ଶିଶିର ମହୋତ୍ସବ ଆୟୋଜିତ: କଳାକାରଙ୍କୁ ଜୀବନ ବୀମା ପରିଚୟ ପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଶିଶିର ମହୋତ୍ସବ ସ୍ଥାନୀୟ ପଥରମୁଣ୍ଡା ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ପଡ଼ିଆରେ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ…

Continue Readingଶିଶିର ମହୋତ୍ସବ ଆୟୋଜିତ: କଳାକାରଙ୍କୁ ଜୀବନ ବୀମା ପରିଚୟ ପତ୍ର ପ୍ରଦାନ

ଲକ୍ଷ୍ମୀ ବସ୍‌ ସହ ବାଇକ୍‌ ଧକ୍କା; ବାଇକ୍‌ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଥାନା ଅଞ୍ଚଳ ଦୀନବନ୍ଧୁପୁର ବାଙ୍କ ନିକଟରେ ଗୁରୁବାର ସକାଳ ପ୍ରାୟ ୧୦ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲକ୍ଷ୍ମୀ ବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ…

Continue Readingଲକ୍ଷ୍ମୀ ବସ୍‌ ସହ ବାଇକ୍‌ ଧକ୍କା; ବାଇକ୍‌ ଆରୋହୀ ମୃତ

ରାସ୍ତାରେ ଯିବା ବେଳେ ଠିକା କର୍ମଚାରୀଙ୍କ ଅକାଳ ମୃତ୍ୟୁ, ୨ ଲକ୍ଷର କ୍ଷତିପୂରଣ ପ୍ରଦାନ

ତାଳଚେର: ତାଳଚେରସ୍ଥିତ ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡ଼ା ଗ୍ରାମର ମଥୁରା ବେହେରା(୫୯)। ମଥୁରା ଆଜି ସକାଳୁ ସାଇକେଲରେ ହିଙ୍ଗୁଳା…

Continue Readingରାସ୍ତାରେ ଯିବା ବେଳେ ଠିକା କର୍ମଚାରୀଙ୍କ ଅକାଳ ମୃତ୍ୟୁ, ୨ ଲକ୍ଷର କ୍ଷତିପୂରଣ ପ୍ରଦାନ

ପାଗଳ କୁକୁର ଆତଙ୍କ: ୧୦ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା, ଅନେକ ଗୋରୁଗାଈ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ଅଞ୍ଚଳରେ ପାଗଳ କୁକୁର ଆତଙ୍କ। ସ୍ଥାନୀୟ ପରାବିଲ, ଶିଲିଂ ଓ ଗୌଣିଘଷା ଗ୍ରାମରେ ପାଗଳ କୁକୁର ପ୍ରାୟ ୧୦ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ କାମୁଡ଼ି ଆହତ କରିଦେଇଛି।କୁକୁର କାମୁଡ଼ାରେ ବହୁ ଗୋରୁଗାଈ ମଧ୍ୟ ଆହତ…

Continue Readingପାଗଳ କୁକୁର ଆତଙ୍କ: ୧୦ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା, ଅନେକ ଗୋରୁଗାଈ ଆହତ

ଖମାର ଟୋଲ ଗେଟ୍ ପାଇଁ ଅସୁବିଧାରେ ପଡ଼ୁଛନ୍ତି ସ୍ଥାନୀୟ ଲୋକ, ଟୋଲ୍ ଛାଡ଼ ପାଇଁ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିକଟସ୍ଥ ଖମାର ଟୋଲ୍ ଗେଟ୍ ସମ୍ପର୍କରେ ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇ ଖମାର…

Continue Readingଖମାର ଟୋଲ ଗେଟ୍ ପାଇଁ ଅସୁବିଧାରେ ପଡ଼ୁଛନ୍ତି ସ୍ଥାନୀୟ ଲୋକ, ଟୋଲ୍ ଛାଡ଼ ପାଇଁ ଦାବି

ଡାଏଟରେ ଛାତ୍ର କ୍ୟାବିନେଟ୍ ଗଠିତ: ଦାୟିତ୍ୱ, ଉତ୍ତରଦାୟିତ୍ୱ ଓ ମର୍ଯ୍ୟାଦା ବଜାୟ ରଖିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ସ୍ଥିତ ଡାଏଟର ତାଲିମ ହଲରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ଛାତ୍ର କ୍ୟାବିନେଟ୍ ମଧ୍ୟ ଗଠିତ ହୋଇଛି। ଡାଏଟର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କ ସମେତ ପ୍ରାୟ ୧୬୫ ଜଣ ତାଲିମ ନେଉଥିବା…

Continue Readingଡାଏଟରେ ଛାତ୍ର କ୍ୟାବିନେଟ୍ ଗଠିତ: ଦାୟିତ୍ୱ, ଉତ୍ତରଦାୟିତ୍ୱ ଓ ମର୍ଯ୍ୟାଦା ବଜାୟ ରଖିବାକୁ ଆହ୍ୱାନ

ଡିସେମ୍ବର ୧୩,୧୪ ରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟ ରେ ଆସନ୍ତା ଡିସେମ୍ବର ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଫରେଷ୍ଟ ରେଞ୍ଜର କଲେଜ ପଡ଼ିଆରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୧୪,୧୬,୧୮,୨୦,୨୩ ବର୍ଷରୁ କମ…

Continue Readingଡିସେମ୍ବର ୧୩,୧୪ ରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଇଗ୍ନଉ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ୪୦ ତମ ପ୍ରତିଷ୍ଠା ଦିବସ

ଅନୁଗୁଳ: ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟି ଅନୁଗୁଳ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହାର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭା କକ୍ଷରେ ଆୟୋଜିତ ଏହି ଭବ୍ୟ ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ…

Continue Readingଇଗ୍ନଉ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ୪୦ ତମ ପ୍ରତିଷ୍ଠା ଦିବସ

ଜାତୀୟ ଏକତା ସମାରୋହରେ ଏଡିଭି ପୁରସ୍କୃତ

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡିଆରେ ଆୟୋଜିତ ଜାତୀୟ ଏକତା ସମାରୋହରେ ଅନୁଗୁଳ ଡିଫେନସ ଭେଟ୍ରାନକୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା। ରାଜ୍ୟ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଡିଭି ସଭାପତି ଅନିଲ କୁମାର…

Continue Readingଜାତୀୟ ଏକତା ସମାରୋହରେ ଏଡିଭି ପୁରସ୍କୃତ

ଅନୁଗୁଳ ପାଇଁ ଗୌରବ: ଛେଣ୍ଡିପଦାର ଦିଲ୍ଲୀପ ପ୍ରଧାନ ପାଇବେ ‘ଜାତୀୟ ଗୋପାଳ ରତ୍ନ ପୁରସ୍କାର’

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗାଁର ଦିଲ୍ଲୀପ ପ୍ରଧାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ 'ଜାତୀୟ ଗୋପାଳ ରତ୍ନ ପୁରସ୍କାର' ପାଇଁ ମନୋନୀତ କରାଯାଇଛି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର…

Continue Readingଅନୁଗୁଳ ପାଇଁ ଗୌରବ: ଛେଣ୍ଡିପଦାର ଦିଲ୍ଲୀପ ପ୍ରଧାନ ପାଇବେ ‘ଜାତୀୟ ଗୋପାଳ ରତ୍ନ ପୁରସ୍କାର’