ତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନାମାଙ୍କନ ଦାଖଲ ବେଳେ ଉତ୍ତେଜନା, ଧସ୍ତାଧସ୍ତି ହେଲେ ପୋଲିସ ଓ ଦଳୀୟ କର୍ମୀ

ତାଳଚେର: ଆଜି ତାଳଚେର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ନିଜର ନାମାଙ୍କନ ପତ୍ର ଦାଖଲ ସମୟରେ ଏକ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି। ନାମାଙ୍କନ ବେଳେ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା।…

Continue Readingତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନାମାଙ୍କନ ଦାଖଲ ବେଳେ ଉତ୍ତେଜନା, ଧସ୍ତାଧସ୍ତି ହେଲେ ପୋଲିସ ଓ ଦଳୀୟ କର୍ମୀ

ତାଳଚେର ପୌରାଞ୍ଚଳ ସାଙ୍ଗଠନିକ ବୈଠକ: ଦଳ ପାଇଁ କାମ କରିବାକୁ ଉତ୍ସାହିତ କଲେ ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ଓ ସାଂସଦ ପ୍ରାର୍ଥୀ ଅବିନାଶ

ତାଳଚେର: ସାଧାରଣ ନିର୍ବାଚନ ପାଇଁ ତାଳଚେର ପୌରାଞ୍ଚଳରେ ପ୍ରାକ ନିର୍ବାଚନ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପବିତ୍ର ମୋହନ ଛକ ସ୍ଥିତ ବିଜୁଜନତା ଦଳର ନିର୍ବାଚନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ତାଳଚେର ବିଧାୟକ ତଥା ଚଳିତ ନିର୍ବାଚନ…

Continue Readingତାଳଚେର ପୌରାଞ୍ଚଳ ସାଙ୍ଗଠନିକ ବୈଠକ: ଦଳ ପାଇଁ କାମ କରିବାକୁ ଉତ୍ସାହିତ କଲେ ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ଓ ସାଂସଦ ପ୍ରାର୍ଥୀ ଅବିନାଶ

ଆଇଏଏସ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଅନିମେଶ ପ୍ରଧାନଙ୍କୁ ସମ୍ମାନିତ କଲା ଏମସିଏଲ

ତାଳଚେର: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୩ରେ ସର୍ବଭାରତୀୟ ର‌୍ୟାଙ୍କ-୨ ହାସଲ କରିଥିବା ତାଳଚେର ଅଞ୍ଚଳର ଅନିମେଶ ପ୍ରଧାନଙ୍କୁ ଏମସିଏଲ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ଏମସିଏଲ କଳିଙ୍ଗ ଡିଏଭି ବିଦ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ଏମସିଏଲର…

Continue Readingଆଇଏଏସ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଅନିମେଶ ପ୍ରଧାନଙ୍କୁ ସମ୍ମାନିତ କଲା ଏମସିଏଲ

ବଲବିନ୍ଦର ସିଂହଙ୍କୁ ଅନୁଗୁଳ ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ୱ

ଅନୁଗୁଳ/ତାଳଚେର: ବରିଷ୍ଠ ବିଜେପି ନେତା ତଥା ତାଳଚେର ପୌର ମଣ୍ଡଳର କାର୍ଯ୍ୟକାରିଣୀ ସଦସ୍ୟ ବଲବିନ୍ଦର ସିଂହଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ଅବସରପ୍ରାପ୍ତ କୋଇଲା ଖଣିର କର୍ମଚାରୀ ତଥା ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ବଲବିନ୍ଦରଙ୍କୁ ଅନୁଗୁଳ ଜିଲ୍ଲା ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା…

Continue Readingବଲବିନ୍ଦର ସିଂହଙ୍କୁ ଅନୁଗୁଳ ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ୱ

ତାଳଚେରରୁ କେଜିଏରୁ ଅଧିକ ଧଳା ଜହର ଜବତ, ଦୁଇ ଆନ୍ତଃରାଜ୍ୟ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୧.୧ କେଜି ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ୱର ଏସ୍ ଟି ଏଫ। ଗତକାଲି ଏସ୍ ଟି ଏଫ ତାଳଚେର ଅଞ୍ଚଳରେ ଚଢ଼ଉ କରି ଏହି ଘଟଣାରେ ପଶ୍ଚିମବଙ୍ଗର ରାକିବୁଲ ଶେଖ ଓ ତାଳଚେର ତ୍ରିନାଥ…

Continue Readingତାଳଚେରରୁ କେଜିଏରୁ ଅଧିକ ଧଳା ଜହର ଜବତ, ଦୁଇ ଆନ୍ତଃରାଜ୍ୟ ବେପାରୀ ଗିରଫ

ହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ମା’ ହିଙ୍ଗୁଳାଙ୍କ ମନ୍ଦିରକୁ ଜେନେରେଟର ଓ ଅର୍ଥଦାନ

ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଯାତ୍ରାର ଅବ୍ୟାହତି ପୂର୍ବରୁ ହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ମନ୍ଦିରକୁ ଏକ ନୂତନ ଜେନେରେଟର ପ୍ରଦାନ କରାଯାଇଛି। ମା' ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି…

Continue Readingହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ମା’ ହିଙ୍ଗୁଳାଙ୍କ ମନ୍ଦିରକୁ ଜେନେରେଟର ଓ ଅର୍ଥଦାନ

ଆକାଶରୁ ନିଆଁ ବର୍ଷୁଛି: ତାଳଚେରରେ ୩୫ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି। ଆଜି ସକାଳୁ ଆରମ୍ଭ ହୋଇଯାଇଛି ଅସହ୍ୟ ତାତି। ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣା ୩୪.୫, ଟିଟିଲାଗଡ଼ ୩୩.୪, ଝାରସୁଗୁଡ଼ା ଓ…

Continue Readingଆକାଶରୁ ନିଆଁ ବର୍ଷୁଛି: ତାଳଚେରରେ ୩୫ ଡିଗ୍ରୀ ରେକର୍ଡ

ଚିହ୍ନଟ ହେଲା ମା’ ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳ, ୨୨ ରୁ ନବ ଦିନାତ୍ମକ ଯାତ୍ରା ଆରମ୍ଭ

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଉଭାସ୍ଥଳ ଚିହ୍ନଟ ହୋଇଛି। ଗତ କାଲି ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଥିଲା। ଆଜି ମନ୍ଦିରର ପଶ୍ଚିମ ଦିଗ ଗୋପାଳ ପ୍ରାସାଦ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ମା' ଅଗ୍ନିରୂପା ହିଙ୍ଗୁଳା ଉଭା ହୋଇଥିବା…

Continue Readingଚିହ୍ନଟ ହେଲା ମା’ ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳ, ୨୨ ରୁ ନବ ଦିନାତ୍ମକ ଯାତ୍ରା ଆରମ୍ଭ

ଖୋଲାଗଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ବାହାରିଲା ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ସୋମବାର ଦିନ ଖୋଲା ଯାଇଛି। ହୁଣ୍ଡିରୁ ମୋଟ୍ ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା (୧୦, ୨୨,୧୦୪ ଟଙ୍କା) ସଂଗୃହୀତ…

Continue Readingଖୋଲାଗଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ବାହାରିଲା ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା

ତାଳଚେରରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା, ତୁରନ୍ତ ବନ୍ଦ କରିବାକୁ ଦାବି

ତାଳଚେର: ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା। ଏହି ଅପମିଶ୍ରିତ ମିକ୍ସଚର ଖାଇ ବହୁ ଲୋକ ପେଟଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଏହି କାରଖାନାରୁ ଦୈନିକ ଶତାଧିକ କୁଇଣ୍ଟାଲ ମିକ୍ସଚର ତିଆରି କରାଯାଇ…

Continue Readingତାଳଚେରରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା, ତୁରନ୍ତ ବନ୍ଦ କରିବାକୁ ଦାବି