ଛେଣ୍ଡିପଦାରେ GMDC-GVT ପକ୍ଷରୁ ‘ମାଇସେପ୍’ କାର୍ଯ୍ୟକ୍ରମ ଉଦ୍ଘାଟିତ: ଖଣି ଅଞ୍ଚଳର ଯୁବପିଢ଼ିଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମିଳିବ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ
ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଉତ୍ତମ କ୍ୟାରିୟର ସୁଯୋଗ ଓ ମାର୍ଗଦର୍ଶନ ଯୋଗାଇଦେବା ଲକ୍ଷ୍ୟରେ GMDC-GVT ପକ୍ଷରୁ ‘ମାଇସେପ୍’ (ମାଇନିଂ ୟୁଥ୍ କମ୍ପିଟିଟିଭ୍ ଏମ୍ପାୱାରମେଣ୍ଟ ପ୍ରୋଗ୍ରାମ) ଆରମ୍ଭ କରାଯାଇଛି। ସୋମବାର ଛେଣ୍ଡିପଦା ବାପୁଜୀ କଲେଜ ପରିସରରେ ଏହି…




