ତାଳଚେରରେ କୁମାର ପୂର୍ଣ୍ଣିମା ଉତ୍ସବ ଉଲ୍ଲାସରେ ପାଳିତ

ଅନୁଗୁଳ: ଓଡ଼ିଶାର ପାରମ୍ପରିକ ପର୍ବ କୁମାର ପୂର୍ଣ୍ଣିମା ତାଳଚେର ଅଂଚଳରେ ସୋମବାର ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ପର୍ବରେ କୁଆଁରୀ ଝିଅମାନେ ନୂଆ ପୋଷାକ ପରିଧାନ କରି, ବୃନ୍ଧାବତୀଙ୍କ…

Continue Readingତାଳଚେରରେ କୁମାର ପୂର୍ଣ୍ଣିମା ଉତ୍ସବ ଉଲ୍ଲାସରେ ପାଳିତ

ତାଳଚେରରେ ରାସ୍ତା ନିର୍ମାଣ ଦାବିରେ ଦ୍ୱିତୀୟ ଦିନରେ ଅର୍ଥନୈତିକ ଅବରୋଧ

ତାଳଚେର: ୧୪୯ ନମ୍ବର ଜାତୀୟ ରାଜପଥର ଗୋଡ଼ିବନ୍ଧଠାରୁ ବଅଁରପାଳ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ ଓ ଗୋଡ଼ିବନ୍ଧଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି ଦାବିରେ ତାଳଚେରରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଦ୍ୱିତୀୟ ଦିନରେ ଜାରି ରହିଛି। ପୁର୍ବତନ ସାଂସଦ ମହେଶ…

Continue Readingତାଳଚେରରେ ରାସ୍ତା ନିର୍ମାଣ ଦାବିରେ ଦ୍ୱିତୀୟ ଦିନରେ ଅର୍ଥନୈତିକ ଅବରୋଧ

ରାସ୍ତା ନିର୍ମାଣ ଓ ମରାମତି ଦାବିରେ ଅର୍ଥନୈତିକ ଅବରୋଧ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥର ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ଚାରିଥାକିଆ ରାସ୍ତା ନିର୍ମାଣ ଓ ଗୋଡ଼ିବନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି କିମ୍ବା ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ଦାବିରେ…

Continue Readingରାସ୍ତା ନିର୍ମାଣ ଓ ମରାମତି ଦାବିରେ ଅର୍ଥନୈତିକ ଅବରୋଧ

ତାଳଚେରରେ ଦୁର୍ଗା ପୂଜା: ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

ଅନୁଗୁଳ: ଶାରଦୀୟ ଦୁର୍ଗା ପୂଜା ଅବସରରେ କଳାହୀରାର ସହର ତାଳଚେର ଉତ୍ସବମୁଖର ହୋଇଉଠିଛି। ମା ଦଶଭୂଜାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପୂଜା ମଣ୍ଡପଗୁଡ଼ିକେ ମୁଖରିତ ହୋଇଛି। ଗତକାଲି ମହାଅଷ୍ଟମୀ ପୂଜାରେ ବହୁ ମହିଳା ଶ୍ରଦ୍ଧାଳୁ ମାଙ୍କ ଆରାଧନା କରିଥିବା ବେଳେ…

Continue Readingତାଳଚେରରେ ଦୁର୍ଗା ପୂଜା: ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

ଏସଏନ୍‌କେ ରୟାଲରେ ଦଶହରା ଧମାକା: ସମସ୍ତ ସାମଗ୍ରୀ ଉପରେ ବିଶେଷ ରିହାତି

ଅନୁଗୁଳ: ଦଶହରାର ଆଲୋକମୟ ଓ ଉତ୍ସାହଜନକ ପରିବେଶକୁ ଆହୁରି ରଙ୍ଗୀନ କରିବା ପାଇଁ ଏସଏନ୍‌କେ ରୟାଲ ଆଣିଛି ଏକ ସ୍ୱତନ୍ତ୍ର ଦଶହରା ଧମାକା ଅଫର। ଅନୁଗୁଳର ଗାନ୍ଧୀ ମାର୍ଗ ଓ ତାଳଚେରର ଶର୍ମା ଛକସ୍ଥିତ ଏସଏନ୍‌କେ ରୟାଲ ସୋ’ରୁମ୍‌ରେ ଗ୍ରାହକମାନଙ୍କ ପାଇଁ…

Continue Readingଏସଏନ୍‌କେ ରୟାଲରେ ଦଶହରା ଧମାକା: ସମସ୍ତ ସାମଗ୍ରୀ ଉପରେ ବିଶେଷ ରିହାତି

ଯୁବକଙ୍କୁ ଆକ୍ରମଣ, ଲୁଟ୍

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ବଲଣ୍ଡାରେ ଶୁକ୍ରବାର ସକାଳ ୧୧ଟାରେ ଅନନ୍ତ କୋଲନୀର ରମଣ କୁମାର ସିଠ (୩୦)ଙ୍କୁ ଘଂଟପଡ଼ା ଗ୍ରାମର ଦେବାଶିଷ ସାହୁ, ବିକାଶ ସେଠୀ ଓ ଜିତେନ୍ଦ୍ର ପଟ୍ଟନାୟକ ଆକ୍ରମଣ କରି ସୁନାଚେନ, ମୁଦି,…

Continue Readingଯୁବକଙ୍କୁ ଆକ୍ରମଣ, ଲୁଟ୍

ତାଳଚେର ଫର୍ଟିଲାଇଜର୍ସ ପାଇଁ ୧୨୨୫୦ କୋଟି ଟଙ୍କାର ଋଣ ବ୍ୟବସ୍ଥା

ଅନୁଗୁଳ: କୋଇଲା ଗ୍ୟସିଫିକେଶନ ଆଧାରିତ ଆମୋନିଆ ୟୁରିଆ ପ୍ରକଳ୍ପ ପାଇଁ ତାଳଚେର ଫର୍ଟିଲାଇଜରସ୍ ପକ୍ଷରୁ ୧୨୨୫୦ କୋଟି ଟଙ୍କାର ବନ୍ଦୋବସ୍ତ କରାଯାଇଛି। କୋଲ ଇଣ୍ଡିଆ,ଗେଲ ଇଣ୍ଡିଆ,ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫର୍ଟିଲାଇଜରସ ଏବଂ ଏଫସିଆଇର ମିଳିତ ପ୍ରୟାସରେ ପ୍ରତିଷ୍ଠିତ ଟିଏଫ୍ଏଲ ପ୍ରତିବର୍ଷ ୧.୨୭…

Continue Readingତାଳଚେର ଫର୍ଟିଲାଇଜର୍ସ ପାଇଁ ୧୨୨୫୦ କୋଟି ଟଙ୍କାର ଋଣ ବ୍ୟବସ୍ଥା

ବନ୍ଧୁକ ଦେଖାଇ ଲୁଟ୍‌: ସୁନା ଗହଣା ଓ ଟଙ୍କା ଛଡ଼ାଇ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାରିଜଣ ଦୁର୍ବୃତ୍ତଙ୍କ ଦ୍ୱାରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟପାଟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଗତକାଲି ଘଂଟପଡ଼ା ଗ୍ରାମର ସତ୍ୟ ସୁମନଙ୍କୁ ଚାରିଜଣ ଦୁର୍ବୃତ୍ତ ବାଇକରେ ଆସି ଭୂଜାଲିରେ ଆକ୍ରମଣ…

Continue Readingବନ୍ଧୁକ ଦେଖାଇ ଲୁଟ୍‌: ସୁନା ଗହଣା ଓ ଟଙ୍କା ଛଡ଼ାଇ

“ମାନସିକ ଚାପର କାରଣ ଓ ନିରାକରଣ” ନେଇ ସଚେତନତା କର୍ମଶାଳା

ଅନୁଗୁଳ: ତାଳଚେରସ୍ଥିତ ଭାରି ଜଳ ପ୍ରକଳ୍ପ (ହେଭି ୱାଟର ପ୍ଲାଣ୍ଟ) ପରିସରରେ ଚେତନା ମିଶନ ଫାଉଣ୍ଡେସନ ପକ୍ଷରୁ "ମାନସିକ ଚାପର କାରଣ ଓ ନିରାକରଣ " ବିଷୟରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ହେଭି ୱାଟର ପ୍ଲାଣ୍ଟର ଡାକ୍ତର…

Continue Reading“ମାନସିକ ଚାପର କାରଣ ଓ ନିରାକରଣ” ନେଇ ସଚେତନତା କର୍ମଶାଳା

ଅସାରାଏ ବର୍ଷାରେ ବେହାଲ ତାଳଚେର ବାଇପାସ୍‌: ରାସ୍ତାରେ ଟହଲ ମାରୁଛି ପାଣି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ଶନିବାର ଅସାରାଏ ବର୍ଷା ଫଳରେ ବାଇପାସ୍ ରାସ୍ତା ଜଳମଗ୍ନ ହୋଇ ବଜାର ଓ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଥିଲା। ଦିନ ୧୨ଟା ସମୟରେ ବର୍ଷା ଓ ଡ଼୍ରେନ୍ ଜାମ ହେବାରୁ ବାଇପାସ୍ ରାସ୍ତାର ଉଭୟ ପାଶ୍ୱର୍ରେ…

Continue Readingଅସାରାଏ ବର୍ଷାରେ ବେହାଲ ତାଳଚେର ବାଇପାସ୍‌: ରାସ୍ତାରେ ଟହଲ ମାରୁଛି ପାଣି