ଆଠମଲ୍ଲିକ ଅବକାରୀ ବିଭାଗର ଚଢ଼ଉ: ବିପୁଳ ଦେଶୀ ମଦ ଓ ପୋଚ ଜବତ, ୬ ଗିରଫ

ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଜବତ ମଦ ମଧ୍ୟରେ ୨୩୦ ଲିଟର ଦେଶୀ ରନ୍ଧାମଦ ଓ ୧୭ ଶହ କିଲୋ ମହୁଲପୋଚ ରହିଛି। ଏହି ମାମଲାରେ…

Continue Readingଆଠମଲ୍ଲିକ ଅବକାରୀ ବିଭାଗର ଚଢ଼ଉ: ବିପୁଳ ଦେଶୀ ମଦ ଓ ପୋଚ ଜବତ, ୬ ଗିରଫ

ଖୋଲିଲା ମା’ହିଙ୍ଗୁଳାଙ୍କ ହୁଣ୍ଡି, ଭକ୍ତ ଦାନ କରିଛନ୍ତି ଦଶ ଲକ୍ଷ ଟଙ୍କା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡ଼ିକୁ ସୋମବାର ଖୋଲା ଯାଇଛି। ମା' ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ଅରୁଣ କୁମାର ପ୍ରଧାନଙ୍କ ସହ ଗୋପାଳପ୍ରସାଦ ଥାନାର ଏଏସ୍ଆଇ ନେପାଳ…

Continue Readingଖୋଲିଲା ମା’ହିଙ୍ଗୁଳାଙ୍କ ହୁଣ୍ଡି, ଭକ୍ତ ଦାନ କରିଛନ୍ତି ଦଶ ଲକ୍ଷ ଟଙ୍କା

କିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକରେ ଏକ ନୂତନ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ ରବିବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ଭିତ୍ତିଭୂମି ପରଖିଛନ୍ତି। ତାଙ୍କୁ ସ୍ଥାନୀୟ ପ୍ରଶାସନ ଓ…

Continue Readingକିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ବୈଠକରେ ବଡ଼ ନିଷ୍ପତ୍ତି: ହିତାଧିକାରୀଙ୍କ ଘରେ ପହଞ୍ଚିବ ମହିଳା ମୋର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ବିଜେପି ପ୍ରଭାରୀ ସୀମାଞ୍ଚଳ ଖଟେଇ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Continue Readingଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ବୈଠକରେ ବଡ଼ ନିଷ୍ପତ୍ତି: ହିତାଧିକାରୀଙ୍କ ଘରେ ପହଞ୍ଚିବ ମହିଳା ମୋର୍ଚ୍ଚା

ରାଜସ୍ଥାନର ଆର୍‌ଟିଏଚ୍ ବିଲ୍‌କୁ ଡାକ୍ତରଙ୍କ ବିରୋଧ

ଅନୁଗୁଳ: ରାଜସ୍ଥାନ ସରକାରଙ୍କ ରାଇଟ୍ ଟୁ ହେଲଥ ବିଲ୍‌କୁ ଦେଶର ଭାରତୀୟ ଡାକ୍ତର ସଂଘ ଘୋର ବିରୋଧ କରିଛି। ରାଜସ୍ଥାନରେ ହଜାର ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହି ବିଲ୍ ପ୍ରତ୍ୟାହାର ପାଇଁ ଦାବି ଯୋର ଧରିଛି। ଆଇଏମ୍‌ଏ ସୋମବାର…

Continue Readingରାଜସ୍ଥାନର ଆର୍‌ଟିଏଚ୍ ବିଲ୍‌କୁ ଡାକ୍ତରଙ୍କ ବିରୋଧ

ମଦ ଡିପୋକୁ ବିରୋଧ: ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରଠାରେ ରବିବାର ସରକାର ଅତ୍ୟାଧୁନିକ ମଦ ଡିପୋର ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି। ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏହାକୁ ବିରୋଧ କରିବା ସହ ମଦ…

Continue Readingମଦ ଡିପୋକୁ ବିରୋଧ: ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଉଦଘାଟନ କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳରେ ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି। ଏ ଅବସରରେ ବାଳାଶ୍ରମର ସମ୍ପୂର୍ଣ୍ଣ ସୁରକ୍ଷା ନିମନ୍ତେ ସେ ଉପସ୍ଥିତ ଥିବା ଆରକ୍ଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସଙ୍ଗେ…

Continue Readingସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଉଦଘାଟନ କଲେ ଜିଲ୍ଲାପାଳ

ଶପଥ ନେଲେ ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ସୋମବାର ସଂଘ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ରକିଛନ୍ତି। ସଭାପତି ଦିଲୀପ ସାହୁ ଓ ଉପସଭାପତି ନିରୋଦ କୁମାର ମିଶ୍ରଙ୍କୁ ସଂଘର ବରିଷ୍ଠ ସଭ୍ୟ ସୁବାଷ ଚନ୍ଦ୍ର ମିଶ୍ର ପଦ ଓ…

Continue Readingଶପଥ ନେଲେ ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତା

ନିଶାର୍ଦ୍ଧରେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ମା’ ଅଗ୍ନିରୂପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ତାଳଚେର : ରବିବାର ନିଶାର୍ଦ୍ଧରେ ତାଳଚେରର ଅଧୀଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପଶ୍ଚାତ୍ ଭାଗ ତଥା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ଚାରିଶହ ମିଟର ଦୂରରେ ଅବସ୍ଥିତ ଅରା ବାଉଁଶ ବଣି…

Continue Readingନିଶାର୍ଦ୍ଧରେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ମା’ ଅଗ୍ନିରୂପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ନାଲକୋ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ଜରିମାନା ଗଣିଲେ ୨୬ ବେପାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଅଞ୍ଚଳରେ ସୋମବାର ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଥିଲା। ବିଭିନ୍ନ ତୃଟି ପାଇଁ ୨୬ ଜଣ ବେପାରି ଜରିମାନା କରାଯାଇଥିଲା। ସୂଚନା ଯେ, ଖାଦ୍ୟ ପେୟ ବ୍ୟବସାୟ କରୁଥିବା ଦୋକାନ,…

Continue Readingନାଲକୋ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ଜରିମାନା ଗଣିଲେ ୨୬ ବେପାରି