ଜିଲ୍ଲାରେ କପା ଚାଷୀ ହତାଶ

ଅନୁଗୁଳ: ଓଡ଼ିଶା କପା ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ। ଅନୁଗୁଳ ସମେତ ୧୨ଟି ଜିଲ୍ଲାରେ ୧୦ କୋଟି କେଜି ତୁଳା ବର୍ଷକୁ ଉତ୍ପାଦିତ ହୁଏ। କିନ୍ତୁ ଶିଳ୍ପ ସମୃଦ୍ଧ ଏ ଜିଲ୍ଲାରେ ଟେକ୍ସଟାଇଲ୍‌ ଶିଳ୍ପକୁ ପ୍ରୋତ୍ସାହନ ନାହିଁ କି ଚାଷୀଙ୍କ ପାଇଁ…

Continue Readingଜିଲ୍ଲାରେ କପା ଚାଷୀ ହତାଶ

ଛତୁ ଫୁଟିଲା ଭଳି ଖୋଲୁଛି କ୍ଲିନିକ୍‌

ଅନୁଗୁଳ: ଅନୁଗୁଳ ସହରରେ ଯେଉଁଆଡେ଼ ଦେଖିବ, ସେଠି ଘରୋଇ କ୍ଲିନିକ୍‌ଟିଏ ନିହାତି ଥିବ। କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଉଲ୍ଲ˚ଘନ କରି ଯେଉଁଠି ନାହିଁ ସେଇଠି କ୍ଲିନିକ୍ ଖୋଲାଯାଉଛି। କେତେବେଳେ ଡାକ୍ତରଙ୍କ ଘର ଆଗରେ ତ କେତେବେଳେ ଘର ପଛରେ କ୍ଲିନିକ୍‌। ପୌରପାଳିକା…

Continue Readingଛତୁ ଫୁଟିଲା ଭଳି ଖୋଲୁଛି କ୍ଲିନିକ୍‌

ଅନୁଗୁଳରେ ସିଟି ପରୀକ୍ଷା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିଟି ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। କୋଭିଡ୍‌ କଟକଣା ସାଙ୍ଗକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷା ଆରମ୍ଭ ହେଉଛି। ପାଳଲହଡ଼ା ଅଞ୍ଚଳରେ ୨ କୋଭିଡ୍‌ ପଜିଟିଭ୍‌ ପରୀକ୍ଷାର୍ଥୀ ମଧ୍ୟ ଛେଣ୍ତିପଦା…

Continue Readingଅନୁଗୁଳରେ ସିଟି ପରୀକ୍ଷା ଆରମ୍ଭ

ଯୁବ ଡାକ୍ତରଙ୍କ ଅକାଳ ବିୟୋଗ

ଅନୁଗୁଳ: ଅନୁଗୁଳ ବ୍ଲକ୍ ପୁରୁଣାକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଯୁବ ଆୟୁଷ ଡାକ୍ତର ଭଜମୋହନ ପାଳଙ୍କ ମଙ୍ଗଳବାର ଭୋର୍ ବେଳେ ପରଲୋକ ଘଟିଛି। ଗତ ୪ ଦିନ ହେବ ତାଙ୍କୁ ଜ୍ବର ସାଙ୍ଗକୁ ଶରୀର ଘୋଳାବିନ୍ଧା ହେଉଥିଲା। ଘରେ ସେ ହଠାତ୍‌…

Continue Readingଯୁବ ଡାକ୍ତରଙ୍କ ଅକାଳ ବିୟୋଗ

ଅନୁଗୁଳ ଡାକ୍ତରଖାନାରେ କୋଭିଡ୍‌ କଟକଣାକୁ ଫୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦିନକୁ ଦିନ ସାଧାରଣ ରୋଗୀଙ୍କ ସ˚ଖ୍ୟା ବଢ଼ି ଚାଲିଛି। ଦିନକୁ ପ୍ରାୟ ୪୦୦ରୁ ଅଧିକ ରୋଗୀ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆସୁଛନ୍ତି। କିନ୍ତୁ ଓପିଡି ପ୍ରବେଶ ଦ୍ବାରରେ ସେମାନଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା…

Continue Readingଅନୁଗୁଳ ଡାକ୍ତରଖାନାରେ କୋଭିଡ୍‌ କଟକଣାକୁ ଫୁ

ଅଗ୍ନିବିପନ୍ନଙ୍କୁ ସହାୟତା

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ସୋଲଡା ଗ୍ରାମର ଦୁଇ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ପାଠାଗାରର ସଦସ୍ୟମାନେ ବିପନ୍ନ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଲୁଗାପଟା, ଖାଦ୍ୟ…

Continue Readingଅଗ୍ନିବିପନ୍ନଙ୍କୁ ସହାୟତା

କୋବି ବଗିଚାରେ ବିଧାୟକ

ଅନୁଗୁଳ: କଳ ଲଙ୍ଗଳରେ ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଏବେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଫୁରସତ ପାଇବା ମାତ୍ରେ ବାଡି ବଗିଚାରେ ସମୟ କାଟୁଛନ୍ତି। ବାଡ଼ିରେ ୧୫ ଶହରୁ ଅଧିକ କୋବି…

Continue Readingକୋବି ବଗିଚାରେ ବିଧାୟକ

ସିଡିଏସ ପରୀକ୍ଷାରେ ଦେଶରେ ଟପ୍ପର ଅଦିତି

ଅନୁଗୁଳ: ନିକଟରେ ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲା ନାଧରାର ଝିଅ ଅଦିତି ପରିଡ଼ା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି କେବଳ ଜନ୍ମମାଟି ନୁହେଁ, ସମଗ୍ର ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି।…

Continue Readingସିଡିଏସ ପରୀକ୍ଷାରେ ଦେଶରେ ଟପ୍ପର ଅଦିତି

ଗାନ୍ଧି ମଣ୍ତପର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଛକ, ବଜାର ଓ ପାର୍କଗୁଡ଼ିକରେ ରାଜ୍ୟ ତଥା ଦେଶର ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରହିଛି। ସେଗୁଡ଼ିକ ପୌରପାଳିକା ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଏ। କିନ୍ତୁ ଅବହେଳା କାରଣରୁ ଅନେକ ଜାଗାରେ ପ୍ରତିମୂର୍ତ୍ତି ଗୁଡ଼ିକ ବିକୃତ ହେବାକୁ ବସିଲାଣି।…

Continue Readingଗାନ୍ଧି ମଣ୍ତପର ନିର୍ମାଣ କାର୍ଯ୍ୟ ଆରମ୍ଭ

ବେଆଇନ୍ ମାଟି ଚାଲାଣ, ଦୁଇ ଗିରଫ

ତାଳଚେର: ଇଟା ଭାଟି ନିମନ୍ତେ ବେଆଇନ ଭାବେ ମାଟି ଖୋଳିବା ଅଭିଯୋଗରେ ତାଳଚେର ପୁଲିସ୍ ସୁନାଖଣି ଗ୍ରାମର ରାମଚନ୍ଦ୍ର ପ୍ରଧାନ ଓ ଟିକନ ପ୍ରଧାନଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ନୂଆ ବଲଣ୍ଡା ଅଞ୍ଚଳରୁ ନିୟମିତ ମାଟି ଖନନ…

Continue Readingବେଆଇନ୍ ମାଟି ଚାଲାଣ, ଦୁଇ ଗିରଫ