ଜେଏସପିଏଲଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳର ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ୨୦୨୨ ଶୁକ୍ରବାର ପାଳିତ ହୋଇଯାଇଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁବିଶ୍ଵ କର୍କଟ…

Continue Readingଜେଏସପିଏଲଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ

ବୃଦ୍ଧାଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁରେ ଜଣେ ୮୦ ବର୍ଷର ବୃଦ୍ଧା ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ତୁରଙ୍ଗ ଗାଁର ରାଜନ ସାହୁଙ୍କ ସ୍ତ୍ରୀ ପାର୍ବତୀ ସାହୁ(୮୦) ଗୁରୁବାର ରାତିରେ ଘରୋଇ ପାଟିଗୋଳରୁ ନିଜ ପିନ୍ଧା…

Continue Readingବୃଦ୍ଧାଙ୍କ ଆତ୍ମହତ୍ୟା

୨ବର୍ଷ ପରେ ପ୍ରାଥମିକ ପିଲା ସ୍କୁଲ ହତା ମାଡ଼ିବେ

ଅନୁଗୁଳ: ପ୍ରାୟ ୨ବର୍ଷ ପରେ ବିଦ୍ୟାଳୟ ହତା ମାଡ଼ିବେ ପ୍ରାଥମିକ ସ୍କୁଲ ପିଲା। କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ୨୦୨୦ ମାର୍ଚ୍ଚ ୧୫ରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଥିଲା। କରୋନାର ଦ୍ବିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନ…

Continue Reading୨ବର୍ଷ ପରେ ପ୍ରାଥମିକ ପିଲା ସ୍କୁଲ ହତା ମାଡ଼ିବେ

ରେଳ ବଜେଟରେ ଓଡ଼ିଶାକୁ ଗୁରୁତ୍ବ ପାଇଁ ବିଜେପିର କୃତଜ୍ଞତା

ଅନୁଗୁଳ: ଚଳିତ ବର୍ଷ ରେଳ ବଜେଟରେ କେନ୍ଦ୍ରର ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ୯୭୩୪ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏଥିରେ ଅନୁଗୁଳ ଜିଲ୍ଲାର ଅନୁଗୁଳରୁ ସୁକିନ୍ଦା ରେଳ ଲାଇନ ପାଇଁ ୪୭୫ କୋଟି, ତାଳଚେର ବିମଳାଗଡ଼ ରେଳ ଲାଇନ…

Continue Readingରେଳ ବଜେଟରେ ଓଡ଼ିଶାକୁ ଗୁରୁତ୍ବ ପାଇଁ ବିଜେପିର କୃତଜ୍ଞତା

ଆଜି ବିଶ୍ୱ କର୍କଟ ଦିବସ

ଅନୁଗୁଳ: ସାରା ବିଶ୍ୱ କରୋନା ମହାମାରୀରେ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ କରୋନା ମହାମାରୀ ବିରୁଦ୍ଧରେ ଜାରି ଏହି ଯୁଦ୍ଧ ଆଉ ଏକ ମହା ସଙ୍କଟକୁ ଅଣାଦେଖା କରିଛି । କରୋନା ସମୟରେ ସବୁଠାରୁ ଅଧିକ ପ୍ରଭାବ ପଡିଛି କର୍କଟ ବା…

Continue Readingଆଜି ବିଶ୍ୱ କର୍କଟ ଦିବସ

୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ

ଅନୁଗୁଳ: ଅନୁଗୁଳ ସହରରେ ବୁଧବାର କୋଭିଡ୍ ମାର୍ଗଦର୍ଶିକା ଅବମାନନାକରି ୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ। ସୂଚନା ଅନୁଯାୟୀ, ଶିକ୍ଷକପଡାର ଏକ କଲ୍ୟାଣ ମଣ୍ଡପକୁ ଯାଉଥିବା ବରଯାତ୍ରୀ ଡିଜେ ବଜାଇ ନାଚ ଗିତରେ ମସଗୁଲ ଥିଲେ। ଡିଜେ ପାଇଁ ଜିଲ୍ଲାରେ ପ୍ରଶାସନ…

Continue Reading୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ

ମହିଳାଙ୍କୁ ମାଡ଼ମାରି ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲଗାଁର ଜଣେ ମହିଳାଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗାଁର ଟମାଟୋ ଗୋଛାୟତଙ୍କ ସ୍ତ୍ରୀ ଝିଲି ଗୋଛାୟତ(୩୫)ଙ୍କୁ ପୂର୍ବ ଶତ୍ରୁତାରୁ ବୁଧବାର ସେହି ଗାଁର…

Continue Readingମହିଳାଙ୍କୁ ମାଡ଼ମାରି ୩ ଗିରଫ

ନାଲକୋ ଘରୋଇକରଣ ନେଇ ପ୍ରଶ୍ନ କଲେ ମହେଶ ସାହୁ

ଅନୁଗୁଳ: ନାଲକୋର ଘରୋଇକରଣ ନେଇ ବିବାଦ ଲାଗି ରହିଥିବାବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗୁରୁବାର ଲୋକସଭାରେ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ସାଂସଦ ଶ୍ରୀ ସାହୁ କେନ୍ଦ୍ର ଅର୍ଥ ଏବଂ ଖଣି ମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି କି ନାଲକୋ…

Continue Readingନାଲକୋ ଘରୋଇକରଣ ନେଇ ପ୍ରଶ୍ନ କଲେ ମହେଶ ସାହୁ

ଭାରତର ପ୍ରଥମ ଏସି ଟ୍ରେନ୍‌

ଅନୁଗୁଳ:ଭାରତୀୟ ରେଲକୁ ଭାରତର ଜୀବନରେଖା କୁହାଯାଏ। ଭାରତୀୟ ରେଳବାଇ ଏସିଆର ଦ୍ବିତୀୟ ବୃହତ୍ତମ ରେଳ ନେଟୱର୍କ। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଦେଶରେ ରେଳରେ ଯାତ୍ରା କରିଥାନ୍ତି। ତେବେ ଭାରତର ପ୍ରଥମ ଏସି ଟ୍ରେନ୍‌ କେବେ ଆରମ୍ଭ ହୋଇଥିଲା ଏବଂ ସେତେବେଳ…

Continue Readingଭାରତର ପ୍ରଥମ ଏସି ଟ୍ରେନ୍‌

ଗାଁ ମଧ୍ୟରୁ କୁଟୁରା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁରୁ ଏକ କୁଟୁରା ଛୁଆକୁ ବନ ବିଭାଗ ଉଦ୍ଧାର କରିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟ ରାତିରେ ନିକଟ ଜଙ୍ଗଲରୁ ଏକ କୁଟୁରା ଛୁଆ ତଳଗଡ଼ ଗାଁ…

Continue Readingଗାଁ ମଧ୍ୟରୁ କୁଟୁରା ଉଦ୍ଧାର