କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ
ଅନୁଗୁଳ: ଚଢ଼ଉ କରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ଏକ ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି…
ଅନୁଗୁଳ: ଚଢ଼ଉ କରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ଏକ ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଗୁଣ୍ଡୁରୀଖଳି ଗ୍ରାମରେ ଥିବା ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗ୍ରାମବାସୀ। ସୋମବାର ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗୁଣ୍ଡୁରୀଖଳି ଗ୍ରାମର ଅରୁଣ କୁମାର ସାହୁ, ବିଶ୍ବଜିତ…
ଅନୁଗୁଳ: ୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର। ଏଯାଏଁ ଗାଁକୁ ଆସିଲି ଲାଇନ। ଅନ୍ଧାରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପାଇକ ସାହି। ଅଞ୍ଚଳବାସୀଙ୍କ କହିବାନୁଯାୟୀ, ୧୫୦ ଟି ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଗାଁରେ ୧୦୦ କେଭି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ଜଣାପଡ଼ିଛି। ଏ ନେଇ ଠାକୁରଗଡ଼ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣାକୁ ଚାପି ଦେବାକୁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା…
ଅନୁଗୁଳ: କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବାକୁ ପିଲାଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ନୂତନ ଭାବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଠାରେ ସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଚଳିତବର୍ଷ ପ୍ରଥମଥର ୧ମ ରୁ ୫ମ ପର୍ଯ୍ୟନ୍ତ ସମୁଦାୟ ୪୨୯ ଜଣ…
ଅନୁଗୋଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୂର ଗାଁର ରାଜେନ୍ଦ୍ର ବାଘକୁ ସ୍ଥାନୀୟ କିଶୋରନଗର ପୁଲିସ ଦୀର୍ଘ ୪ ବର୍ଷ ପରେ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେ ଜଣେ ମହିଳାଙ୍କୁ ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସାପଘରା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଭ୍ୟାନରେ ବସିଥିବା ପକୋଣ୍ଡା ଅଞ୍ଚଳର ଜନକ ନାୟକ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଜନକଙ୍କ ଭାଇ ଦୁର୍ଯ୍ୟୋଧନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୁଲିସ ସୋମବାର ରାତିରେ ବଇଣ୍ଡା ଅଞ୍ଚଳରେ ଗାଡ଼ି ମଟର ଯାଞ୍ଚ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଠାକୁରଗଡ଼ ଥାନା ବାଲିପଟା ଗ୍ରାମର ଅଜିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ୪୦ ତମ ବାର୍ଷିକ ସଭା ହାଟସାହି ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ବିଜେପି ବରିଷ୍ଠ ନେତା ତଥା ଜିଲ୍ଳା ଉପସଭାପତି ଲିଙ୍ଗରାଜ ଦାଶ ଏବଂ ମଣ୍ଡଳ…
ଅନୁଗୁଳ: ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା। ଗଞ୍ଜେଇ ଜବତ କରିବା ସହ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଦମ୍ପତି ହେଲେ ଭଦ୍ରକ ଜିଲ୍ଲା ଧୋଷରି ଥାନା ବାମକୁରା ଗ୍ରାମର ସନ୍ତୋଷ କୁମାର ଚାନ୍ଦ ଓ ତାଙ୍କ ପତ୍ନୀ…