ଅନୁଗୁଳ ଡାକ୍ତରଖାନାକୁ ଆସିବେ ୪ ଡାକ୍ତର

ଅନୁଗୁଳ: ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ରାଜ୍ୟ ସରକାର ୨୦୧୮- ୨୧ ବ୍ୟାଚ ପୋଷ୍ଟ ପିଜି ୪୪୮ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ତାଲିକା…

Continue Readingଅନୁଗୁଳ ଡାକ୍ତରଖାନାକୁ ଆସିବେ ୪ ଡାକ୍ତର

ଦେଶୀ ଓ ବିଦେଶୀମଦ ଜବତ ୨ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଓ ସଦର ଥାନା ଅଞ୍ଚଳରେ ବୁଧବାର ରାତିରେ ଚଢ଼ାଉକରି ପୁଲିସ ୬୦ ଲିଟର ଦେଶୀ ଓ ବିଦେଶୀମଦ ଜବତ କରିଛି। ସୂଚନା ଅନୁସାରେ, ବୁଧବାର ରାତିରେ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ନିଶା…

Continue Readingଦେଶୀ ଓ ବିଦେଶୀମଦ ଜବତ ୨ଜଣ ଗିରଫ

୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁର ପ୍ରଭାବ କମ୍ ଥିବାରୁ ଆଗାମୀ କିଛି ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ଏହି ସମୟରେ ବର୍ଷାର ପରିମାଣ କମିବ। କିନ୍ତୁ ବିଜୁଳି ମାରିବା ସହ ବଜ୍ରପାତର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି…

Continue Reading୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ୟୁକୋ ବ୍ୟାଙ୍କ୍‌ର ସ୍ବତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର, ୧୬୧ ଏସ୍ଏସ୍‌ଜିଙ୍କୁ ଋଣ ପ୍ରଦାନ

ଅନୁଗୁଳ: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ପକ୍ଷରୁ ଅନୁଗୁଳଠାରେ ଏକ ସ୍ଵତନ୍ତ୍ର ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ବୁଧବାର ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବ୍ୟାଙ୍କିଙ୍ଗ ସୁବିଧା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସମାଜର ତୃଣମୂଳସ୍ତରର…

Continue Readingୟୁକୋ ବ୍ୟାଙ୍କ୍‌ର ସ୍ବତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର, ୧୬୧ ଏସ୍ଏସ୍‌ଜିଙ୍କୁ ଋଣ ପ୍ରଦାନ

୧୧ କେଭି ବିଦ୍ୟୁତ ତାର ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସାନ୍ତରାପୁର ଗାଁ ନିକଟରେ ମଙ୍ଗଳବାର ରାତିରେ ୧୧ କେଭି ଲାଇନର ବିଦ୍ୟୁତ ତାର ଚୋରି ହୋଇଛି। ଏ ନେଇ ବଅଁପାଳ ବିଦ୍ୟୁତ ବିଭାଗ ସେକ୍ସନ୍ ଇନ୍ଚାର୍ଜ ସୁଭାଶିଷ ମହାନ୍ତି ଥାନାରେ ଲିଖିତ ଅଭିଯୋଗ…

Continue Reading୧୧ କେଭି ବିଦ୍ୟୁତ ତାର ଚୋରି

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ଅନୁଗୁଳ: ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଜିଲ୍ଲାର ଛାତ୍ରଛାତ୍ରୀ ମିଶ୍ର ପ୍ରଦର୍ଶନ କରିଛନ୍ତି। ବିଜ୍ଞାନରେ ୯୪.୫୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲାବେଳେ ବାଣିଜ୍ୟରେ ୮୧.୨୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ…

Continue Readingପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଅନୁଗୁଳ: ପୂର୍ବତ୍ତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜେଏସ୍‌ପିଏଲ୍ ଓପି ଜିନ୍ଦଲ ସ୍କୁଲରେ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଲ ଟାଇମ୍ ପକ୍ଷରୁ ଆୟୋଜିତ…

Continue Readingଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ବୋହୂ ଉପରେ ଖରାପ ନଜର ପକାଇବା ସହ ଅସଦାଚରଣ କରୁଥିଲା ଶ୍ୱଶୁର, ଅଭିଯୋଗ ପରେ ବନ୍ଧା ହୋଇ ଗଲା ଜେଲ

ଅନୁଗୁଳ: ରସିକିଆ ଶ୍ୱଶୁରର ଲଜ୍ଜିତ କାଣ୍ଡ। ବୟସର ଅପରାହ୍ନରେ ପୂଜା ପାଠ କରିବା ସମୟରେ ବୃଦ୍ଧ ଶ୍ୱଶୁରଙ୍କ ନଜର ବୋହୂ ଉପରେ। ବୋହୂକୁ ଅସଦାଚରଣ କରି ଆଜି ବନ୍ତଳା ଥାନା ବଡ଼କନ୍ତକୂଳ ଗାଁର ୭୩ ବର୍ଷର ବୃଦ୍ଧ ଗିରଫ ହୋଇଛନ୍ତି। ତେବେ…

Continue Readingବୋହୂ ଉପରେ ଖରାପ ନଜର ପକାଇବା ସହ ଅସଦାଚରଣ କରୁଥିଲା ଶ୍ୱଶୁର, ଅଭିଯୋଗ ପରେ ବନ୍ଧା ହୋଇ ଗଲା ଜେଲ

କ୍ଷୁଧାତୁର ପ୍ରାଣବନ୍ଧୁଙ୍କୁ ସହାୟତାର ହାତ ବଢାଇଲେ ଚିନ୍ମୟୀ

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର କ୍ଷୁଧାତୁର ତଥା ମାନସିକ ବିକୃତ ବ୍ୟକ୍ତି ପ୍ରାଣବନ୍ଧୁ ନାଏକଙ୍କୁ ଆଜି ସହାୟତାର ହାତ ବଢାଇଛନ୍ତି ଜଣାଶୁଣା ସମାଜସେବୀ ଚିନ୍ମୟୀ। ତାଙ୍କ କହିବା ମୁତାବକ, ପ୍ରାଣ ବନ୍ଧୁ ଦୀର୍ଘ ବର୍ଷ ହେବ ନିରାଶ୍ରୟ ଏବଂ…

Continue Readingକ୍ଷୁଧାତୁର ପ୍ରାଣବନ୍ଧୁଙ୍କୁ ସହାୟତାର ହାତ ବଢାଇଲେ ଚିନ୍ମୟୀ

ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୫୫(ପୁରୁଣା ଏନ୍ଏଚ୍-୪୨) କଟକ-ସମ୍ବଲପୁର-ଅନୁଗୁଳ-ଢେଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ବୁଧବାର ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର…

Continue Readingଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି