୩ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ବିକ୍ଷୋଭ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ମନୋଜ ପ୍ରଧାନଙ୍କ ନେତୃତ୍ବରେ ୩ ଦଫା ଦାବି ନେଇ ମଙ୍ଗଳବର ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଦାବି ଅନୁଯାୟୀ, ତାଳଚେର ଅଞ୍ଚଳର…
