ମଦ କାଉଣ୍ଟର୍‌ରୁ ଚୋରି,ବୋହିନେଲେ ପେଟି ପେଟି ମଦ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଇଲାକାରେ ବଡ଼କେରେଜାଙ୍ଗଠାରେ ଥିବା ଏକ ମଦ କାଉଣ୍ଟରରୁ ଚୋର ପେଟି ପେଟି ମଦ ବୋହି ନେଇଛନ୍ତି। ଚୋରି ହୋଇଥିବା ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।କାଉଣ୍ଟର ଆଲମିରାରୁ ଦୁର୍ବୃତ୍ତ ଭଳିକି ଭଳି ଦାମୀ ବ୍ରାଣ୍ଡ୍‌ର…

Continue Readingମଦ କାଉଣ୍ଟର୍‌ରୁ ଚୋରି,ବୋହିନେଲେ ପେଟି ପେଟି ମଦ

ବଡ଼ହିଂସରରେ ବିଜେଡିର ମିଶ୍ରଣ ପର୍ବ

ଅନୁଗୁଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ ହିଂସର ପଞ୍ଚାୟତର ମା’ ଖୁମ୍ବେଶ୍ୱରୀ ପୀଠରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡ଼ ହିଂସର ଓ କଞ୍ଜରା ପଞ୍ଚାୟତରୁ ୬୦ରୁ ଅଧିକ ରାଜନୈତିକ କର୍ମୀ ବିଜେଡିରେ ସାମିଲ୍…

Continue Readingବଡ଼ହିଂସରରେ ବିଜେଡିର ମିଶ୍ରଣ ପର୍ବ

ରାସ୍ତାରେ ଗଛ ଭାଙ୍ଗି ୩ଗୁରୁତର

ଅନୁଗୋଳ: ସୋମବାର ଅନୁଗୋଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମୁଖରେ ରାସ୍ତାରେ ଗଛ ଭାଙ୍ଗି ମାଡିବସିବାରୁ ତିନି ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ଅସୁସ୍ଥ ପୁଅକୁ ମେଡିକାଲ ନେଇ ଯାଉଥିଲେ। ଗୁରୁତର ମାନେ ହେଲେ କରଡାବାହାଳୀ ଗାଁର…

Continue Readingରାସ୍ତାରେ ଗଛ ଭାଙ୍ଗି ୩ଗୁରୁତର

ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ନିକଟରେ ଏକ ଅଜଣା ଗାଡି ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତରଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବଅଁପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗାଁର ପ୍ରମୋଦ ମହାପାତ୍ର(୪୭) ଓ…

Continue Readingଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ସ୍ୱାସ୍ଥ୍ୟକେନ୍ଦ୍ର, ବାୟାଣୀ ପିଢ଼ ବିଶୋଧନ କଲେ ଯୁବ ସ୍ଵେଚ୍ଛାସେବୀ

ଅନୁଗୁଳ: ତାଳଚେର ବ୍ଳକ ଡଅରା ଗ୍ରାମର ଯୁବ ସ୍ବେଚ୍ଛାସେବୀ ତଥା ଯୁବ ବିଜେପି କର୍ମକର୍ତ୍ତା ଜଗଦୀଶ ସାହୁଙ୍କ ଉଦ୍ୟମକ୍ରମେ ମଙ୍ଗଳବାର ଏକ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ବ୍ଳକର ଗଡ ମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର,ପାତ୍ରପଡ଼ା ମା ବାୟାଣୀ ପୀଠ ଓ ଶ୍ରୀ…

Continue Readingସ୍ୱାସ୍ଥ୍ୟକେନ୍ଦ୍ର, ବାୟାଣୀ ପିଢ଼ ବିଶୋଧନ କଲେ ଯୁବ ସ୍ଵେଚ୍ଛାସେବୀ

ଶୋଇଥିବାବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅନୁଗୁଳ: ବଅଁରପାଳ ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ଵର ଘଡ଼େଇଙ୍କ ଘରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଘର କବାଟ ବନ୍ଦ କରିଦିଆ ଯାଇଥିବାରୁ ଝରକା ଭାଙ୍ଗି ବହୁ କଷ୍ଟରେ…

Continue Readingଶୋଇଥିବାବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ୍। ସୂଚନା ମୁତାବକ, ଜଣେ ୧୫ ବର୍ଷର ନାବାଳିକା ଗତ ୧୫ ତାରିଖ ଦିନ ୨ ଟା ବେଳେ ତାଙ୍କ…

Continue Readingନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଦାଦାବଟି ଆଦାୟ, ଯୁବକ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା- କାଳିଆକଟା ରାସ୍ତାରେ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କାଳିଆକଟା ଗାଁର ହାଡ଼ିବନ୍ଧୁ ପ୍ରଧାନ(୩୦)ଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ହାଡ଼ିବନ୍ଧୁ ଶନିବାର ଅପରାହ୍ନ ପ୍ରାୟ ୩ଟାବେଳେ ଟାଙ୍ଗିଆ ଧରି ଗାଁ ରାସ୍ତାରେ…

Continue Readingଦାଦାବଟି ଆଦାୟ, ଯୁବକ ଗିରଫ

ଭୁଜାଲି ଚୋଟରେ ଡିଆଇଇଟି ଅଧ୍ୟକ୍ଷ ଆହତ

ଅନୁଗୁଳ: ଛେଣ୍ଡିପଦା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ଦାସଙ୍କ ଉପରେ ଶୁକ୍ରବାର ଅପରାହ୍ନରେ ଆକ୍ରମଣ ହୋଇଛି। ଛୁଟି ନାମଂଜୁର କରିବାରୁ ରାତ୍ର ଜଗୁଆଳି ଏକ ଭୁଜାଲିରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି…

Continue Readingଭୁଜାଲି ଚୋଟରେ ଡିଆଇଇଟି ଅଧ୍ୟକ୍ଷ ଆହତ

ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଅନୁଗୁଳ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା । ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଅଭିଯୋଗ। ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସେହି ଗାଁର ଜିତେନ୍ଦ୍ର ଧଳ । ଅଭିଯୁକ୍ତ…

Continue Readingଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ