ଜେଲରେ ସନ୍ଦେହଜନକ ଅବସ୍ଥାରେ ଡାକ୍ତର ମୃତ, ନାବାଳିକାଙ୍କୁ ଅସଦାଚରଣ ମାମଲାରେ ହୋଇଥିଲେ ଗିରଫ

ଅନୁଗୁଳ : ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇ ଜେଲରେ ସଜ୍ଜା କାଟୁଥିବା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ଡାକ୍ତର ବାଘୁଆବୋଲର ବରିଷ୍ଠ ଚିକିତ୍ସକ ଡା. ପ୍ୟାରୀମୋହନ ପ୍ରଧାନ ବୋଲି ଜଣାଯାଇଛି। ତେବେ ଡାକ୍ତରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ…

Continue Readingଜେଲରେ ସନ୍ଦେହଜନକ ଅବସ୍ଥାରେ ଡାକ୍ତର ମୃତ, ନାବାଳିକାଙ୍କୁ ଅସଦାଚରଣ ମାମଲାରେ ହୋଇଥିଲେ ଗିରଫ

ବିଶ୍ୱ ଏଡସ ଦିବସ: ସଚେତନତା ହିଁ ନିୟନ୍ତ୍ରଣର ଅସଲ ଚାବିକାଠି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସଭା କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟଅତିଥି ଭାବେ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀମତୀ ପ୍ରଧାନ ନିଜ ବକ୍ତବ୍ୟରେ ଏଚଆଇଭି ପୀଡିତଙ୍କୁ ସମାଜର…

Continue Readingବିଶ୍ୱ ଏଡସ ଦିବସ: ସଚେତନତା ହିଁ ନିୟନ୍ତ୍ରଣର ଅସଲ ଚାବିକାଠି

ଆଉ କେତେ ଦିନ ଖାଇବା ଆନ୍ଧ୍ର ଅଣ୍ଡା ?

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାକୁ ୩୦ ବର୍ଷ ପୁରିଯିବ। ଏହି ସମୟ ମଧ୍ୟରେ ଅନୁଗୁଳରେ ବହୁ ଯୋଜନା କାର୍ଯ୍ୟକାରୀ ହୋଇଛି। ବିକାଶ ନାଁ ରେ ଅନେକ ଅର୍ଥ ବିନିଯୋଗ ହୋଇଛି ।କିନ୍ତୁ ପଛକୁ ଫେରି ଚାହିଁଲେ ଆମକୁ ଲାଗୁଚି ଆମେ ଯୋଉଠି…

Continue Readingଆଉ କେତେ ଦିନ ଖାଇବା ଆନ୍ଧ୍ର ଅଣ୍ଡା ?

ରିମିଟ୍ କଲେଜ ପକ୍ଷରୁ ବିଶ୍ଵ ଏଡସ୍ ଦିବସ ପାଳିତ, ସହର ପରିକ୍ରମା କରି ସଚେତନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ହେଉଛି ବିଶ୍ୱ ଏଡସ୍ ଦିବସ। ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ରିମିଟ କଲେଜ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଏଡସ୍ ଦିବସ ପାଳନ ସହିତ ଏଡସ୍ ହଟାଓ ଦେଶ ବଞ୍ଚାଅର ନାରା ବାଜି ଦେଇ ଛାତ୍ରଛାତ୍ରୀ ବଜାର…

Continue Readingରିମିଟ୍ କଲେଜ ପକ୍ଷରୁ ବିଶ୍ଵ ଏଡସ୍ ଦିବସ ପାଳିତ, ସହର ପରିକ୍ରମା କରି ସଚେତନ କଲେ ଛାତ୍ରଛାତ୍ରୀ

ପାଉଁଶର ସ୍ଥାୟୀ ବ୍ୟବସ୍ଥା କରିବାକୁ ଅନୁଗୁଳ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଆମ୍ବପାଳବାସୀ

ଅନୁଗୁଳ: ସ୍ଥାନୀୟ ଏନଟିପିସି ଥାନା ଆମ୍ବପାଳ ଗାଁରେ ଏନଟିପିସି ଓ ଜେଆଇଟିପିଏଲର ପାଉଁଶ ବୋଝେଇ ଗାଡ଼ି ଗୁଡ଼ିକ ଦିନ ରାତି ରାସ୍ତା କଡ଼ରେ ପାଉଁଶ ଗଦାଇବା ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ହେଉଛି। ଏହାକୁ ବିରୋଧ କରି ବୁଧବାର ଗାଁ ଲୋକେ…

Continue Readingପାଉଁଶର ସ୍ଥାୟୀ ବ୍ୟବସ୍ଥା କରିବାକୁ ଅନୁଗୁଳ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଆମ୍ବପାଳବାସୀ

ନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲ କରି ଗଣଦୁଷ୍କର୍ମ କଲେ ଚାରି ଯୁବକ, ଭାଇରାଲ ହେଉଛି ଫଟୋ ଓ ଭିଡିଓ

ବଅଁରପାଳ : ସ୍ଥାନୀୟ ବଅଁରପାଳ ଅଞ୍ଚଳରେ ବ୍ଲାକମେଲ କରି ଜଣେ କଲେଜ ଛାତ୍ରୀଙ୍କ ସହ କିଛି ଯୁବକ ଦୁଷ୍କର୍ମ କରୁଥିବା ବେଳର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଛାତ୍ରୀଙ୍କ ଫଟୋ, ଦୁଷ୍କର୍ମ…

Continue Readingନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲ କରି ଗଣଦୁଷ୍କର୍ମ କଲେ ଚାରି ଯୁବକ, ଭାଇରାଲ ହେଉଛି ଫଟୋ ଓ ଭିଡିଓ

ତିନି ମାସରେ ତାଳଚେର କଲେଜରୁ ତିନି ଥର ଚୋରି, ସନ୍ଦେହରେ ଅଧ୍ୟକ୍ଷ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଲେ ପୂର୍ବତନ ଛାତ୍ର

ତାଳଚେର: ଦୀର୍ଘ ସମୟ ଧରି ତାଳଚେର କଲେଜ ଅନେକ ଅନିୟମିତତାକୁ ନେଇ ଚର୍ଚ୍ଚାରେ ରହିଆସିଛି। ଏହି କଲେଜକୁ ନେଇ ଏବେ ପୁଣି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି କଲେଜରେ ଥରେ କି ଦୁଇ ଥର ନୁହେଁ, ବରଂ ତିନି…

Continue Readingତିନି ମାସରେ ତାଳଚେର କଲେଜରୁ ତିନି ଥର ଚୋରି, ସନ୍ଦେହରେ ଅଧ୍ୟକ୍ଷ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଲେ ପୂର୍ବତନ ଛାତ୍ର

ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ, ଡିସେମ୍ବର ୨୦୨୩ରେ ସରିବ

ଅନୁଗୁଳ: ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଗତ ପାଞ୍ଚବର୍ଷ ଧରି ଚାଲୁ ରହିଛି। ଏଥିପାଇଁ କେତେ ଆନ୍ଦୋଳନ, ରାସ୍ତାରୋକ, ଧାରଣା ବି ହେଇ ସାରିଲାଣି। ଜିଲ୍ଲା ପ୍ରଶାସନ ଠାରୁ ରାଜନେତା ଯାଏ ସଭିଏଁ ଏଥିପାଇଁ କେତେ କେତେ ଆବେଦନ…

Continue Readingମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ, ଡିସେମ୍ବର ୨୦୨୩ରେ ସରିବ

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନାନୁଯାୟୀ, ବରଙ୍ଗା…

Continue Readingଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା କଣଲୋଇ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ…

Continue Reading୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ