ଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନାଲକୋ ନଗର ଏଫସିଆଇ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା…

Continue Readingଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ଅନୁଗୁଳ: ନଭେମ୍ବର ୧୭ ଓଡ଼ିଆ ସଙ୍ଗୀତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀରେ ଅନୁଗୁଳ ଧର୍ମଶାଳା ଠାରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ତିନିଜଣ ଶିଶୁ କଣ୍ଠ ଶିଳ୍ପୀ ପ୍ରଦୀପ ଜାଳି ସମାରୋହକୁ ଉଦଘାଟନ କରିଥିଲେ । 'ଫୋକସ' ପକ୍ଷରୁ…

Continue Readingଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ଯୁକ୍ତ୨ ପାଇଁ ପୁଣିଥରେ ନାମଲେଖା, ଆଜିଠୁ ଆବେଦନ

ଅନୁଗୁଳ : ଯୁକ୍ତ୨ରେ ଖାଲିଥିବା ସିଟ୍ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ନଭେମ୍ବର ୧୮ ତଥା ଗୁରୁବାର ପୂର୍ବାହ୍ନ…

Continue Readingଯୁକ୍ତ୨ ପାଇଁ ପୁଣିଥରେ ନାମଲେଖା, ଆଜିଠୁ ଆବେଦନ

ଅନୁଗୋଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଦିବସ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ସ୍ଥାନୀୟ ଏୟୁସିସି ବ୍ୟାଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ସଂଘର ସଭାପତି ଦ୍ବାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ…

Continue Readingଅନୁଗୋଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଦିବସ ପାଳନ

ଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ଅନୁଗୁଳ: ଭାରତୀୟ ମଜଦୂର ସଙ୍ଘ (ବିଏମଏସ) ସଂଲଗ୍ନ କୋଇଲା ଉଦ୍ୟୋଗ ମହାସଂଘ ଅଖିଳ ଭାରତୀୟ ଖଦାନ ମଜଦୂର ସଙ୍ଘର (ଏବିକେଏମଏସ) କେନ୍ଦ୍ରୀୟ ନେତୃବୃନ୍ଦ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସ ଭବନରେ ସାକ୍ଷାତ…

Continue Readingଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

ଅନୁଗୁଳ: ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି। ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା ସହ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ସନ୍ଧିକ୍ଷଣରେ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ସାଜି ଗଣତନ୍ତ୍ରକୁ…

Continue Readingସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

କେନ୍ଦ୍ର ଯୋଜନା ନେଇ ବିଜେପିର ବୈଠକ

ଅନୁଗୁଳ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପିର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୂର୍ବତନ ସାଂସଦ…

Continue Readingକେନ୍ଦ୍ର ଯୋଜନା ନେଇ ବିଜେପିର ବୈଠକ

ସ୍ୱାଭାବିକ ଟ୍ରେନ୍ ଚଳାଚଳ ଦାବିରେ ଷ୍ଟେସନ ନିକଟରେ ଧାରଣା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ସ୍ଵାଭାବିକ ଟ୍ରେନ୍ ଚଳାଚଳ ଦାବିରେ ବୁଧବାର ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି। କରୋନା ସଂକ୍ରମଣ କମିବା ପରେ ସାଧାରଣ ଜୀବନଯାତ୍ରା ଅନେକାଂଶରେ ସ୍ଵାଭାବିକ ହୋଇଛି । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ରେଳପଥରେ…

Continue Readingସ୍ୱାଭାବିକ ଟ୍ରେନ୍ ଚଳାଚଳ ଦାବିରେ ଷ୍ଟେସନ ନିକଟରେ ଧାରଣା

ଓପି ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

ଅନୁଗୁଳ: ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ଅନୁଗୁଳ ଜିଲ୍ଲା ଜିନ୍ଦଲ ନଗର ସ୍ଥିତ ଓପି ଜିନ୍ଦଲ ସ୍କୁଲ ମଙ୍ଗଳବାର ତାହାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଛି। ଏହା ଦ୍ବାରା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ। ଏହି ଅବସରରେ…

Continue Readingଓପି ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

୨୦ଟି ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ବାଲିପଟ୍ଟା ଗ୍ରାମ ନିକଟରେ ଥିବା ବାଲିକୁଦିଆ ସରକାରୀ ଜମିରୁ ବେଆଇନ ଭାବେ ଚାଷ ହୋଇଥିବା ୩ଟି ସ୍ଥାନରୁ ପ୍ରାୟ ୨୦ରୁ ଅଧିକ ପରିପକ୍ବ ଗଞ୍ଜେଇ ଗଛକୁ ମଙ୍ଗଳବାର ଛେଣ୍ଡିପଦା ପୁଲିସ ପକ୍ଷରୁ କାଟି…

Continue Reading୨୦ଟି ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍