ଅନୁଗୁଳ ଜିଲ୍ଲା କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ

You are currently viewing ଅନୁଗୁଳ ଜିଲ୍ଲା କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି। ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ କୋର୍ଟ ରୁ ୧୨ ଜଣ ସଂକ୍ରମିତ ହୋଇଥିବା ବାର ସଭାପତି ଦିଲୀପ ସାହୁ ପ୍ରକାଶ କରିଛନ୍ତି।ଏହି କାରଣରୁ ଜନସାଧାରଣ ଙ୍କ ନିରାପତ୍ତା ଦୃଷ୍ଟିରୁ ଜାନୁୟାରୀ ୧୬ ତାରିଖରୁ ୧୫ ଦିନ ପାଇଁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷିତ କରାଯାଇଛି ।

Share

Leave a Reply