡା ବନ ବିଭାଗ। ଗିରଫମାନେ ହେଲେ ରୋଡ଼ସିଂହାର ରୋହିତ ବେହେରା ଓ ସତ୍ୟବାନ ପ୍ରଧାନ। ସୂଚନା ମୁତାବକ, ରୋଡ଼ସିଂହା ଗ୍ରାମ୍ୟ ଜଙ୍ଗଲରୁ…

Continue Readingଦୁଇ ହରିଣ ଶିକାରୀ ଗିରଫ, ଶିଙ୍ଗ ଜବତ

କ୍ରିତିକା ଡ୍ୟାନସ ଗ୍ୟାଲେରୀ ପକ୍ଷରୁ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା, ୫ରୁ ୨୦ ବର୍ଷ ଯାଏଁ ପିଲା କରିପାରିବେ ଅଂଶଗ୍ରହଣ

ଅନୁଗୁଳ: ଅନୁଗୁଳସ୍ଥିତ କ୍ରିତିକା ଡ୍ୟାନସ୍ ଗ୍ୟାଲେରୀ ପକ୍ଷରୁ ରାଜ୍ୟସ୍ତରୀୟ ଓଡିଶୀ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଏହି ପ୍ରତିଯୋଗିତା ତିନି ଗୋଟି ବର୍ଗରେ ହେବ। ପ୍ରଥମ ବର୍ଗ ପାଞ୍ଚରୁ ଦଶ ବର୍ଷ ମଧ୍ୟରେ…

Continue Readingକ୍ରିତିକା ଡ୍ୟାନସ ଗ୍ୟାଲେରୀ ପକ୍ଷରୁ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା, ୫ରୁ ୨୦ ବର୍ଷ ଯାଏଁ ପିଲା କରିପାରିବେ ଅଂଶଗ୍ରହଣ

କ୍ରାନ୍ତି ଦିବସରେ ରାଜଧାନୀରେ ମହାସମାବେଶ କରିବ କେନ୍ଦ୍ରୀୟ ଟ୍ରେଡ ୟୁନିୟନ: ଅନୁଗୁଳରୁ ଯୋଗ ଦେବେ ୧୦ ହଜାର କର୍ମୀ

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମସ୍ତ ରାଜଧାନୀରେ ମହାସମାବେଶକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ମିଳିତ କନ୍ଭେନ୍ସନ୍ ସ୍ଥାନୀୟ ଶିକ୍ଷକପଡାଠାରେ ଅନୁଷ୍ଠିତ ହୋଇଛି। ଶ୍ରମିକ…

Continue Readingକ୍ରାନ୍ତି ଦିବସରେ ରାଜଧାନୀରେ ମହାସମାବେଶ କରିବ କେନ୍ଦ୍ରୀୟ ଟ୍ରେଡ ୟୁନିୟନ: ଅନୁଗୁଳରୁ ଯୋଗ ଦେବେ ୧୦ ହଜାର କର୍ମୀ