ଦେଶୀମଦ ବିକ୍ରୀ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ହାଟରେ ଦେଶୀମଦ ବିକ୍ରୀ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁର ଦୁଷ୍ମନ୍ତ ନାଏକ(୪୧) ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟରେ ଦେଶୀମଦ ବିକ୍ରୀ କରୁଥିଲେ। ଏ ନେଇ…

Continue Readingଦେଶୀମଦ ବିକ୍ରୀ ଅଭିଯୋଗରେ ଜଣେ ଗିରଫ

ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗାଁରେ ସୋମବାର ରାତିରେ ପାଣି ପାଇପ୍ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନଯାୟୀ, ଗାଁ ଦେଇ ଯାଇଥିବା ପାଣିପାଇପକୁ ରାତିରେ ୬/୭ ଜଣ ଲୋକ ଖୋଳି…

Continue Readingପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ

୭୨ ହଜାର ଟଙ୍କା ଲୁଟିନେଲେ ସଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରାମାନେ ୭୨ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁସାରେ, ବିକ୍ରମପୁର ଷ୍ଟେଟ ବ୍ୟାଙ୍କ ଶାଖାର ଜ୍ୟୋତି ରଞ୍ଜନ ସାହୁ(୩୫) ନାମକ ଜଣେ କର୍ମଚାରିଙ୍କ ମୋବାଇଲ ନମ୍ବରକୁ ସୋମବାର…

Continue Reading୭୨ ହଜାର ଟଙ୍କା ଲୁଟିନେଲେ ସଇବର ଲୁଟେରା

ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ

ଅନୁଗୁଳ:ଅନୁଗୁଳ ଡିଆରଡିଏ ସଭା କକ୍ଷରେ ମଙ୍ଗଳବାର ଅପରାହ୍ନ ଏକ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି।ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ପୂର୍ବତନ…

Continue Readingମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ

ମଦ ଭାଟି ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଟାକରସିଂହା ଗାଁ ଲୋକେ

ଅନୁଗୁଳ: ସ୍ଥାନୀୟ ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରସିଂହା ଗାଁରେ ତିଆରି ହେବାକୁ ଥିବା ମଦ ଭାଟିକୁ ବିରୋଧ କରି ସୋମବାର ଗାଁ ଲୋକେ, ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ସମିତି ସଭ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ଗ୍ରାମବାସୀଙ୍କ ସୂଚନା…

Continue Readingମଦ ଭାଟି ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଟାକରସିଂହା ଗାଁ ଲୋକେ

ବିଭିନ୍ନ ଦାବି ନେଇ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବିଭିନ୍ନ ଦାବି ନେଇ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ସୋମବାର ୨ ଘଣ୍ଟିଆ ଆନ୍ଦୋଳନ ହୋଇଥିଲା। ନାଲକୋ ସିଏସଆର ପାଣ୍ଠିର ଉପଯୁକ୍ତ ବିନିଯୋଗ, ନାଲକୋରେ ଜମିହରା ପ୍ରଜାଙ୍କୁ ନିଯୁକ୍ତି,ପରିବେଶ ସୁରକ୍ଷା…

Continue Readingବିଭିନ୍ନ ଦାବି ନେଇ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଆନ୍ଦୋଳନ

ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀଙ୍କୁ ସମ୍ବର୍ଦ୍ଧନା

ତାଳଚେର: ତାଳଚେର ପୌରାଞ୍ଚଳରେ ଥିବା ସ୍କୁଲ ଗୁଡ଼ିକରେ ଚଳିତ ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୧୭ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ସାଂସ୍କୃତିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ପରିଚୟ' ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଅବସରରେ ତାଳଚେର…

Continue Readingମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀଙ୍କୁ ସମ୍ବର୍ଦ୍ଧନା

କଳମଛୁଇଁ ଡାକ୍ତରଖାନା ପକ୍ଷରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଛି। ଡାକ୍ତର ଭାଗ୍ୟଲକ୍ଷ୍ମୀ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ। ଏ ଅବସରରେ ଡା. ଷଡଙ୍ଗୀ ବିଶ୍ଵ ଜନସଂଖ୍ୟା ଦିବସ…

Continue Readingକଳମଛୁଇଁ ଡାକ୍ତରଖାନା ପକ୍ଷରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ଆମ୍ବୁଲାନ୍ସ କୁ ପିଟିଲା ଆମ୍ବୁଲାନ୍ସ

ଅନୁଗୁଳ: ସୋମବାର ସକାଳେ ଅନୁଗୁଳ ଗନ୍ଧିମାର୍ଗ ମିରାନିଆ ଟାୱାର ସମ୍ମୁଖରେ ଦୁଇଟି ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଅନୁଗୁଳ ଶିମିଳିପଡା ପଟୁ ସମ୍ବଲପୁର ଆଡ଼କୁ ଗେଲ ଇଣ୍ଡିଆର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ପାଇଁ ଦେଉଥିବା ଦୁଇଟି ଆମ୍ବୁଲାନ୍ସ ଦୃତ ଗତିରେ ଯାଉଥିବା…

Continue Readingଆମ୍ବୁଲାନ୍ସ କୁ ପିଟିଲା ଆମ୍ବୁଲାନ୍ସ

ଦୁଇ ଚୋରା ବାଇକ ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତଳମୂଳ ଗାଁରୁ ରବିବାର ଦୁଇଟି ଚୋରା ଗାଡ଼ି ଜବତ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ମନୋଜ ସାହୁଙ୍କ ଘରେ ଚଢଉ…

Continue Readingଦୁଇ ଚୋରା ବାଇକ ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ