କରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

ଅନୁଗୁଳ : ପୁଣି ହଜିଗଲା ମାନିବକତା । ମରିଗଲା ମଣିଷ ପଣିଆ । ମଲାପରେ ଚାରିକାନ୍ଧ ଦେଲେନି ସମ୍ପର୍କୀୟ କି ପାଖ ପଡିଶା । ଅନୁଗୁଳ ଛେଣ୍ଡିପଦା ବାହାଳସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କରୋନାରେ ମୃତ ହୋଇଥିବା ଆଶଙ୍କା…

Continue Readingକରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

ମାଆକୁ ମାଡ଼ମାରି ପୁଅ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁର ଜଣେ ଯୁବକ ମାଆକୁ ମାଡ଼ପିଟ କରିବା ଅଭିଯୋଗରେ ଗିରଫ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗାଁର ଚନ୍ଦ୍ରମଣି ପୃଷ୍ଟି (୩୦) ସାମାନ୍ୟ କଥାରେ ଗତକାଲି ରାତି ପ୍ରାୟ ୯ଟାବେଳେ ନିଜର ବିଧବା ମାଆ…

Continue Readingମାଆକୁ ମାଡ଼ମାରି ପୁଅ ଗିରଫ

କୁଳୁମା ପଞ୍ଚାୟତ ସପ୍ତାହେ ସଟଡାଉନ୍

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣିହାଁ ବ୍ଲକ୍‌ର କୁଳୁମା ପଞ୍ଚାୟତକୁ ଏକ ସପ୍ତାହ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଗୁରୁବାର ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି । ପ୍ରକାଶ ଯେ, କୁଳୁମା ଗ୍ରାମପଞ୍ଚାୟତରେ ଦିନକୁ ଦିନ…

Continue Readingକୁଳୁମା ପଞ୍ଚାୟତ ସପ୍ତାହେ ସଟଡାଉନ୍

ଶାଳୀକୁ ଭିଣେଇର ବଳାତ୍କାର ଉଦ୍ୟମ

ଅନୁଗୁଳ: କଣିହାଁ ବ୍ଳକ୍ ତଥା ରେଙ୍ଗାଳି ଥାନା ଇଲାକାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଳୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଉନ୍ମତକାଣ୍ଡ ଘଟାଇଛି ଅଭିଯୁକ୍ତ ଭିଣେଇ। ଭିଣେଇର କାଠ ଫାଳିଆ…

Continue Readingଶାଳୀକୁ ଭିଣେଇର ବଳାତ୍କାର ଉଦ୍ୟମ

ଛେଣ୍ଡିପଦା ସ୍ଥିତି ସଙ୍ଗିନ୍

ଅନୁଗୁଳ: କରୋନା ଦ୍ବିତୀୟ ଲହର ଛେଣ୍ଡିପଦା ବ୍ଲକରେ ଆତଙ୍କ ସୃଷ୍ଟି କରିଛି । ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ତତ୍ପରତା ଦେଖାଇଥିଲେ, ଦ୍ବିତୀୟ ପର୍ଯ୍ୟାୟରେ ସେଭଳି ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ଆସୁଥିଲାବେଳେ ଗତ ୩ଦିନରେ ୨୧୮ ଜଣ କରୋନାରେ ଆକ୍ରାନ୍ତ…

Continue Readingଛେଣ୍ଡିପଦା ସ୍ଥିତି ସଙ୍ଗିନ୍

ପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବରସାହି ପଞ୍ଚାୟତ ଖମାର ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଘଟଣରେ ଜଣେ ତିନି ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି । ଗାଧଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯିବାରୁ ଶିଶୁଟି ମୃତ୍ୟୁ ମୁଖରେ ପଡ଼ିଥିଲା। ସୂଚନାଯୋଗ୍ୟ, ଖମାର…

Continue Readingପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

ଅନୁଗୁଳ: ଛେଣ୍ଡିପଦା ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନାର ଝିଣ୍ଟିପାଳ ଗ୍ରାମରେ ଗୁରୁବାର ଏକ ନାବାଳିକା ବିବାହ ବନ୍ଦ୍ କରିବାରେ ସଫଳ ହୋଇଛି ପ୍ରଶାସନ। ଦୁଇ ଆଇସିଡିଏସ୍ ସୁପର୍‌ଭାଇଜର୍ ଗ୍ରାମରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ଆଇନ୍ ଉଲଂଘନର ପରିଣାମ…

Continue Readingନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଅଭାବନୀୟ ଘଟଣା। ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଅନୁଗୁଳ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣା ପଡିଛି। ସୂଚନା…

Continue Readingଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

କୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

ଅନୁଗୁଳ: ରେଙ୍ଗାଳି ଥାନା ଦେନାଳୀ ଗାଁରେ ଜଣେ କୁକୁଡ଼ା ଚିଆଁ ବ୍ୟବସାୟୀ ଗତ ରବିବାର ଲୁଟ୍‌ପାଟ୍‌ର ଶିକାର ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ରବିବାର ମଧ୍ୟାହ୍ନରେ ଦେନାଳୀ ଗାଁକୁ ଜଗତପୁର ଥାନା ଭୟରପୁର ଗ୍ରାମର…

Continue Readingକୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

ଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ

ଅନୁଗୁଳ: ସ୍ଥଗିତ ହୋଇଛି ଅନୁଗୁଳ ଜିଲ୍ଲାର ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌( ଜରପଡ଼ା)ରେ ଉପନିର୍ବାଚନ । କରୋନାର ଭୟବହତା ସାଙ୍ଗକୁ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ଆସନ୍ତା ୨୮…

Continue Readingଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ