ଏଣିକି ଦଶମ ପିଲା ପଢ଼ିବେ କରୋନା ପାଠ, ପାଠ୍ୟକ୍ରମରେ ଯୋଡ଼ା ହେଲା କୋଭିଡ୍ ପରିଚାଳନା ବିଷୟ

ଭୁବନେଶ୍ବର : ଏଣିକି ଦଶମ ପିଲା ପଢ଼ିବେ କୋଭିଡ୍ ପାଠ । ଏଥିପାଇଁ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷର ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି…

Continue Readingଏଣିକି ଦଶମ ପିଲା ପଢ଼ିବେ କରୋନା ପାଠ, ପାଠ୍ୟକ୍ରମରେ ଯୋଡ଼ା ହେଲା କୋଭିଡ୍ ପରିଚାଳନା ବିଷୟ

ଆଜି ବିଶ୍ବ ଜନସଂଖ୍ୟା ଦିବସ

ଅନୁଗୁଳ: ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ ବିଷୟରେ ବିଶ୍ବବାସୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୁଏ ବିଶ୍ୱ ଜନସଂଖ୍ୟା ଦିବସ। ୧୯୮୯ରେ ମିଳିତ ଜାତିସଂଘର ସାଧାରଣ ସଭା ବା ୟୁନାଇଟେଡ୍‌ ନେସନ ଜେନେରାଲ ଆସେମ୍ୱ‌୍ଲି ପକ୍ଷରୁ…

Continue Readingଆଜି ବିଶ୍ବ ଜନସଂଖ୍ୟା ଦିବସ

ଚାଷୀକୁ ନକଲି ଦୁଇ ଶହ ନୋଟ ଦେଇ ଗ୍ରାହକ ଛୁ..

ଅନୁଗୁଳ: ଅନୁଗୁଳ ଡେଲି ମାର୍କେଟରେ ଚାଷୀକୁ ଜଣେ ଗ୍ରାହକ ନକଲି ଦୁଇ ଶହ ଟଙ୍କିଆ ନୋଟ ଦେଇ ଚଂପଟ ମାରିଥିବା ଜଣା ପଡ଼ିଛି। ରବିବାର ସକାଳେ କଞ୍ଜରା ଗାଁର ଉତ୍ସବ ସାହୁ ପରିବା ବିକିବାକୁ ଅନୁଗୁଳ ଡେଲି ମାର୍କେଟ ଆସିଥିଲେ। ସେ…

Continue Readingଚାଷୀକୁ ନକଲି ଦୁଇ ଶହ ନୋଟ ଦେଇ ଗ୍ରାହକ ଛୁ..

ସୁନାବେଶରେ ଝଟକିଲେ ଶ୍ରୀଜୀଉ

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ମାନଙ୍କର ସୁନା ବେଶ ଅନୁଷ୍ଠିତ ହୋଇଯାଇଛି। ବଡି ଭୋର୍ ରୁ ଦିଅଁ ମାନଙ୍କର ଦୈନନ୍ଦିନ ଅବକାଶ, ସ୍ନାନ, ପୂଜା ଅର୍ଚ୍ଚନା ପରେ ସନ୍ଧ୍ୟାରେ ବହୁ ପ୍ରତିକ୍ଷିତ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ସୁଭଦ୍ରା ବଳଭଦ୍ରଙ୍କ…

Continue Readingସୁନାବେଶରେ ଝଟକିଲେ ଶ୍ରୀଜୀଉ

କଲେଜ ଛାତ୍ରୀ ନିବାସରେ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ସରକାରୀ କଲେଜର ଏକ ନମ୍ବର ଓ ଦୁଇ ନମ୍ବର ଛାତ୍ରୀ ନିବାସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇଏଫଏସ ପ୍ରୋବେସନର ଶନି ଖୋଖର୍ ଓ ସରକାରୀ କଲେଜ ର ଅଧ୍ୟକ୍ଷ ଗଙ୍ଗାଧର କର ଅଁଳା ଗଛ ଲଗାଇ…

Continue Readingକଲେଜ ଛାତ୍ରୀ ନିବାସରେ ବୃକ୍ଷରୋପଣ

ଏଣିକି ସ୍କୁଲ ଭିତରକୁ କ୍ୟାମେରା ନେଇ ଯାଇ ପାରିବେନି ସାମ୍ବାଦିକ, ରୋକ୍ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ଆଉ କ୍ୟାମେରା ନେଇ ସ୍କୁଲ ଭିତରକୁ ପଶିପାରିବେନି ଗଣମାଧ୍ୟମ ପ୍ରତିନିଧି। ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଆଉ ଯଦି କେହି ଏହି ନିୟମ ଉଲ୍ଲଂଘନ କରି ପଶିବାକୁ ଚେଷ୍ଟା କରି ତେବେ ତାଙ୍କ ନାଁରେ…

Continue Readingଏଣିକି ସ୍କୁଲ ଭିତରକୁ କ୍ୟାମେରା ନେଇ ଯାଇ ପାରିବେନି ସାମ୍ବାଦିକ, ରୋକ୍ ଲଗାଇଲେ ରାଜ୍ୟ ସରକାର

ଚାକିରୀ ନାଁରେ ଠକେଇ: ଆଉ ଜଣେ ସୁପରଭାଇଜର ନିଲମ୍ବିତ

ଅନୁଗୁଳ:ଅନୁଗୁଳ ମେଡ଼ିକାଲରେ ସିକ୍ୟୁରିଟି ଗାର୍ଡ କରାଇ ଦେବାକୁ କହି ପଇସା ଠକି ନେବା ଘଟଣାରେ ଆଉ ଜଣେ ସୁପରଭାଇଜର ନିଲମ୍ବିତ ହୋଇଛି। ଭାରତ ସିକ୍ୟୁରିଟି ସର୍ଭିସେସ ପକ୍ଷରୁ ଯୁଗଳ କିଶୋର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ଯୁଗଳ ଚାକିରୀ କରିଦେବାକୁ କହି ଦୁଇଜଣ…

Continue Readingଚାକିରୀ ନାଁରେ ଠକେଇ: ଆଉ ଜଣେ ସୁପରଭାଇଜର ନିଲମ୍ବିତ

ତାଳ ଟାକୁଆ ଓ କୁରୁଟରେ ଜଗନ୍ନାଥଙ୍କ,ବଳଭଦ୍ର, ସୁଭଦ୍ରାଙ୍କ ଚିତ୍ର ଆଙ୍କିଲେ ରଜତ

ଅନୁଗୁଳ: ଆଜି ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ ତାଳର କୁରୁଟ ଏବଂ ବିଭିନ୍ନ ରଙ୍ଗରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଆଙ୍କିଛନ୍ତି ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ରଜତ ରଞ୍ଜନ ନାଥ। ପୂର୍ବରୁ ରଜତ ୟମୁନ…

Continue Readingତାଳ ଟାକୁଆ ଓ କୁରୁଟରେ ଜଗନ୍ନାଥଙ୍କ,ବଳଭଦ୍ର, ସୁଭଦ୍ରାଙ୍କ ଚିତ୍ର ଆଙ୍କିଲେ ରଜତ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଉପ-ବାଚସ୍ପତି

ଅନୁଗୁଳ: ଆଜି ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଅନୁଗୁଳ ଜିଲ୍ଲା ମାରୱାଡ଼ି ଯୁବ ମଞ୍ଚ କାର୍ଯ୍ୟାଳୟରେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲିମିଟେଡ଼ ଦ୍ଵାରା ଅନୁମୋଦିତ ଏକ ନୂତନ ଆମ୍ବୁଲାନ୍ସର ଉଦଘାଟନ ହୋଇଛି। ଷ୍ଟେଟ…

Continue Readingଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଉପ-ବାଚସ୍ପତି

ଶୈଳ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା : ବର୍ଷାରେ ଭିଜିଲେ ଭକ୍ତ

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ବଡ଼ ଦାଣ୍ଡ ନିକଟରେ ପହଞ୍ଚି ଯାଇଥିଲା। ଏଥି ପୁର୍ବରୁ ସକାଳ ପ୍ରାୟ ସାଢେ଼ ସାତ ଟା ସମୟରେ ଦିଅଁ…

Continue Readingଶୈଳ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା : ବର୍ଷାରେ ଭିଜିଲେ ଭକ୍ତ