ପତ୍ନିକୁ ନିର୍ଯାତନା ଅଭିଯୋଗ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲାକଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ରଙ୍ଗବେଡ ବିଜୁ କଲୋନୀରେ ରହୁଥିବା ଅଞ୍ଜୁତା ସାହାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ନେଇ ସେ ଗତ ୨ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି।…

Continue Readingପତ୍ନିକୁ ନିର୍ଯାତନା ଅଭିଯୋଗ

ସ୍ୱାମୀର ଦ୍ୱିତୀୟ ପତ୍ନୀ କୁ ନେଇ ଥାନାରେ ଏତଲା

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସନକାକୁଡ଼ିଆ ଗ୍ରାମର ମାମିଲତା ବେହେରା(୨୨)ଙ୍କ ସ୍ବାମୀ ସୁବଳ ବେହେରା ଅନ୍ୟ ଜଣେ ମହିଳା ଓ ୧୦ ଜଣେ ବର୍ଷର ପିଲାକୁ ଘରକୁ ଆଣିବା ନେଇ ମାମିଲତା କଣିହାଁ ଥାନାରେ ଗତ…

Continue Readingସ୍ୱାମୀର ଦ୍ୱିତୀୟ ପତ୍ନୀ କୁ ନେଇ ଥାନାରେ ଏତଲା

ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର ସୁପ୍ରିମା ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏ ଉପଲକ୍ଷେ ଆୟୋଜିତ ସଭାରେ ଜିଡ଼ିଏସ୍ ଏମଡ଼ି ପ୍ରଶାନ୍ତ ଧର ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା…

Continue Readingଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ବିଏମଏସ୍ କାର୍ଯ୍ୟାଳୟ ଉଦ୍‌ଘାଟିତ

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲାଖଣି କଣିହାଁ ଶାଖା ବିଏମଏସର ନୂତନ କାର୍ଯ୍ୟାଳୟ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ତାଳଚେର କୋଇଲା ଖଣି ମଜଦୂର ସଂଘ ସଭାପତି ଅରୁଣ କୁମାର ପ୍ରଧାନ ମୁଖ୍ୟଅତିଥ୍, ସମ୍ମାନିତ ଅତିଥି…

Continue Readingବିଏମଏସ୍ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଧୂହତ୍ୟା ଅଭିଯୋଗ

ଅନୁଗୁଳ (Jugal Kishore Sahoo)  : ଯୌତୁକ ଜନିତ ବଧୂହତ୍ୟା ନେଇ ଗୁରୁବାର କଣିହାଁ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ନିଶା ଥାନା ଅଧୀନ ବାଲିଚନ୍ଦ୍ରପୁର ଗ୍ରାମର କାନ ବେହେରା(୪୫)ଙ୍କ ଝିଅ ଆରତୀ (୩୦) ରଞ୍ଜନାଗୁଣ୍ଡୁରୀ ଗ୍ରାମର ବୁଦ୍ଧିଆଙ୍କ ପୁଅ…

Continue Readingବଧୂହତ୍ୟା ଅଭିଯୋଗ

ଏଚଏମଏସ ପକ୍ଷରୁ ଏମସିଏଲ୍ ପ୍ରକଳ୍ପ ଅଫିସ ସମ୍ମୁଖରେ

ଅନୁଗୁଳୁ (Jugal Kishore Sahoo): ଅନୁଗୁଳୁ ଜିଲ୍ଲା କଣିହାଁ ଏମସିଏଲ୍ ପ୍ରକଳ୍ପ ଅଫିସ ସମ୍ମୁଖରେ କ୍ୱାର୍ଟର ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ଗୁରୁବାର  ଏଚଏମଏସ୍ କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଥିଲା । ତେବେ ଏମସିଏଲୄ ଅଧିକାରୀ ଓ ଏଚଏମଏସ୍ ସଂଘ…

Continue Readingଏଚଏମଏସ ପକ୍ଷରୁ ଏମସିଏଲ୍ ପ୍ରକଳ୍ପ ଅଫିସ ସମ୍ମୁଖରେ

ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ମିଳିଛି ଘର

ଅନୁଗୁଳ (Jugal Kishore Sahoo): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହୀତାଧିକାରୀଙ୍କୁ ସାମିଲ୍‌ କରାଯାଇଥିବା ବେଳେ ଯୋଗ୍ୟ ତଥା ଅସହାୟ ପରିବାରକୁ ବାଦ୍ ଦେବା ନେଇ ବୁଧବାର କଣିହାଁ ବ୍ଲକ୍ ପ୍ରଶାସନ ପାଖରେ କମରେଇ ପଞ୍ଚାୟତ ବାସୀ ଫେରାଦ୍ ହୋଇ ଏକ…

Continue Readingଆବାସ ଯୋଜନାରେ ଅଯୋଗ୍ୟଙ୍କୁ ମିଳିଛି ଘର

ଦବିଲା ଶ୍ରେଣୀଗୃହ ଛାତ, ସ୍ଥାୟୀତ୍ବ ନେଇ ସନ୍ଦେହ

ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୧ କୋଟି ଟଙ୍କାରେ ଚାଲିଥିବା ଶ୍ରେଣୀଗୃହର ଛାତ ମଙ୍ଗଳବାର ପଡୁଥିବାବେଳେ ଦବି ଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ବ୍ରିଜ ଏଣ୍ଡ ରୁଫ୍…

Continue Readingଦବିଲା ଶ୍ରେଣୀଗୃହ ଛାତ, ସ୍ଥାୟୀତ୍ବ ନେଇ ସନ୍ଦେହ

ଗ୍ରାମବାସୀଙ୍କୁ ଅଣଦେଖା କରି ଶ୍ରେଣୀଗୃହ ନିର୍ମାଣ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କାକୁଡିଆ ଉଚ୍ଚ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ତିଆରି ଚାଲିଛି । ମାତ୍ର ବିଧାୟକଙ୍କ କର୍ମୀ ଗ୍ରାମବାସୀଙ୍କୁ ଅଣଦେଖା କରି ବିଦ୍ୟାଳୟର ଖେଳପଡ଼ିଆ ମଝିରେ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏନେଇ…

Continue Readingଗ୍ରାମବାସୀଙ୍କୁ ଅଣଦେଖା କରି ଶ୍ରେଣୀଗୃହ ନିର୍ମାଣ

ଅଶ୍ଳୀଳ ଭିଡ଼ିଓ ପଠାଇ ଯୁବକ ଗିରଫ

ଅନୁଗୁଳ: ଅନ୍ୟର ହ୍ଵାଟ୍ସଆପ ହ୍ୟାକ୍ କରି ଅଶ୍ଳୀଳ ଭିଡ଼ିଓ ପଠାଇ ହଇରାଣ ସହ ବଦନାମ କରିବା ଅଭିଯୋଗରେ ଏନଟିପିସି ଟାଉନ ଥାନା ପୁଲିସ୍ କଣିହାଁ ବ୍ଲକ୍ ଭୂଇଁପୁର ଗ୍ରାମର ଯୁବକ ଦୀପେନ ବେହେରା(୨୮)କୁ ଗିରଫ କରିଛି ।ପୁଲିସ୍ ସୂତ୍ରରୁ ପ୍ରକାଶ, ଭୂଇଁପୁର…

Continue Readingଅଶ୍ଳୀଳ ଭିଡ଼ିଓ ପଠାଇ ଯୁବକ ଗିରଫ