ଜିଲ୍ଲାପାଳଙ୍କୁ ଭେଟିଲେ ମୋନେଟ୍ ବିସ୍ଥାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ନିଶା ଶିଳ୍ପାଞ୍ଚଳଠାରେ ଥିବା ମୋନେଟ ପାୱାର କମ୍ପାନୀର ବିସ୍ଥାପିତମାନେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ମୋନେଟ ଦ୍ବାରା ବିସ୍ଥାପିତ ମାଳିବ୍ରାମହଣୀ ଗାଁର…

Continue Readingଜିଲ୍ଲାପାଳଙ୍କୁ ଭେଟିଲେ ମୋନେଟ୍ ବିସ୍ଥାପିତ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ମହକୁମା ହାଟପଡ଼ିଆଠାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ପାଳିତ ହୋଇଥିଲା। ଏହି ଅବସରରେ ଶତାଧିକ ବୃଦ୍ଧ, ବୃଦ୍ଧାଙ୍କୁ ବସ୍ତ୍ର ବିତରଣ କରାଯାଇଥିଲା। ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା…

Continue Readingପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ

ବାଲ୍ୟବିବାହକୁ ରୋକିଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରପଡା ଧବଳେଶ୍ବର ଶିବ ମନ୍ଦିରରେ ଜଣେ ନାବାଳିକାଙ୍କ ବିବାହକୁ ପ୍ରଶାସନ ରବିବାର ବନ୍ଦ କରିଛି। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚାଇଡ୍ ହେଲପ୍ ଲାଇନ୍, ଛେଣ୍ତିପଦା ସମନ୍ବିତ ଶିଶୁ ବିକାଶ ଅଧିକାରୀଣି…

Continue Readingବାଲ୍ୟବିବାହକୁ ରୋକିଲା ପ୍ରଶାସନ

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମକରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡିଆ ଗାଁର ମୋହନ କୁମାର ଅଗ୍ରୱାଲ(୫୦) ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୋହନ ଜୁଲାଇ ମାସ ୧୮ ତାରିଖରେ ତାଙ୍କ ସ୍ତ୍ରୀ…

Continue Readingସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମକରି ସ୍ବାମୀ ଗିରଫ

ଓଜନସ୍ତର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ : ଆନ୍ତର୍ଜାତୀୟ ଓଜନ ସ୍ତର ସଂରକ୍ଷଣ ଦିବସ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଗରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତି ପକ୍ଷରୁ ଜରଡା ହାଇସ୍କୁଲ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ସଚେତନତା…

Continue Readingଓଜନସ୍ତର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ଜରିପାଲ ନମିଳିବାରୁ ବିକ୍ଷୋଭ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ବାଗଡ଼ିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ବୁଧବାର ଜରିପାଲ ନମିଳିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଅନେକ ଗରିବ ହିତାଧିକାରୀ ପଲିଥିନ୍ ନପାଇ ରାଜସ୍ୱ ନିରୀକ୍ଷକଙ୍କ…

Continue Readingଜରିପାଲ ନମିଳିବାରୁ ବିକ୍ଷୋଭ

ଚୋର ଗିରଫ, ଚୋରୀ ସାମଗ୍ରୀ ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଶନିବାର ଜଣେ ଚୋରଙ୍କୁ ଗିରଫରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗତ କିଛିଦିନତଳେ ଝିଣ୍ଟିପାଳ ଗାଁର ଋଷଭ ସାହୁଙ୍କ ଦୋକାନରୁ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବାପରେ ପୁଲିସ…

Continue Readingଚୋର ଗିରଫ, ଚୋରୀ ସାମଗ୍ରୀ ଜବତ

ବାରାହା ମାଂସ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ବିଳମ୍ବିତ ରାତିରେ କଣଲୋଇ ଗାଁର ଦୁଶାସନ ଦେହୁରୀଙ୍କ ଘରେ ଚଢାଉ କରି ଚମଡ଼ା ଲଗା ବାରାହା ମାଂସ ଜବତ କରିଛି ଏଥିସହ ଦୁଶାସନକୁ ଅଟକ ରଖି…

Continue Readingବାରାହା ମାଂସ ଜବତ, ୩ ଗିରଫ

ଜଳିଗଲା ନବିସନ୍ଦା କାର୍ଯ୍ୟାଳୟ

ଅନୁଗୁଳ: ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ନବିସନ୍ଦାଙ୍କ କାର୍ଯ୍ୟାଳୟ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଛି। ବିଳମ୍ୱିତ ରାତି ପ୍ରାୟ ୩ଟା ସମୟରେ ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ପାଖରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ନିଆଁ ଲାଗି…

Continue Readingଜଳିଗଲା ନବିସନ୍ଦା କାର୍ଯ୍ୟାଳୟ

ସ୍କ୍ରାପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଜରପଡ଼ା ରାସ୍ତାରୁ ଗୁରୁବାର ବିଳମ୍ବିତ ରାତିରେ ଏକ ସ୍କ୍ରପ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୁଲିସ। ସୂଚନା ଯେ, ଭ୍ୟାନଟି ଜିନ୍ଦଲ ଅଞ୍ଚଳରୁ ୯ କ୍ବିଣ୍ଟାଲ ୮୦ କେଜି…

Continue Readingସ୍କ୍ରାପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଜଣେ ଗିରଫ