ହାତୀ ଦ୍ବାରା ଫସଲ ନଷ୍ଟ, ଡିଏଫ୍ଓଙ୍କୁ ଭେଟିଲା ବିଜେପି
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଧୋକୁଟା ଗ୍ରାମର ଚାଷୀ ମାନଙ୍କର ହାତୀ ଉପଦ୍ରବରେ ଫସଲ ନଷ୍ଟ ନେଇ ଅନୁଗୁଳ ଡିଏଫ୍ଓଙ୍କୁ ଗୁରୁବାର ଭେଟି କ୍ଷତିପୂରଣ ଦାବି କରିଛି ବିଜେପି। ହାତୀପଲ ଚାଷୀମାନଙ୍କ କୋବି, ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ, କଦଳୀ, ଅମୃତଭଣ୍ଡା…





