ଧାନ ମଣ୍ଡିରେ ଧାନ କିଣା ଆରମ୍ଭ
ଅନୁଗୁଳ: ଅନୁଗୁଳ ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ମଙ୍ଗଳବାର ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ କରି ଚାଷୀଙ୍କ ନିକଟରୁ…
ଅନୁଗୁଳ: ଅନୁଗୁଳ ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ମଙ୍ଗଳବାର ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ କରି ଚାଷୀଙ୍କ ନିକଟରୁ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଶିବ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡିକୁ କେହି ଭାଙ୍ଗି ନେଇଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ କେହି ଦୁର୍ବୃତ୍ତ ହୁଣ୍ଡିକୁ ଭାଙ୍ଗି ନେଇଥିବା ଛେଣ୍ଡିପଦା ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ସୂଚନା…
ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ରାଇକଝରଣ ପଞ୍ଚାୟତର ଧୋବାମଳିହା ପ୍ରାଥମିକ ବିଦ୍ୟାଳୟ ନିକଟରୁ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ମୁତାବକ, ଧୋବାମଳିହା ନିକଟରେ ଉତ୍କଳ ଡି କୋଲ ବ୍ଲକରେ ମଇତ୍ରୀ କମ୍ପାନୀ ପକ୍ଷରୁ…
ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ପୋଲିସ ପ୍ରେମିକକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ପ୍ରେମିକ ଜଣକ ହେଲେ ବଡ କେରଜାଙ୍ଗର ଲିପୁ ବିଶ୍ବାଳ (୨୪)। ପୋଲିସ ସୂଚନା ମୁତାବକ, ନିଶା ଶିଳ୍ପାଞ୍ଚଳ…
ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ଡଙ୍ଗାପାଳରେ ବୋହୂର ପନିକି ଚୋଟରେ ଶାଶୁ ଗୁରୁତର ହୋଇଛନ୍ତି। ଗୁରୁତର ଶାଶୁ ହେଲେ ଡଙ୍ଗାପଳର ଚତୁରୀ ସାହୁ। ସୂଚନା ମୁତାବକ, ଚତୁରୀ ସାହୁଙ୍କ ବୋହୂ ତାଙ୍କ ଅମଳ ଧାନକୁ ବାହାରେ ବିକ୍ରି କରିବା ପାଇଁ ଘରୁ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ତେବୁଡ ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତବକ, ପଟକୁମୁଣ୍ଡା ପଞ୍ଚାୟତ ତେବୁଡ଼ ଗାଁର ଅଥାନି ପ୍ରଧାନ (୪୮) ମଙ୍ଗଳବାର ରାତିରେ ଘର ନିକଟ ଖଳାରେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ବିଦ୍ୟୁତ ସେକ୍ସନ ଅଧୀନସ୍ଥ ୧୫ଟି ଗାଁର ଲୋକ ଦୀର୍ଘ ସପ୍ତାହେ କାଳ ଅନ୍ଧାରରେ ରହିବା ପରେ ସୋମବାର ସନ୍ଧ୍ୟାରେ ବିଜୁଳି ଆଲୋକ ଦେଖିଛନ୍ତି। ସୂଚନା ମୁତାବକ, କୋଶଳା ବିଦ୍ୟୁତ ସେକ୍ସନ ଅଧୀନସ୍ଥ ସନ୍ତରାବନ୍ଧର…
ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋପୀନାଥପୁର ଠାରେ ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସ୍କୁଟି ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ହେଇଛି। ମୃତ ସ୍କୁଟି ଚାଳକ ଛେଣ୍ଡିପଦାର ଦାମୋଦର ସାହୁ…
ଅନୁଗୁଳ : ସ୍ଥାନୀୟ ଛେଣ୍ଡିପଦା ବୈଦିକ ଯୋଗକେନ୍ଦ୍ର ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବୈଦିକ ସତ ସଂଘ ଯୋଗକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଗରିବ ଲୋକଙ୍କୁ କମ୍ବଳ ବିତରଣ କରାଯାଇଛି। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ତହସିଲଦାର ଡାନିଏଲ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା-ବ୍ରାହ୍ମଣବିଲ ରାସ୍ତାର ଭାଗିଲାକଟା ଗାଁ ପୋଖରୀ ନିକଟରେ ବନ ବିଭାଗ ଶାଗୁଆନ କାଠ ନେଉଥିବା ଏକ ପିକଭ୍ୟାନ୍ ଜବତ କରିଛି। ବନ ବିଭାଗ ସୂଚନା ଅନୁଯାୟୀ, ସୋମବାର ବିଳମ୍ବତ ରାତିରେ ପୋଲିସ ପାଟ୍ରୋଲିଂ…