ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୁଲିସ  ନାବାଳିକା ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରିଛି। ସୂଚନା ମୁତାବକ, ମାଟିଆସାହିର ବଳଭଦ୍ର ପ୍ରଧାନ(୧୯) ଜଣେ ୧୬ ବର୍ଷର ନାବାଳିକାଙ୍କୁ ନେଇ ସୋମବାର ରାତିରେ ଫେରାର ହୋଇଯାଇଥିଲେ। ଏ ନେଇ ନାବାଳିକାଙ୍କ ମା’ ସେହି ଦିନ…

Continue Readingନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ପାଳଲହଡ଼ା ଉପଜିଲାପାଳଙ୍କ ଖମାର ମହାବିଦ୍ୟାଳୟ ପରିଦର୍ଶନ

ଅନୁଗୁଳ: ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟକୁ ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ମଙ୍ଗଳବାର ଅଚାନକ ପରିଦର୍ଶନ କରିଥିଲେ । ଉପଜିଲ୍ଲାପାଳ କଲେଜର ଛାତ୍ରୀନିବାସକୁ ପରିଦର୍ଶନ କରି ଅନ୍ତେବାସୀଙ୍କ ସହିତ ଭାବ ବିନିମୟ କରିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ…

Continue Readingପାଳଲହଡ଼ା ଉପଜିଲାପାଳଙ୍କ ଖମାର ମହାବିଦ୍ୟାଳୟ ପରିଦର୍ଶନ

ଶଶୁର ମାଡ଼ରେ ଜ୍ବାଇଁ ଓ ସମୁଦି ଗୁରୁତର

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲ ଗାଁରେ ରବିବାର ବିଳମ୍ବିତ ରାତିରେ ବଧୁ ନିର୍ଯାତନା ମାମଲା ନେଇ ତୁମୁଳ କାଣ୍ଡ ହୋଇଛି। ଭିଣୋଇ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଥିବା ବେଳେ ଶଶୁର ମାଡ଼ରେ ଜ୍ବାଇଁ ଓ ସମୁଦି…

Continue Readingଶଶୁର ମାଡ଼ରେ ଜ୍ବାଇଁ ଓ ସମୁଦି ଗୁରୁତର

ଚୋରି ଅଭିଯୋଗରେ ୩ ଜଣ ଗିରଫ

ବଅଁରପାଳ: ଜିଲ୍ଲା ବଅଁରପାଳ ପୁଲିସ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଜଣଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ନୂଆହତା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ନଳକୂଅର ପାଣିପମ୍ପଟି ଚୋରି ହୋଇଥିଲା। ଏ ନେଇ ସୋମବାର…

Continue Readingଚୋରି ଅଭିଯୋଗରେ ୩ ଜଣ ଗିରଫ

ଗୋଚର ଜମିରେ ଘର ନିର୍ମାଣକୁ ବିରୋଧ

ଅନୁଗୁଳ: ଅନୁଗୁଳ ତହସିଲ୍ ଅନ୍ତର୍ଗତ ଛେଳିଆପଡା ଗ୍ରାମ ପଞ୍ଚାୟତର ଛେଳିଆପଡା ହାଇ ସ୍କୁଲ ନିକଟରେଥିବା ଗୋଚର ଜମିରେ ଘର ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଜମିରେ କିଛି ଦିନ ପୂର୍ବେ ନଳ କୂଅ ଖୋଳା ଯାଇ…

Continue Readingଗୋଚର ଜମିରେ ଘର ନିର୍ମାଣକୁ ବିରୋଧ

୫୫ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ପ୍ରଶସ୍ତିକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ଦାୟିତ୍ବରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ…

Continue Reading୫୫ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ବୈଠକ

ଅନୁଗୁଳ ମାଉସୀ ମନ୍ଦିରରେ ହେରା ପଞ୍ଚମୀ

ଅନୁଗୁଳ: ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ହେରା ପଞ୍ଚମୀ ମହା ସମାରୋହରେ ପାଳିତ ହୋଇଯାଇଛି। ଜଗନ୍ନାଥ, ବଳଭଦ୍ର ଭଉଣୀ ଶୁଭଦ୍ରାଙ୍କୁ ଧରି ଜନ୍ମ ବେଦୀକୁ ଯାଇଥିବା ବେଳେ ମା' ଲଷ୍ମୀଙ୍କୁ ଡାକି ନ ଥିବାରୁ ରାଗ ଓ ଅଭିମାନରେ ସେ…

Continue Readingଅନୁଗୁଳ ମାଉସୀ ମନ୍ଦିରରେ ହେରା ପଞ୍ଚମୀ

୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆସନ୍ତା ୫ ଦିନ ପ୍ରବଳ ବର୍ଷିବ 

ଅନୁଗୁଳ/ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଏବଂ ଉତ୍ତର- ପୂର୍ବ ମଧ୍ୟ ପ୍ରଦେଶରେ ସୃଷ୍ଟ ଲଘୁଚାପ ଯୋଗୁ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଣୁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

Continue Reading୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆସନ୍ତା ୫ ଦିନ ପ୍ରବଳ ବର୍ଷିବ 

ଏ.ସି.ଆଇ.ସି ପକ୍ଷରୁ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର : ଏ.ସି.ଆଇ.ସି ଅନୁଗୁଳ ଶାଖା ପକ୍ଷରୁ ତାଳଚେର ପଞ୍ଚାୟତ ସମିତି ସଭାଘର ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡ଼ଃ ବିପିନ ବିହାରୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ…

Continue Readingଏ.ସି.ଆଇ.ସି ପକ୍ଷରୁ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଯୌତୁକ ନର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ରନ୍ତଲୋଇ ଗାଁ ବିକାଶ ବେହେରା(୨୭)ଙ୍କୁ ଯୋତୁକ ନିର୍ଯାତନା ଅଭିଯୋଗରେ ସୋମବାର ପୁଲିସ ଗିରଫ କରିଛି। ସୂଚନା ଯେ, ବିକାଶ ୫ ବର୍ଷ ତଳେ ଗାଁର ଜଣେ ଅନୁସୂଚିତ ଜାତିର ଝିଅ ଲିଳା ନାଏକ(୨୨)ଙ୍କୁ ଭଲ…

Continue Readingଯୌତୁକ ନର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ