ଅନୁଗୁଳ ଡାକ୍ତରଖାନା ଲାଞ୍ଚ ନ ଦେଲେ ଅସ୍ତ୍ରୋପଚାର ବନ୍ଦ!

ଅନୁଗୁଳ: ଲାଞ୍ଚ ଓ ଚିକିତ୍ସାରେ ଅବହେଳା ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ ଅନେକ ବଦନାମ୍ ମଧ୍ୟ ମୁଣ୍ଡାଇଛି। ବିଶେଷ କରି ସର୍ଜରୀ ବିଭାଗରେ ବିନା ଲାଞ୍ଚରେ କୌଣସି ଅସ୍ତ୍ରୋପଚାର ହେଉ ନଥିବା ରୋଗୀ ମାନେ…

Continue Readingଅନୁଗୁଳ ଡାକ୍ତରଖାନା ଲାଞ୍ଚ ନ ଦେଲେ ଅସ୍ତ୍ରୋପଚାର ବନ୍ଦ!

ଅନୁଗୁଳ ହସ୍ପିଟାଲ ପରିଦର୍ଶନ କଲେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ରାଷ୍ଟ୍ରୀୟ ଗୁଣବତ୍ତା ନିଶ୍ଚିତକରଣ ୟୁନିଟ(National Quality Assurance standard)ର ପ୍ରତିନିଧିଦଳ। ଆଜି ଏହି ଟିମ୍ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଏହାର ଭିତ୍ତିଭୂମି, ଚିକିତ୍ସା…

Continue Readingଅନୁଗୁଳ ହସ୍ପିଟାଲ ପରିଦର୍ଶନ କଲେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ପ୍ରତିନିଧି ମଣ୍ଡଳୀ

ହାଇକୋର୍ଟ ସ୍ୱାସ୍ଥ୍ୟ କମିଟିର ଅନୁଗୁଳ ଗସ୍ତ

ଅନୁଗୁଳ: ଲକ୍ଷ ଲକ୍ଷ ଟଙ୍କାର ମେଡିସିନ ଘୋଟାଲା, ବେଆଇନ ନର୍ସ ଓ ଲ୍ୟାବ ଟେକ୍ନିସିଆନ ନିଯୁକ୍ତି, ରୋଗୀ କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷାକର୍ମୀ ନିଯୁକ୍ତିରେ ଲାଞ୍ଚ ତଥା ଅନ୍ୟାନ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବହୁ ବଦନାମ ମୁଣ୍ଡାଇ ଥିବା…

Continue Readingହାଇକୋର୍ଟ ସ୍ୱାସ୍ଥ୍ୟ କମିଟିର ଅନୁଗୁଳ ଗସ୍ତ

ଅବ୍ୟବସ୍ଥା ଘେରରେ ଅନୁଗୁଳ ବଡ଼ ମେଡିକାଲର ହେଲ୍ପ ଡେସ୍କ, ରୋଗୀଙ୍କୁ ସାହାଯ୍ୟ କରିବ କଣ ସବୁ ବେଳେ ବନ୍ଦ

ଅନୁଗୁଳ : ବହୁ ଅବ୍ୟବସ୍ଥା ଘେରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ହସ୍ପିଟାଲର ହେଲ୍ପ ଡେସ୍କ କାଉଣ୍ଟର ଅନେକ ଦିନ ହେଲାଣି ବନ୍ଦ ପଡିଛି। ଏହି ଡେସ୍କ ବିଭିନ୍ନ ୱାର୍ଡ, ରକ୍ତପରୀକ୍ଷା କେନ୍ଦ୍ର, ଆଖି, ଟିବି, ଅନ୍ୟ ଡାକ୍ତରୀ ସେବା ବିଷୟରେ…

Continue Readingଅବ୍ୟବସ୍ଥା ଘେରରେ ଅନୁଗୁଳ ବଡ଼ ମେଡିକାଲର ହେଲ୍ପ ଡେସ୍କ, ରୋଗୀଙ୍କୁ ସାହାଯ୍ୟ କରିବ କଣ ସବୁ ବେଳେ ବନ୍ଦ

ଅନୁଗୁଳ ଡାକ୍ତରଖାନାକୁ ଆସିବେ ୪ ଡାକ୍ତର

ଅନୁଗୁଳ: ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ରାଜ୍ୟ ସରକାର ୨୦୧୮- ୨୧ ବ୍ୟାଚ ପୋଷ୍ଟ ପିଜି ୪୪୮ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ତାଲିକା…

Continue Readingଅନୁଗୁଳ ଡାକ୍ତରଖାନାକୁ ଆସିବେ ୪ ଡାକ୍ତର

ଚାକିରୀ ନାଁରେ ଠକେଇ: ଆଉ ଜଣେ ସୁପରଭାଇଜର ନିଲମ୍ବିତ

ଅନୁଗୁଳ:ଅନୁଗୁଳ ମେଡ଼ିକାଲରେ ସିକ୍ୟୁରିଟି ଗାର୍ଡ କରାଇ ଦେବାକୁ କହି ପଇସା ଠକି ନେବା ଘଟଣାରେ ଆଉ ଜଣେ ସୁପରଭାଇଜର ନିଲମ୍ବିତ ହୋଇଛି। ଭାରତ ସିକ୍ୟୁରିଟି ସର୍ଭିସେସ ପକ୍ଷରୁ ଯୁଗଳ କିଶୋର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ଯୁଗଳ ଚାକିରୀ କରିଦେବାକୁ କହି ଦୁଇଜଣ…

Continue Readingଚାକିରୀ ନାଁରେ ଠକେଇ: ଆଉ ଜଣେ ସୁପରଭାଇଜର ନିଲମ୍ବିତ

ଚାକିରୀ ନାଁରେ ଠକେଇ: ସୁପରଭାଇଜର ନିଲମ୍ବିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିକ୍ୟୁରିଟି ବିଭାଗର ସୂପରଭାଇଜର ଦୁଇ ଜଣ ଯୁବତୀଙ୍କ ଠାରୁ ୫୬ ହଜାର ଲେଖାଏଁ ନେଇ ଚାକିରୀ କରାଇ ଦେବାକୁ କହି ବାରମ୍ବାର ଦୌଡ଼ାଇବା ପରେ ସେ ଦୁହେଁ ଗତ କାଲି ଅନୁଗୁଳ ଥାନାର ଦ୍ବାରସ୍ଥ…

Continue Readingଚାକିରୀ ନାଁରେ ଠକେଇ: ସୁପରଭାଇଜର ନିଲମ୍ବିତ

ଅନୁଗୁଳ ମେଡିକାଲକୁ ଆସିଲା ସି ଆର୍ମ ମେସିନ

ଅନୁଗୁଳ:ଦୀର୍ଘଦିନର ପ୍ରତୀକ୍ଷା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅସ୍ଥି ଶଲ୍ୟ ଜନିତ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ସି ଆର୍ମ ମେସିନ ସଂସ୍ଥାପନ କରଯାଇଛି। ଅତ୍ୟାଧୁନିକ ଏକ୍ସରେ ଇମେଜିଙ୍ଗ ବ୍ୟବସ୍ଥା ଥିବା ଏହି ଯନ୍ତ୍ର ଦ୍ୱାରା ଜଟିଳ ଅସ୍ଥିଶଲ୍ୟ ସମସ୍ୟାର…

Continue Readingଅନୁଗୁଳ ମେଡିକାଲକୁ ଆସିଲା ସି ଆର୍ମ ମେସିନ

ମେଡିକାଲ ଉନ୍ନତି ପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି: ଏଡିଏମ୍‌ଓ

ଅନୁଗୁଳ:ଅନେକ ସମୟରେ ବିବାଦ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ଏକ କମିଟି ଗଢାଯାଇ ବ୍ୟବସ୍ଥାରେ ପରିବର୍ତନ ଅଣାଯାଉଛି। ନିକଟରେ କିଛି ନୂଆ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି…

Continue Readingମେଡିକାଲ ଉନ୍ନତି ପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି: ଏଡିଏମ୍‌ଓ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ତାଲା ପକାଇଲେ ଡାକ୍ତର, ସିଡିଏମଓଙ୍କୁ ଗୁହାରୀ କଲେ ମହିଳା

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର। କେହି ବାହାର ଲୋକ ନୁହେଁ ବରଂ ଖୋଦ୍ ଡାକ୍ତରଙ୍କ ନାଁ ରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ରୋଗୀକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିବା ଜଣେ ଆଶା କର୍ମୀଙ୍କୁ ରୁମରେ ତାଲା…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ତାଲା ପକାଇଲେ ଡାକ୍ତର, ସିଡିଏମଓଙ୍କୁ ଗୁହାରୀ କଲେ ମହିଳା