ବସଲା ମା’ ଦକ୍ଷିଣକାଳୀ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଅନୁଗୁଳ : ଅନୁଗୁଳ ବ୍ଲକ୍ ବସଲାରେ ରବିବାର ମା’ ଦକ୍ଷିଣକାଳୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୩ ବର୍ଷ ପରେ ବସଲାରେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ ହୋଇଛି। ଏଥିରେ ୬ ଟି ଦଳ ଭାଗ ନେଇଥିଲେ।…
ଅନୁଗୁଳ : ଅନୁଗୁଳ ବ୍ଲକ୍ ବସଲାରେ ରବିବାର ମା’ ଦକ୍ଷିଣକାଳୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୩ ବର୍ଷ ପରେ ବସଲାରେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ ହୋଇଛି। ଏଥିରେ ୬ ଟି ଦଳ ଭାଗ ନେଇଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରପଡା ଧବଳେଶ୍ବର ଶିବ ମନ୍ଦିରରେ ଜଣେ ନାବାଳିକାଙ୍କ ବିବାହକୁ ପ୍ରଶାସନ ରବିବାର ବନ୍ଦ କରିଛି। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚାଇଡ୍ ହେଲପ୍ ଲାଇନ୍, ଛେଣ୍ତିପଦା ସମନ୍ବିତ ଶିଶୁ ବିକାଶ ଅଧିକାରୀଣି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ବିଜୁ ଛାତ୍ର ଜନତା ଦଳର ଏକ ବୈଠକ ରବିବାର ପୂର୍ତ୍ତି ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ତାଳଚେର ନଗର ସଭାପତି ଆସିଫ୍ ଖାନ୍ ବିଜୁ ଯୁବଜନତା ଦଳର…
ଅନୁଗୁଳ: ଅନୁଗୁଳ ସହରର ଜଣାଶୁଣା ଶିକ୍ଷବିତ, ବୁଦ୍ଧିଜୀବୀ ଶ୍ରୀକାନ୍ତ ମିଶ୍ର(୮୩)ଙ୍କ କଟକ ବଡ ମେଡିକାଲରେ ଶନିବାର ପରଲୋକ ଘଟିଛି। ତାଙ୍କ ପରଲୋକରେ ଅନୁଗୁଳରେ ଶୋକର ଛାୟା ଖେଳିଯାଇଛି। ଏ ଅବସରରେ ଅମଲାପଡା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବାଣୀରୂପା ଷ୍ଟଡି…
ଅନୁଗୁଳ: ଶନିବାର ରାତି ପ୍ରାୟ ୧୦ଟା ବେଳେ ଅନୁଗୁଳ ସଦର ଥାନା ଇଲାକା ଡେରେଜାଙ୍ଗ ଡ୍ୟାମ୍ ନିକଟରେ ଜଣେ ଯୁବକଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ଛିନ୍ ଛତର ହୋଇଯାଇଥିବା ଦେଖାଯାଇଛି । ମୃତ ଯୁବକ ସ୍ଥାନୀୟ ଅଂଚଳର…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗାଁର ବାଘେଶ୍ବର ଗଡ଼ନାୟକଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗତ ୧୪ ତାରିଖରେ ବାଘେଶ୍ବର ତାଙ୍କ ବାଇକ୍ରେ ଅନୁଗୁଳରୁ ଘରକୁ ଫେରୁଥିଲେ। ଏହି…
ଅନୁଗୁଳ: ଅନୁଗୁଳ ସହରର ଇଣ୍ଡଷ୍ଟ୍ରିଆଲ ଛକରେ ଥିବା ଏକ ହୋଟେଲକୁ ଭୋଜି ଖାଇବାକୁ ଯାଇଥିବା ରାହୁଲ ସାରଳିଆ ନାମକ ଜଣେ ଯୁବକଙ୍କୁ ନିସ୍ତୁକ ପିଟେିଲେ ହୋଟେଲ କର୍ମଚାରୀ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅନୁଗୁଳ ଗାନ୍ଧୀମାର୍ଗରେ ରହୁଥିବା ରାହୁଲ ତାଙ୍କ ପରିବାରସହ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ବଅଁରପାଳ ତାଳଚେର ରାସ୍ତାରେ ଥିବା ବ୍ରାହ୍ମଣେଇ ଢ଼ାବାରେ ଶୁକ୍ରବାର ରାତିରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ବିଭିନ୍ନ ବ୍ରାଣ୍ଡର ୨୮ ଲିଟର ବିଦେଶୀମଦ ଜବତ କରିଛି। ଏଥିସହ ଢ଼ାବା ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ(୩୮)ଙ୍କୁ ଗିରଫକରିଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରୋଇ ସ୍କୁଲ ଶିକ୍ଷକ ସଂଘ ପକ୍ଷ ରୁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା।ଆଇଡିଏଲ ପବ୍ଲିକ ସ୍କୁଲ ପରିସରରେ ସୁଶାନ୍ତ ତ୍ରିପାଠୀଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ମହେଶ ସାହୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଟାପଢୋଲ ପଞ୍ଚାୟତରେ ଭତ୍ତା ଟଙ୍କା ଚୋରି ହୋଇଯାଇଥିବାରୁ ଶତାଧିକ ହିତାଧିକାରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଭତ୍ତା ମିଳିବାରେ ବିଳମ୍ବ ହେଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ନାନା ଅସନ୍ତୋଷ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ଜୁନ୍…