ମୋବାଇଲ ଚୋରି ଅଭିଯୋଗରେ ୨ ପିଚୁ ଫ୍ୟାକ୍ଟ୍ରି ଶ୍ରମିକ ଗିରଫ
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡିଆ ବିଏନ୍ ଅଗରୱାଲଙ୍କ କମ୍ପାନୀର ପିଚୁ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଦୁଇଜଣ ଶ୍ରମିକ ମୋବାଇଲ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ହାକିମପଡ଼ାର ପ୍ରିୟ ରଞ୍ଜନ ମହାରଣା ଗତ ୧୪ ତାରିଖ ସକାଳ…



