ଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର। ବେକରେ ଫାଶୀ ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ…

Continue Readingଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମିଳନରେ ବାଧକ ସାଜିଲେ ପରିବାର ଲୋକ! ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ପ୍ରେମୀ ଯୁଗଳ

ଅନୁଗୁଳ : ମିଳନରେ ବାଧକ ସାଜିଲେ ପରିବାର ଲୋକ। ଅନ୍ୟ ଉପାୟ ନ ପାଇ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ପ୍ରେମିକ ଓ ନାବାଳିକା ପ୍ରେମିକା। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଞ୍ଚଳରେ। ଉଭୟଙ୍କୁ…

Continue Readingମିଳନରେ ବାଧକ ସାଜିଲେ ପରିବାର ଲୋକ! ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ପ୍ରେମୀ ଯୁଗଳ

ପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଅନୁଗୁଳ: ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ନିକଟବର୍ତ୍ତୀ ଦୁଦୁରୁକୋଟ ଗାଁର ଧରଣୀଧର ବେହେରାଙ୍କ ପେଟରେ ଶାବଳ ପଶି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ,ଅପରାହ୍ନରେ ଧରଣୀ ଘର ଗୁହାଳରେ କାମ କରୁଥିବା ବେଳେ ଗାଈ ଖୁବ୍ ଜୋର୍ ରେ ଲାତ…

Continue Readingପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଓଡ଼ିଶାର ତୃତୀୟ ସିନେମା ‘କଥାଚିତ୍ର’: ଜାଣନ୍ତୁ, ଏହାର ରୋଚକ ଇତିହାସ

ଢେଙ୍କାନାଳ: ସିନେମା ହଲର ଇତିହାସ ବହୁ ପୁରୁଣା। ଏବେ ସିନା ଆମେ ଆଧୁନିକ ଦୁନିଆରେ ମଲ୍‌ଟିପ୍ଲେକ୍ସରେ ସିନେମା ଉପଭୋଗ କରୁଛେ। କିନ୍ତୁ ଆଗରୁ ଦର୍ଶକ ଚାଳଘର ଚଟାଣରେ ଅଖା ପାରି କିମ୍ବା କାଠବେଞ୍ଚ୍‌ରେ ବସି ସିନେମା ଦେଖୁଥିଲେ। ତେବେ ଅତୀତର ସିନେମା…

Continue Readingଓଡ଼ିଶାର ତୃତୀୟ ସିନେମା ‘କଥାଚିତ୍ର’: ଜାଣନ୍ତୁ, ଏହାର ରୋଚକ ଇତିହାସ

ଅନୁଗୁଳ ଓ ଢେଙ୍କାନାଳର ମିଳିତ ନିର୍ବାଚନ ପ୍ରସ୍ତୁତି ବୈଠକ

ଅନୁଗୁଳୁ: ସାଧାରଣ ନିର୍ବାଚନ ୨୦୨୪ କୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ଅନୁଗୁଳ ଜିଲ୍ଲାପାଳ ଅଦାଲ୍ ଏମ୍ ଅଖର ଓ ଢେଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନ ପ୍ରସ୍ତୁତି ଓ ସମନ୍ବୟ ବୈଠକ…

Continue Readingଅନୁଗୁଳ ଓ ଢେଙ୍କାନାଳର ମିଳିତ ନିର୍ବାଚନ ପ୍ରସ୍ତୁତି ବୈଠକ

କାହା ହାତକୁ ଯିବ ଢେଙ୍କାନାଳ ଲୋକସଭା ଆସନ ? କଂଗ୍ରେସ ଓ ବିଜେପିର ଦୁଇ ପୁରୁଖା ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ନବାଗତ

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରେ ଏଥର ନୂଆ ମୁହଁ ସହ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ଓ କଂଗ୍ରେସ। ଅନ୍ୟପଟେ ବିଜେପି ଗତ ୩ ଥରର ପ୍ରାର୍ଥୀଙ୍କୁ ପୁଣି ଭରସା କରିଛି। ୧୯୯୯ ନିର୍ବାଚନରେ ଏହି ଆସନରୁ କଂଗ୍ରେସର କେ.ପି. ସିଂହଦେଓ ବିଜୟୀ…

Continue Readingକାହା ହାତକୁ ଯିବ ଢେଙ୍କାନାଳ ଲୋକସଭା ଆସନ ? କଂଗ୍ରେସ ଓ ବିଜେପିର ଦୁଇ ପୁରୁଖା ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ନବାଗତ

ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ସ୍ଥାନୀୟ ମା ବାସନ୍ତୀ ଦୁର୍ଗାପୂଜା ପଡିଆରେ ଢେ଼ଙ୍କାନାଳ ଡିଭିଜନ ଅନ୍ତର୍ଗତ ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଯାଇଅଛି।ଅବସରପ୍ରାପ୍ତ ଡାକ ବିଭାଗ ନିର୍ଦ୍ଦେଶକ ଆଦିତ୍ୟ ପ୍ରସାଦ ନାୟକ ମୁଖ୍ୟ ଅତିଥି ରୁପେ ସମାବେଶକୁ ଉଦ୍ଘାଟନ କରିଥିଲେ।ସରୋଜ କୁମାର ମହାପାତ୍ରଙ୍କ…

Continue Readingଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

କ୍ରେନ୍ ଅପରେଟରଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ଶଳା ଭାଉଜ ସହ ଅନୈତିକ ସମ୍ପର୍କ ପାଇଁ ଶଳାକୁ ହତ୍ୟା ଯୋଜନା, ସ୍ୱାମୀକୁ ମାରିବାକୁ ସାହାଯ୍ୟ କରିଥିଲା ସ୍ତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଟାଟାଷ୍ଟିଲ୍ ମେରାମଣ୍ଡଳୀ କାରଖାନା ପାର୍ଶ୍ୱରେ ନଭେମ୍ବର ୧୪ ପୂର୍ବାହ୍ନରେ କ୍ରେନ୍ ଅପରେଟରଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ପୋଲିସ। ପରକୀୟା ପ୍ରୀତିରୁ ଏହି ଗୁଳିମାଡ଼ ହୋଇଥିବା ପୋଲିସ ସ୍ପଷ୍ଟ କରିଛି। ପୋଲିସ…

Continue Readingକ୍ରେନ୍ ଅପରେଟରଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ଶଳା ଭାଉଜ ସହ ଅନୈତିକ ସମ୍ପର୍କ ପାଇଁ ଶଳାକୁ ହତ୍ୟା ଯୋଜନା, ସ୍ୱାମୀକୁ ମାରିବାକୁ ସାହାଯ୍ୟ କରିଥିଲା ସ୍ତ୍ରୀ

ସିଡିଏସ ପରୀକ୍ଷାରେ ଦେଶରେ ଟପ୍ପର ଅଦିତି

ଅନୁଗୁଳ: ନିକଟରେ ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲା ନାଧରାର ଝିଅ ଅଦିତି ପରିଡ଼ା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି କେବଳ ଜନ୍ମମାଟି ନୁହେଁ, ସମଗ୍ର ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି।…

Continue Readingସିଡିଏସ ପରୀକ୍ଷାରେ ଦେଶରେ ଟପ୍ପର ଅଦିତି

ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚୂରମାର୍

ଅନୁଗୁଳ: ପୁରୁଣା କଟକ- ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ସୁକିଆବାଉତି ଛକ ନିକଟରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ…

Continue Readingଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚୂରମାର୍