ବଳରାମ କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଚେନ୍ଡୋଜର୍ ଗାଡ଼ି, ଦୁଇ ଖଣ୍ଡ ହୋଇଗଲା ଗୋଡ଼
ତାଳଚେର: ତାଳଚେର ଅଞ୍ଚଳର ବଳରାମ କୋଇଲା ଖଣିରେ ଅଘଟଣ। ଶନିବାର ସକାଳେ ବଳରାମ କୋଇଲା ଖଣିର ଶ୍ରମିକ ଡିୟୁଟିରେ ଥିବା ବେଳେ ଏକ ଚେନ୍ଡୋଜର୍ ଗାଡ଼ି ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି…
